ରିଲିଜ୍ ହେଲା ଆର୍ଟ ଅଫ୍ ଗିଭିଂର ଚଳିତବର୍ଷର ଥିମ୍ ସଙ୍ଗ
କେନ୍ୟୁଜ୍(ବ୍ୟୁରୋ): ଆର୍ଟ ଅଫ୍ ଗିଭିଂର ଚଳିତବର୍ଷର ଥିମ୍ ସଙ୍ଗ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ରିଲିଜ୍ ହୋଇଛି । ମେ ୧୭ ତାରିଖରେ ଆର୍ଟ ଅଫ୍ ଗିଭିଂ ପାଳନ ହେବାକୁ ଯାଉଥିବା ବେଳେ ଆଜି ଏହାର ଥିମ୍ ସଙ୍ଗକୁ ଶ୍ରୀ ସାମନ୍ତ କିଟ୍ ଓ କିସ୍ର ବରିଷ୍ଠ ପଦାଧିକାରୀ ଓ…