Browsing Tag

arunachal pradesh

ଚୀନର ଚାଲାକିକୁ ଭାରତର କଡ଼ା ଜବାବ, ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନୂଆ ନାଁକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଚୀନର ଚାଲାକିକୁ ଭାରତର କଡ଼ା ଜବାବ । ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନୂଆ ନାଁକୁ ପ୍ରତ୍ୟାଖ୍ୟାନ କଲା ନୂଆଦିଲ୍ଲୀ । ଭାରତୀୟ ସୀମା ଭିତରେ ଥିବା ବିଭିନ୍ନ ସ୍ଥାନକୁ ଚୀନ ନିଜ ମନଇଚ୍ଛା "କାଳ୍ପନିକ ନାମ" ଦେବାକୁ ନେଇ ଭାରତ କଡ଼ା ଆପତ୍ତି ଜଣାଇଛି। ଭାରତ ସ୍ପଷ୍ଟ କରିଛି,…

ଅରୁଣାଚଳ ପ୍ରଦେଶରେ ଶକ୍ତିଶାଳୀ ଭୂକମ୍ପ, ୫.୦ ତୀବ୍ରତା

ଅରୁଣାଚଳ ପ୍ରଦେଶ : ଥରିଲା ଅରୁଣାଚଳ ପ୍ରଦେଶ । ଅରୁଣାଚଳ ପ୍ରଦେଶର ଚଙ୍ଗଲଙ୍ଗରେ ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ୫.୦ ତୀବ୍ରତା ରେକର୍ଡ କରାଯାଇଛି। ବିଳମ୍ବିତ ରାତି ପ୍ରାୟ ୩ଟା ୧୩ରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ଝଟକା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି…

ହଜାର ଫୁଟ ଗଭୀର ଘାଟିରେ ଖସିଲା ଟ୍ରକ୍, ୨୨ ଶ୍ରମିକ ମୃତ

ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶର ଅଞ୍ଜାଓ ଜିଲ୍ଲାରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ବିପଜ୍ଜନକ ପାହାଡ଼ିଆ ରାସ୍ତାରୁ ଖସି ହଜାର ଫୁଟ ଗଭୀର ଖାଲରେ ପଡ଼ିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ…

ଇଟାନଗରରେ ୫୧୨୫ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୋଦି, କଂଗ୍ରେସ ଉପରେ ବର୍ଷିଲେ

ଅରୁଣାଚଳ ପ୍ରଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତରେ ରହିଛନ୍ତି । ସକାଳୁ ରାଜଧାନୀ ଇଟାନଗରରେ ୫୧୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ସିଓମ ଉପ-ବେସିନରେ ବିକଶିତ…

ପୁଣି ଭାରତରେ ଭୂକମ୍ପର ଝଟକା, ତୀବ୍ରତା ୩.୨

ଅରୁଣାଞ୍ଚଳ ପ୍ରଦେଶ : ଆଜି ସକାଳେ ଭାରତରେ ପୁଣି ଭୂକମ୍ପର ଝଟକା ଅନୁଭୂତ । ଭାରତର ଅରୁଣାଞ୍ଚଳ ପ୍ରଦେଶର ଉପର ସିଆଙ୍ଗ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୨ ରହିଥିବା ଜଣାପଡିଛି । ସୂଚନାନୁଯାୟୀ, ଭୂକମ୍ପ ଆଜି ସକାଳ ୩:୧:୧୭ରେ ଅନୁଭୂତ ହୋଇଥିଲା ବୋଲି NSC ସୂଚନା…

ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ, ତୀବ୍ରତା ୩.୨

ଭାରତରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ସକାଳ ପ୍ରାୟ ୫.୩୫ ମିନିଟରେ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୨ ରହିଥିବା ଜଣାପଡିଛି । ଏଥି ସହିତ ଭୂକମ୍ପର କେନ୍ଦ୍ର ଅକ୍ଷାଂଶ ୨୭.୫୬N ଏବଂ ଦ୍ରାଘିମା ୯୩.୫୫Eରେ ରହିଥିଲା । ଏହା ବ୍ୟତୀତ ଭୂକମ୍ପର କେନ୍ଦ୍ର…

ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ, ଜାଣନ୍ତୁ କ’ଣ ରହିଛି ତୀବ୍ରତା

ଭାରତ ସମେତ ବିଭିନ୍ନ ସ୍ଥାନରେ ଭୂକମ୍ପ ଘଟୁଛି । କିଛି ଦିନ ପୂର୍ବରୁ ଦିଲ୍ଲୀରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା ଜନ ଜୀବନକୁ କ୍ଷତି ପହଞ୍ଚାଉଛି । ମିଆଁମାରରେ ହୋଇଥିବା ଭୂକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ ।…

ବ୍ରହ୍ମପୁତ୍ର ନଦୀରେ ବନ୍ଧ ତିଆରି କରୁଛି ଚୀନ୍, ଗତକାଲି ଠାରୁ ଆରମ୍ଭ ହୋଇଛି ନିର୍ମାଣ କାମ

ଚୀନ୍ ଭାରତୀୟ ସୀମାକୁ ସଂଲଗ୍ନ ରହିଥିବା ଅନେକ ଅଞ୍ଚଳରେ ଲଗାତାର କିଛି ନିର୍ମାଣ  କାମ କରିଆସୁଛି ।  ଭାରତର ଆପତ୍ତି ସତ୍ତ୍ୱେ, ଚୀନ୍ ତାର ଯୋଜନାରେ ପରିବର୍ତ୍ତନ କରିନାହିଁ ଏବଂ ବିଶ୍ୱର ସର୍ବବୃହତ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ।  ଅରୁଣାଚଳ ପ୍ରଦେଶରେ ଭାରତୀୟ ସୀମା ନିକଟବର୍ତ୍ତୀ…

ଜୀବନକୁ ବାଜି ଲଗାଇ ନଦୀପାର୍ ହେଲେ ଯୁବକ, ଭିଡିଓ ହେଉଛି ଭାଇରଲ

ବର୍ତ୍ତମାନ ଆଗୁଆ ମୌସୁମୀ ପାଇଁ ଧ୍ବଂସକାରୀ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥି ପାଇଁ ବନ୍ୟା, ଭୂସ୍ଖଳନ ଭଳି ସମସ୍ୟାକୁ ଲୋକେ ସମ୍ମୁଖୀନ କରିବାରେ ଲାଗିଛନ୍ତି । ଯାହାଦ୍ବାରା ଜନଜୀବନ ଅସ୍ତବ୍ୟସ୍ତ ହୋଇ ଉଠିଛି । ଏହାରି ମଧ୍ୟରେ ବହୁ କ୍ଷୟକ୍ଷତି ମଧ୍ୟ ଘଟି ଚାଲିଛି । କାହାର ଜୀବନ…

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮

ଭାରତର ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି ।  ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଭାରତୀୟ ମାନକ ସମୟ (IST) ସକାଳ ସମୟରେ ଅରୁଣାଚଳ ପ୍ରଦେଶର ଦେବାଙ୍ଗ ଉପତ୍ୟକାରେ ରିକ୍ଟର ସ୍କେଲରେ ୩ .୮ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା…

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ, ତୀବ୍ରତା ୩.୫

ମିଆଁମାର ଏବଂ ଥାଇଲାଣ୍ଡ ପରେ ଅରୁଣାଚଳ ପ୍ରଦେଶର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୫ ରହିଥିଲା । ଅପରାହ୍ନ ୨ଟା ୩୮ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପର କେନ୍ଦ୍ର ଅରୁଣାଚଳ ପ୍ରଦେଶର ଶୀ ୟୋମିର ଠାରୁ ୧୦କିମି…

ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶରେ ଲାଗୁ ରହିବ AFSPA, ୬ ମାସ ଅବଧି ବୃଦ୍ଧି କଲେ ଗୃହ ମନ୍ତ୍ରଣାଳୟ

ମଣିପୁର ରାଜ୍ୟର ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (AFSPA)(ଆର୍ମଡ୍ ଫୋର୍ସଡ ସ୍ପେସାଲ ପାୱାର ଆକ୍ଟ ) କୁ ଛଅ ମାସ ପାଇଁ ବୃଦ୍ଧି କରିଛନ୍ତି । ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ ମଣିପୁର ରାଜ୍ୟକୁ ୧…