Browsing Tag

ASI

ପୋଲିସ ବାବୁଙ୍କ ଅଫର: ୫ ହଜାର ଟଙ୍କା ଦିଅ, କେସ କ୍ଲୋଜ କରିଦେବି

ଭଦ୍ରକ : ୫ ହଜାର ଟଙ୍କା ଦିଅ । କେସ କ୍ଲୋଜ କରିଦେବି । କୋର୍ଟ କଚେରୀରେ ଆଉ ଚକ୍କର ଲଗାଇବାକୁ ପଡ଼ିବ ନାହିଁ। ଜଣେ ପୋଲିସ ବାବୁଙ୍କ ନାଁରେ ଆସିଛି ଏପରି ଅଭିଯୋଗ । ଅଭିଯୋକାରୀଙ୍କୁ ଧାମନଗର ଥାନାର ASI ଏଲକେ ପଟ୍ଟନାୟକ ୫ ହଜାର ଟଙ୍କା ଲାଞ୍ଚ ମାଗିବାର ଭିଡିଓ ଏବେ ଭାଇରାଲ ହେଉଛି ।…

ସୁରକ୍ଷା ସ୍ଥାନରେ ଅସୁରକ୍ଷିତ ହୋଇଗଲେ ଯୁବତୀ, ସାହାଯ୍ୟ କରିବା ବାହାନାରେ ଅସଦାଚରଣ କଲେ ASI

ଭୁବନେଶ୍ୱର: ବର୍ବରତାର ସୀମା ଟପିଲେ ASI । ପ୍ଲାଟଫର୍ମରେ ଯୁବତୀଙ୍କୁ ଏକା ପାଇଁ ସାଥିରେ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ଏଏସଆଇ । ସୁରକ୍ଷା ସ୍ଥାନରେ ଅସୁରକ୍ଷିତ ହୋଇଗଲେ ଯୁବତୀ । ସାହାଯ୍ୟ କରିବା ବାହାନାରେ ଘରେ କବାଟ ଦେଇ କଲେ ଅସଦାଚରଣ ।  ଅଭିଯୋଗ ପରେ ଗିରଫ ହେଲେ ଏଏସଆଇ ।…

ଏଏସଆଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବଶୀଘ୍ର ଶେଷ କରିବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

NGRI ରିପୋର୍ଟ ଆଧାରରେ ଚାଲିଛି ରତ୍ନଭଣ୍ଡାର ମରାମତି ।  ଗତକାଲି ମହାସ୍ନାନ ପାଇଁ ଆଜି ମରାମତି ପାଇଁ କମ୍ ସମୟ ମିଳିପାରେ।  ପରିଚୟପତ୍ର ପ୍ରଦାନ କରାଯାଇଛି ମରାମତି ସମୟରେ ଯେଉଁମାନେ ଉପସ୍ଥିତ ରହିବେ। ଏଏସଆଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବଶୀଘ୍ର ଶେଷ କରିବ ବୋଲି କହିଲେ ଶ୍ରୀମନ୍ଦିର…

ବିହାର ପୋଲିସରେ ASI ଷ୍ଟୋନୋଗ୍ରାଫର ପଦବୀ ପାଇଁ ଆବେଦନ ଆରମ୍ଭ, ଦରମା ମାସକୁ ୯୨,୦୦୦ ଟଙ୍କା

ବିହାର ପୋଲିସ ସବଅର୍ଡିନେଟ ସର୍ଭିସ କମିଶନ ପକ୍ଷରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏଠାରେ ଷ୍ଟେନୋଗ୍ରାଫର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦବୀ ଖାଲି ପଡିଛି । ଏଠାରେ ୩୦୫ ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ୧୭ ଡିସେମ୍ବର ୨୦୨୪ରୁ ଜାନୁଆରୀ ୧୭, ୨୦୨୫ ପର୍ଯ୍ୟନ୍ତ ଆବେଦନ…

ଲାଞ୍ଚ ନେଇ ଧରାପଡ଼ିଲେ ଏଏସଆଇ, ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ନବରଙ୍ଗପୁର : ଲାଞ୍ଚ ନେଇ ଧରାପଡ଼ିଲେ ଏଏସଆଇ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଡାବୁଗାଁ ଥାନା ଏଏସଆଇ ସୀମାଞ୍ଚଳ ମହାରଣାଙ୍କୁ ଧରିଲା ଭିଜିଲାନ୍ସ । ଝଗଡାର ସମାଧାନ କରିବା ପାଇଁ ୧୦ ହଜାର ଟଙ୍କା ମାଗିଥିଲେ ଥାନାବାବୁ । ମକରନ୍ଦ ଜାନୀ ନାମକ ବ୍ୟକ୍ତି ଏକ ଝଗଡା ମାମଲାରେ ସୀମାଞ୍ଚଳ…

ଥାନା ASIଙ୍କୁ ବାନ୍ଧିଲା ଭିଜିଲାନ୍ସ, ୮ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ସାଲେପୁର (କେନ୍ୟୁଜ): ଥାନା ASIଙ୍କୁ ବାନ୍ଧିଲା ଭିଜିଲାନ୍ସ । ସାଲେପୁର ଭଦ୍ରେଶ୍ୱର ଥାନା ASI ଆଲୋଙ୍କ ଷଡ଼ଙ୍ଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାସନ୍ସ ହାତରେ ଧରାପଡ଼ିଥିଲେଷ ନାହଙ୍ଗ ଅଞ୍ଚଳର ଜଗବନ୍ଧୁ ରାଉତ ନାମକ ଜଣେ ଲୋକଙ୍କ ଠାରୁ କେଶ…

ଭିଜିଲାନ୍ସ ଜାଲରେ ନିଆଳି ଏଏସଆଇ, ୨ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ

ଭୁବନେଶ୍ୱର : ବନ୍ଧା ହେଲେ ଲାଞ୍ଚୁଆ ଏଏସଆଇ । ନିଆଳି ଏଏସଆଇ ବିଜୟ କୁମାର ଭଞ୍ଜ ଗିରଫ । ୨ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ। ଏକ ମାମଲାରେ ଫସାଇ ଦେବାକୁ ଧମକ ଦେଇ ଲାଞ୍ଚ ନେଉଥିଲେ । ଗତକାଲି ASI…

ଜ୍ଞାନବ୍ୟାପୀ ମାମଲା: ବନ୍ଦ ଲଫାଫାରେ କୋର୍ଟଙ୍କୁ ସର୍ଭେ ରିପୋର୍ଟ ଦାଖଲ କଲା ASI

ବାରାଣସୀର ଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ଆଜି ବାରାଣସୀ ଜିଲ୍ଲା କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିଛି ଏଏସ୍‌ଆଇ। ରିପୋର୍ଟକୁ ଧଳା ରଙ୍ଗର ସିଲ୍‌ବନ୍ଦ ଲଫାଫାରେ ଦାଖଲ କରାଯାଇଛି। ଏଏସ୍‌ଆଇର ଅତିରିକ୍ତ ନିର୍ଦ୍ଦେଶକ ଜିଲ୍ଲା ଜଜ୍‌ ଏକେ ବିଶ୍ୱେସଙ୍କ ନିକଟରେ ସର୍ଭେ ରିପୋର୍ଟ ଉପସ୍ଥାପନ…

କଟକ ଭିଜିଲାନ୍ସ ଜାଲରେ ASI, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢ଼ାଉ

କଟକ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ASI । କଟକ ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ASI ସୁଦୀପ୍ତ ଦାଶ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲ ଅବକାରୀ ASI ସୁଦୀପ୍ତ ଦାଶ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି । ନୟାଗଡ଼ ଓ ବାଲୁଗାଁର ଏକକାଳୀନ ୪ଟି ସ୍ଥାନରେ ରେଡ୍…

ଡ୍ୟୁଟିର ୨ ଘଣ୍ଟା ପୂର୍ବରୁ ଛାଡ଼ି ନ ଥିଲେ ଏଏସ୍‌ଆଇ…, ରାଗ ରଖି ଟ୍ରେନ୍‌ ଭିତରେ ଟୀକାରାମ ମୀଣାଙ୍କୁ ମାରିଦେଲେ…

ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ (12956) ଭିତରେ ସୋମବାର ଜଣେ ଆରପିଏଫ କନଷ୍ଟେବଳଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଟ୍ରେନ୍‌ଟି ପାଲଘର ଅତିକ୍ରମ କରିବା ପରେ କନଷ୍ଟେବଳ ହଠାତ୍‌ ଗୁଳି ଚଳାଇଥିଲେ। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ଦିନକ ପରେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ…

ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ସମ୍ପୂର୍ଣ୍ଣ, ହାଇକୋର୍ଟଙ୍କୁ ଅବଗତ କଲା ଏଏସଆଇ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ସମ୍ପୂର୍ଣ୍ଣ । ହାଇକୋର୍ଟଙ୍କୁ ଅବଗତ କଲା ଏଏସଆଇ । ନାଟମଣ୍ଡପ ମରାମତି କାମ ସାରିଥିବା ନେଇ କୋର୍ଟଙ୍କୁ ଅବଗତ କଲା ଏଏସଆଇ । ରତ୍ନଭଣ୍ଡାର ଖୋଲିବା ନେଇ ସତ୍ୟପାଠ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ । ରତ୍ନ ଭଣ୍ଡାର ଖୋଲାଯିବ କି…

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ମାମଲା: କ୍ରାଇମ୍‌ ସିନ୍‌ ଦେଖାଇବ କିଲର ଏସ୍‌ଆଇ

ଝାରସୁଗୁଡା (କେନ୍ୟୁଜ): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ବ୍ରଜରାଜନରରେ କ୍ରାଇମ ସ୍ପଟ୍‌ରେ ତନାଘନା ଜୋରଦାର ହୋଇଛି । ଅନ୍ୟପଟେ ଅଭିଯୁକ୍ତ ଗୋପାଳ ଦାସର ବ୍ରହ୍ମପୁର ସ୍ଥିତ ଘରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍‌ ପହଞ୍ଚି ଖୋଳତାଡ…