ଆସାମ ବନ୍ୟାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ବଡ଼ ଭୂମିକା ତୁଲାଉଛି ଭାରତୀୟ ବାୟୁସେନା
କେନ୍ୟୁଜ୍(ବ୍ୟୁରୋ): ଆସାମ ବନ୍ୟାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ବଡ଼ ଭୂମିକା ତୁଲାଉଛି ଭାରତୀୟ ବାୟୁସେନା । ଗତ ୧୫ ତାରିଖରୁ ନିୟୋଜିତ ଅଛି ଏୟାରଫୋର୍ସ ହେଲିକପ୍ଟର। ମେ ୧୫ରେ ଆସାମର ଏକ ରେଳଷ୍ଟେସନ୍ରେ ଫସିଥିବା ୧୧୯ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା ଏମ୍ଆଇ-୧୭ ହେଲିକପ୍ଟର ।…