Browsing Tag

ashrita death

ନଅ ବର୍ଷର ସମ୍ପର୍କ ୯ ସେକେଣ୍ଡରେ ଶେଷ, ଆଶ୍ରିତାଙ୍କ ମୃତ୍ୟୁ ପାଇଁ କଣ ତୃତୀୟ ବ୍ୟକ୍ତି ଦାୟୀ ?

ଭୁବନେଶ୍ୱର (କେନ୍ୟୁଜ୍‌) : ‘ମା, ମୁଁ ଆଉ ପାରୁନି । ଦୁଇଦିନ ହେଲା ବହୁତ କଷ୍ଟ ପାଉଛି । ସେ ମୋତେ ବହୁତ ମାଡ଼ ମାରିଛି । ଦୁଇଦିନ ହେଲା କିଛି ବି ଖାଇନି । ମୋର ବଞ୍ଚିବାକୁ ଇଚ୍ଛା ଅଛି ହେଲେ ଆଉ ପାରୁନି ମା । ମୁଁ ଯାଉଛି ମା, ହେଲେ ମୁଁ ତୋ ପାଖରେ ସବୁବେଳେ ଥିବି । ମୋତେ ସବୁଦିନେ ଖାଇବାକୁ…