କଣ ପାଇଁ ଅଧିକ ଦର ହୋଇଥାଏ ବାସୁମତି ଚାଉଳ? ଜାଣନ୍ତୁ ଏହାର କାରଣ
ଅନେକ ପ୍ରକାର ଚାଉଳ ଅଛି ହେଲେ ଲୋକ ବାସୁମତି ଚାଉଳକୁ ଅଧିକ ପସନ୍ଦ କରନ୍ତି । ଅନ୍ୟ ଚାଉଳ ଅପେକ୍ଷା ବାସୁମତି ଚାଉଳର ଦର ବଜାରରେ ଟିକେ ଅଧିକ ରହିଥାଏ । ତଥାପି ଲୋକମାନେ ଏହାକୁ କିଣି ଖାଇବା ପାଇଁ ଭଲ ପାଆନ୍ତି ।
ତେବେ ଜାଣନ୍ତୁ ବାସୁମତି ଚାଉଳରେ ଏମିତି କଣ ଅଛି ଯାହା ପାଇଁ ଲୋକମାନେ ଏହି…