ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଦେଲେ ଇସ୍ତଫା
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ଅଚାନକ ଇସ୍ତଫାକୁ ନେଇ ନାନା ଚର୍ଚ୍ଚା । ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ କମିଶନରେ ପୂର୍ବରୁ ଗୋଟିଏ ପଦ ଖାଲି ପଡ଼ିଥିଲା । ଏବେ ନିର୍ବାଚନ…