ଉର୍ବଶୀଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରି ପୁଣି ଅନଫଲୋ କଲେ ପାକିସ୍ତାନୀ କ୍ରିକେଟର ନସିମ ଶାହା, ଏବେ ଫ୍ୟାନ୍ସ କରୁଛନ୍ତି…
ଉର୍ବଶୀଙ୍କୁ ଇନଷ୍ଟାରେ ଅନଫଲୋ କଲେ ନସିମ ଶାହା। କିଛିଦିନ ପୂର୍ବରୁ ଉର୍ବଶୀଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଥିବା ନସିମ ଏବେ ଅପଫଲୋ କରିଦେଇଛନ୍ତି। ଉର୍ବଶୀଙ୍କୁ ଅନଫଲୋ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ନସିମ। ପାକିସ୍ତାନୀ କ୍ରିକେଟର ନସିମ ଶାହା ଏବଂ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଲଭ୍…