ଏସିଆ କପ୍ : ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ, ଜାଣନ୍ତୁ କେତେ ଦାମ୍
ନୂଆଦିଲ୍ଲୀ : ଚଳି ମାସ ଶେଷ ଭାଗରେ ଆରମ୍ଭ ହେଉଥିବା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ବଡ଼ ଆକର୍ଷଣ ହେଉଛି ଭାରତ-ପାକିସ୍ତାନ ମ୍ୟାଚ୍ । ଏହି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ମ୍ୟାଚ୍ ପାଇଁ ଆଜିଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି ।
ଆସନ୍ତା ସେପଟେମ୍ବର ୨…