Browsing Tag

asia cup 2022

‘ଟେଷ୍ଟ ଅଧିନାୟକ ପଦ ଛାଡିବା ବେଳେ ମୋତେ କେବଳ ଧୋନି ହିଁ ମେସେଜ କରିଥିଲେ’ : ବିରାଟ କୋହଲି

ଏସିଆ କପ୍‌ ୨୦୨୨ ରେ ସୁପର ୪ ମ୍ୟାଚରେ ପାକିସ୍ତାନ ଠାରୁ ୫ ଓ୍ଵିକେଟରେ ପରାଜୟ ହୋଇଛି ଭାରତ। ଏହି ସିଜିନରେ ଟିମ୍‌ ଇଣ୍ଡିଆ ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ପୁରୁଣା ଲକ୍ଷ୍ୟ ହାସଲ କରିଛନ୍ତି। ରବିବାର ଦିନ କୋହଲି ଟୁର୍ଣ୍ଣାମେଣ୍ଟରେ ନିଜର ତୃତୀୟ ମ୍ୟାଚ୍‌ ଖେଳିଥିଲେ ଏବଂ ଲଗାତାର…

ଏଥର ଇଣ୍ଡିଆକୁ ହରାଇ ବାଜି ମାରିନେଲା ପାକିସ୍ତାନ,୫ ୱିକେଟରେ ହାତେଇଲା ମ୍ୟାଚ୍

ଆଜି ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିଲା ଭାରତ ପାକିସ୍ତାନ ମ୍ୟାଚ୍ ସହଜରେ ଜିତିଛି ପାକିସ୍ତାନ। ମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପାକିସ୍ତାନ ଏହି ମ୍ୟାଚ୍ କୁ ୫ୱିକେଟ ରେ ଜିତିନେଇଛି। ଫଳରେ ପରାଜୟ ର ବାଟ ଦେଖିଛି…

ପୂର୍ବ ମ୍ୟାଚର ପ୍ରତିଶୋଧ ନେଲା ଶ୍ରୀଲଙ୍କା, ଆଫଗାନିସ୍ତାନକୁ ୪ ଓ୍ଵିକେଟରେ ହରାଇଲା

ଏସିଆ କପ୍‌ ୨୦୨୨ରେ ସୁପର ୪ ର ପ୍ରଥମ ମ୍ୟାଚ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟ ଖେଳାଯାଉଥିଲା। ଶାରଜାହରେ ଖେଳାଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ୪ ଓ୍ଵିକେଟରେ ବିଜୟୀ ହୋଇଛି। ଆଫଗାନିସ୍ତାନକୁ ହରାଇ ସୁପର ୪ରେ ପ୍ରଥମ ବିଜୟ ହାସଲ କରିଛି ଶ୍ରୀଲଙ୍କା। ଏସିଆ କପ ୨୦୨୨ରେ ଆଫଗାନିସ୍ତାନ…

‘ମୁଁ ଯାହା ବି କରୁଛି, ତୁମ ପାଇଁ କରୁଛି’, ପୁଅ ପାଇଁ ଏମିତି ଲେଖି ପୋଷ୍ଟ କଲେ ହାର୍ଦ୍ଦିକ ପାଣ୍ଡ୍ୟା

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏସିଆ କପରେ ଖେଳୁଛନ୍ତି। ଏସିଆ କପରେ ପାକିସ୍ତାନ ବିପକ୍ଷରେ ଶାନଦାର ବ୍ୟାଟିଂ କରିଥିଲେ। ଖେଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପର୍ସନାଲ ଲାଇଫକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ୨୦୨୦ରେ ହାର୍ଦ୍ଦିକ ନତାଶା…

ଏସିଆ କପରେ ଆଜିଠୁ ସୁପର ଫୋର ମୁକାବିଲା: ଆଜି ଶ୍ରୀଲଙ୍କା-ଆଫଗାନିସ୍ତାନ ମୁହାଁମୁହିଁ, କାଲି ସନ୍‌ଡରେ ପୁଣି…

କେନ୍ୟୁଜ୍: ଏସିଆ କପରେ ଆଜିଠୁ ସୁପର ଫୋର ମୁକାବିଲା । ଆଜି ପ୍ରଥମ ସୁପର-୪ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ଆଫଗାନିସ୍ତାନ । ସେହିପରି କାଲି ସନ୍‌ଡରେ ପୁଣି ଭାରତ-ପାକିସ୍ତାନ ମହାମୁକାବିଲା ହେବ । ଏସିଆ କପ୍‌ ସୁପର-୪ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ।…

ବିରାଟ କଲେ ସୂର୍ଯ୍ୟ ନମସ୍କାର, ସୂର୍ଯ୍ୟ କୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ହେଲେ ପ୍ରଭାବିତ

ଏସିଆ କପରେ ହଂକଂ ବିପକ୍ଷରେ ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ଏସିଆ କପର ସୁପର ୪ରେ ପ୍ରବେଶ କରିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ହଂକଂକୁ ୪୦ ରନରେ ପରାସ୍ତ କରିଥିଲା । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ୱିତୀୟରେ ହଂକଂକୁ ହରାଇବା ପରେ ଦଳ ସୁପର ୪ରେ ଏଣ୍ଟ୍ରି…

ମ୍ୟାଚ୍‌ ହାରିବା ସତ୍ତ୍ୱେ ସମସ୍ତଙ୍କ ହୃଦୟ ଜିତିନେଲେ ହଂକଂ ଟିମର କିଞ୍ଚିତ ଶାହା, ଷ୍ଟାଡିୟମରେ ପ୍ରେମିକାଙ୍କୁ କଲେ…

ଏସିଆ କପରେ ଟିମ୍‌ ଇଣ୍ଡିଆ ହଂକଂ ବିପକ୍ଷ ମ୍ୟାଚ୍‌କୁ ୪୦ ରନରେ ଜିତିଛି। ବୁଧବାର ଦିନ ଦୁବାଇ ଷ୍ଟାଡିଅମରେ ହଂକଂ ବିପକ୍ଷରେ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ ହାରିଥିଲା ହଂକଂ। କିନ୍ତୁ ଟିମ୍‌ର ଜଣେ ଖେଳାଳି ଏମିତି କାମ କରିଥିଲେ, ଯାହାକୁ ଦେଖି ସମସ୍ତଙ୍କ ମନ ଖୁସି ହୋଇଯାଇଥିଲା।…

ହଂକଂକୁ ୪୦ ରନରେ ହରାଇ ଏସିଆ କପ୍‌ ସୁପର-୪ରେ ଭାରତ

ଏସିଆ କପ୍‌ ସୁପର-୪ରେ ଭାରତ । ଗତକାଲି ହଂକଂକୁ ୪୦ ରନରେ ହରାଇ ଗ୍ରୁପ୍‌-ଏରୁ ପ୍ରଥମ ଦଳ ଭାବରେ ସୁପର ଫୋରକୁ ଯାଇଛି ଟିମ୍‌ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲିଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତ ବିଜୟୀ ହୋଇଛି । ଟସ୍‌ ଜିତି ହଂକଂ ଭାରତକୁ ବ୍ୟାଟିଂ ଛାଡିଥିଲା । ଆରମ୍ଭରୁ ଧିମା…

ଆଜି ମୁହାଁମୁହିଁ ହେବେ ଟିମ୍‌ ଇଣ୍ଡିଆ ଏବଂ ହଂକଂ, ପୂର୍ବରୁ କେବେ ବି ଖେଳିନାହାନ୍ତି ଟି-୨୦ ମ୍ୟାଚ୍‌

ଆଜି ଏସିଆ କପରେ ମୁହାଁମୁହିଁ ହେବେ ଟିମ୍‌ ଇଣ୍ଡିଆ ବନାମ ହଂକଂ। ଦୁଇଟି ଯାକ ଟିମ୍‌ ମଧ୍ୟରେ ରୋମାଞ୍ଚକ ମୁକାବିଲା ଆଜି ଦେଖିବାକୁ ମିଳିବ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ହଂକଂ ବିପକ୍ଷରେ ଟି-୨୦ କିମ୍ବା ଟେଷ୍ଟ କ୍ରିକେଟ ଖେଳିନାହିଁ। ଦୁଇଟି…

ହଂକଂ ବିପକ୍ଷରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି ରୋହିତ ଶର୍ମା, ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ !

ଭାରତୀୟ ଟିମ୍‌ ଏସିଆ କପ୍‌ରେ ପାକିସ୍ତାକୁ ଧୂଳି ଚଟାଇଛି। ବିଜୟ ଅଭିଯାନ ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆର ଆରମ୍ଭ ହୋଇଛି। ପାକିସ୍ତାନକୁ ୫ ଓ୍ଵିକେଟରେ ମାତ୍‌ ଦେଇ ପରାଜୟର ଦ୍ୱାର ଦେଖାଇଥିଲା ଟିମ୍‌ ଇଣ୍ଡିଆ । ତେବେ ଏହାପରେ ଟିମ୍‌ ଇଣ୍ଡିଆ ଆସନ୍ତାକାଲି ହଂକଂ ବିପକ୍ଷରେ ମାଚ୍‌ ଖେଳିବ। ଏହି…

ମାତ୍ର ୫ ୱିକେଟରେ ଭାରତର ଦମଦାର ବିଜୟ, ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନକୁ ଧୂଳି ଚଟାଇଲା

ମାତ୍ର ୫ ୱିକେଟରେ ପାକିସ୍ତାନକୁ ହରାଇଲା ଭାରତ। କୋହଲି ଏବଂ ପାଣ୍ଡ୍ୟାଙ୍କ ଦମଦାର ପ୍ରଦଶର୍ନ ରେ ଜିତିଲା ଟିମ୍ ଇଣ୍ଡିଆ। ବିଜୟର ସ୍ବାଦ ଚାଖିଲା ଭାରତ। ପାକିସ୍ତାନକୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଗ୍ରାଉଣ୍ଡରେ ଧୂଳି ଚଟାଇଛି ଭାରତ । ପାକିସ୍ତାନ ଦ୍ଵାରା ନିର୍ଦ୍ଧାରିତ ୧୪୮ ରନର ବିଜୟ…

ଏସିଆ କପ ୨୦୨୨: ଭାରତ ଆଗରେ ବିଜୟ ଲକ୍ଷ୍ୟ ୧୪୮ ରନ୍

କେନ୍ୟୁଜ୍(ବ୍ୟୁରୋ): ଚାଲିଛି ବହୁପ୍ରତିକ୍ଷିତ ଭାରତ-ପାକିସ୍ତାନ ଏସିଆ କପ୍ ଟି-୨୦ ମ୍ୟାଚ୍। ଏଥିରେ ଟସ୍ ଜିତି ପ୍ରଥମେ ବୋଲିଂ ନେଇଛି ଟିମ୍ ଇଣ୍ଡିଆ। ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ପାକିସ୍ତାନ କରିଛି ୧୪୭ ରନ୍। ଫଳରେ ଭାରତ ସମ୍ନାରେ ରହିଲା ୧୪୮ ରନର ଟାର୍ଗେଟ । ପାକିସ୍ତାନ ପକ୍ଷରୁ…