Browsing Tag

ashrama

ଆଶ୍ରମ ଏବେ ଠିକଣା, ହସଖୁସି ଖେଳାଖେଳିରେ ସମୟ ବିତିଯିବ

ଖୋର୍ଦ୍ଧା ଶଙ୍କରପୁର ସେବାଶ୍ରମ । ଯାହାର ନାଁ ରଖାଯାଇଛି ବରିଷ୍ଠ ନାଗରିକ ସେବାଶ୍ରମ । ଯେଉଁଠାରେ ନିଜ ଘରଅଗଣା ଛାଡି ଚାଲିଆସିଥିବା ବୁଦ୍ଧବୃଦ୍ଧା ରହିଛନ୍ତି । ଏହି ବୃଦ୍ଧାଶ୍ରମ ଚଳାଇଛନ୍ତି ଜଣେ ଦମ୍ପତ୍ତି । ଖାଦ୍ୟ, ପୋଷାକ, ବାସଗୃହ ସହ ଏମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାର ଟିକନିକ ଖବର…