କିଟ୍ ବିଶ୍ୱବିଦ୍ୟାଳୟର ନୂତନ କୁଳାଧିପତି ହେଲେ ଅଶୋକ କୁମାର ପରିଜା
ଭୁବନେଶ୍ୱର(କେନ୍ୟୁଜ୍):ବିଶିଷ୍ଟ ଆଇନଜ୍ଞ ତଥା ଓଡ଼ିଶା ଆଡ୍ଭୋକେଟ ଜେନେରାଲ୍ ଅଶୋକ କୁମାର ପରିଜା କିଟ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଯୋଗ ଦେଇଛନ୍ତି । ପ୍ରାକ୍ତନ କୁଳାଧିପତି ଖ୍ୟାତି ସମ୍ପନ୍ନ ଶିକ୍ଷାବିତ୍ ପ୍ରଫେସର ବେଦ ପ୍ରକାଶଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବା…