Browsing Tag

Arvind Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ଵାଲ୍‌ଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍‌

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ତାଙ୍କୁ ହାଲ୍‌କା ଜର ଆସିବା ସହ କାସ ହେବାରୁ ସୋମବାର ସେ ନିଜକୁ ତାଙ୍କ ସରକାରୀ ବାସ ଭବନରେ କ୍ୱାରାଣ୍ଟାଇନରେ ରଖିଥିଲେ । ଆଜି କରୋନା ଟେଷ୍ଟ କରିବା ପରେ ତାଙ୍କର ରିପୋର୍ଟ…

ଜ୍ୱରରେ ପୀଡିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଖୁବ ଶୀଘ୍ର କରାଇବେ କୋଭିଡ-୧୯ ଟେଷ୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶରୀରରେ କରୋନା ଲକ୍ଷଣ ! ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରବିବାରଠାରୁ ତାଙ୍କୁ ଜ୍ୱର ହେବା ସହିତ ତାଙ୍କ ଗଳା ଯନ୍ତ୍ରଣା ହେଉଥିବା ନେଇ ସୂଚନା ମିଳିଛି । ଯାହାଫଳରେ ଖୁବ୍ ଶିଘ୍ର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜର କୋଭିଡ-୧୯…

କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟସେବା କର୍ମଚାରୀ ମୃତ୍ୟୁବାରଣ କଲେ ରାଜ୍ୟ ସରକାର ଦେବେ ୧କୋଟି…

କେନ୍ୟୁଜ(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ବେଳେ ସ୍ୱାସ୍ଥ୍ୟସେବା କର୍ମଚାରୀ ଯଦି ମୃତ୍ୟୁ ବରଣ କରନ୍ତି ତେବେ ତାଙ୍କ ପରିବାରକୁ ମିଳିବ ୧ କୋଟି ଟଙ୍କାର କ୍ଷତିପୂରଣ । ଆଜି ଏହା ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏକ ସାମ୍ବାଦିକ ସମ୍ମିଳନୀରେ…

କେନ୍ଦ୍ର ସରକାରଙ୍କ ପୂର୍ବରୁ ଲକଡାଉନ ବୃଦ୍ଧି ନେଇ ସୂଚନା ଦେଲେ କେଜରିୱାଲ, ଟ୍ୱିଟ୍ କରି କହିଲେ “ବଢ଼ିଲା…

କରୋନା ଲକଡାଉନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ବଡ଼ କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ର ତରଫରୁ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଘୋଷଣା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ, ଦିଲ୍ଲୀରେ ହିଂସା ନେଇ…

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ । ଦିଲ୍ଲୀ ହିଂସାର ସପ୍ତାହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦରେ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରଓ୍ଵାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହା…

ଦିଲ୍ଲୀ ହିଂସାକାଣ୍ଡ ନେଇ ଟ୍ଵିଟ୍‌ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍‌ ଏବଂ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ…

ନୂଆଦିଲ୍ଲୀ: ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍‌ । ଆଜି ଟ୍ଵିଟ୍‌ କରି କେଜରିଓ୍ଵାଲ୍‌ କହିଛନ୍ତି, ଗତରାତିରୁ ବହୁ ସଂଖ୍ୟାରେ ଲୋକଙ୍କ ସହ ସେ ଯୋଗାଯୋଗରେ ରହିଛନ୍ତି । ସ୍ଥିତି ଉଦବେଗଜନକ ରହିଛି । ସମସ୍ତ ପଦକ୍ଷେପ ସତ୍ତ୍ୱେ ପୋଲିସ…

ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ (କେନ୍ୟୁଜ୍) : ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜ୍ରିଓ୍ଵାଲ । ଉପରାଜ୍ୟପାଳ ଅନୀଲ ବୈଜଲ ଶପଥ ପାଠ କରାଇଛନ୍ତି । ରାମଲୀଲା ମୈଦାନରେ କେଜ୍ରିଓ୍ଵାଲଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ମନୀଷ ସିଶୋଦିଆ ବି ଶପଥ ନେଇଛନ୍ତି ।  ଏଥିସହିତ…

ଆଜି ରାମଲୀଳା ମୈଦାନରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ (କେନ୍ୟୁଜ୍) : ଆଜି ରାମଲୀଳା ମୈଦାନରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ଵାଲ। ଶପଥ ଗ୍ରହଣ ଉତ୍ସବ ପାଇଁ ରାମଲୀଲା ମୈଦାନରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆମ୍‌ ଆଦ୍‌ମୀ ହେବେ ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟଙ୍କ ଅତିଥି। କେଜ୍ରିଓ୍ଵାଲଙ୍କ…

କେଜ୍ରିଓ୍ଵାଲଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲେ ରାଷ୍ଟ୍ରପତି, ଆସନ୍ତାକାଲି ଶପଥ ଗ୍ରହଣ ସାମରୋହ ପାଇଁ ପ୍ରସ୍ତୁତ ହେଉଛି…

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସରକାରୀ ଅଧିସୂଚନା ଅନୁସାରେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ୬ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ମନୀଷ ସିସୋଦିଆ,…

ଫେବୃଆରୀ ୧୪ ଭାଲେଣ୍ଟାଇନ ଡେ ସହିତ ରହିଛି କେଜ୍ରିୱାଲଙ୍କ ନିବିଡ ସମ୍ପର୍କ, ଜାଣନ୍ତୁ କଣ

କେଜ୍ରିୱାଲ ବିଜୟତିଳକ ପିନ୍ଧିବା ପରେ ତାଙ୍କର ଶପଥ ସମାରୋହ ଆସନ୍ତା ୧୪ ତାରିଖ ତଥା ଭାଲେଣ୍ଟାଇନ ଡେରେ ହିଁ ହୋଇପାରେ ବୋଲି ଅନୁମାନ କରାଯାଉଛି କାରଣ ଏହି ଦିନଟି କେଜ୍ରିୱାଲଙ୍କ ପାଇଁ ବହୁତ ଖାସ୍ । ତେଣୁ ସେ ଚାହାନ୍ତି ଏହି ଦିନରେ ହିଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରନ୍ତୁ । ତେବେ…

କେଜ୍ରିଙ୍କ କ୍ରେଜ୍: ଲଗାତାର ତୃତୀୟ ଥର ପାଇଁ ଆସନ୍ତା ୧୬ରେ ରାମଲୀଳା ମଇଦାନରେ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ଦିଲ ଜିତିବା ପରେ ଲଗାତାର ତୃତୀୟ ଥର ପାଇଁ ୧୬ ତାରିଖ ରବିବାର ଶପଥ ନେବେ ଅରବିନ୍ଦ କେଜ୍ରିଓ୍ଵାଲ । ରାମଲୀଳା ମଇଦାନରେ ଶପଥ ଗ୍ରହଣ ସମାରୋହ ହେବ । କେଜ୍ରିଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ବି ଶପଥ ନେବେ । ନୂଆ ସରକାର ଗଠନ ନେଇ କେଜ୍ରିଓ୍ଵାଲ ଦିଲ୍ଲୀ ଉପରାଜ୍ୟପାଳ…

କେଜରିଓ୍ଵାଲ୍‌ ଚମକ ଆଗରେ ଫିକା ପଡ଼ିଲା ମୋଦି କରିସ୍ମା, ବହୁମତ ହାସଲ ସହ ପୁଣି ଥରି ଦିଲ୍ଲୀ ଶାସନ ଗାଦି ହାତେଇଲା ଆମ୍‌…

ନୂଆଦିଲ୍ଲୀ: ଅବ୍‌ କି ବାର୍‌ ଆପ୍‌ ସରକାର । ଦିଲ୍ଲୀରେ ଦମ୍‌ ଦେଖାଇଲା ଆପ୍‌ । କେଜରିଓ୍ଵାଲ୍‌ ଚମକ ଆଗରେ ଫିକା ପଡ଼ିଲା ମୋଦି କରିସ୍ମା । ବହୁମତ ହାସଲ ସହ ପୁଣି ଥରି ଦିଲ୍ଲୀ ଶାସନ ଗାଦି ହାତେଇଛି ଅରବିନ୍ଦ କେଜରିଓ୍ଵାଲଙ୍କ ଆମ୍‌ ଆଦମୀ ପାର୍ଟି । ବର୍ତ୍ତମାନ ସୁଦ୍ଧା ଗଣତିରେ ଆପ୍‌ ୬୧…