Odisha News
.
Browsing Tag

asia cup

ଏସିଆ କପର ଆଜି ଗ୍ରାଣ୍ଡ ଫିନାଲେ, ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ

ଦୁବାଇ(କେନ୍ଯୁଜ୍) : ଆଜି ଏସିଆ କପର ଗ୍ରାଣ୍ଡ ଫିନାଲେ । ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ । ସାତ ଥର ଚାମ୍ପିଅନ ହେବାକୁ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଫାଇନାଲରେ ଜିତିବାକୁ ହେଲେ ଟିମ ଇଣ୍ଡିଆକୁ ଅଧିକ ପରିଶ୍ରମ କରିବାକୁ ପଡିବ । ପ୍ରଥମ…

ଏସିଆ କପ ସୁପର ଫୋର ମୁକାବିଲା, ଭାରତ-ଆଫଗାନିସ୍ତାନ ମ୍ୟାଚ ଟାଇ

ଦୁବାଇ(କେନ୍ଯୁଜ୍) : ଭାରତ -ଆଫଗାନିସ୍ତାନ ମ୍ୟାଚ ଟାଇ। ଏସିଆ କପ କ୍ରିକେଟ ସୁପର ଫୋର ମୁକାବିଲାରେ ଚମତ୍କାର ଖେଳ ପ୍ରଦର୍ଶନ କରି ଅନଭିଜ୍ଞ ଆଫଗାନ ଟିମ ଭାରତ ବିପକ୍ଷ ମ୍ୟାଚ ଟାଇ ରଖିବାରେ ସକ୍ଷମ ହୋଇଛି  ।  ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଥିଲା ଆଫଗାନିସ୍ତାନ । ମହମ୍ମଦ…

ଦୁବାଇ ଷ୍ଟାଡିୟମରେ ଶାହାଜାଦଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ଆଗରେ ଆଫଗାନିସ୍ତାନ ରଖିଲା ୨୫୩ ରନର ଲକ୍ଷ

ଦୁବାଇ : ଓପ୍ନର ମହମ୍ମଦ ଶାହାଜାଦଙ୍କ ଶତକ ଏବଂ ୭ ନମ୍ବର ବ୍ୟାଟସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ବେଶ୍ ଭଲ ସ୍କୋର କରିଛି ଆଫଗାନିସ୍ତାନ । ଭାରତ ସାମନାରେ ରଖିଛି ୨୫୩ ରନର ବିଜୟ ଲକ୍ଷ୍ୟ । ଆଜିର ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଶାହାଜାଦ ଭାରତୀୟ ବୋଲରଙ୍କୁ…

ଏସିଆ କପ୍‌ରେ ଆଜି ଭାରତ-ଆଫଗାନିସ୍ତାନ ମଧ୍ଯରେ ଲଢ଼େଇ

ଦୁବାଇ(କେନ୍ଯୁଜ୍) : ଏସିଆ କପ୍‌ରେ ଆଜି ଭାରତ-ଆଫଗାନିସ୍ତାନ ଲଢ଼େଇ । ସୁପର୍‌ ଫୋର୍‌ ମୁକାବିଲାର ଆଉ ଏକ ମ୍ୟାଚ୍‌ । ଏହି ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ପାଇଁ ବେଶୀ ଗୁରୁତ୍ୱ ରଖୁ ନାହିଁ । କାରଣ ପାକିସ୍ତାନକୁ ହରାଇ ପ୍ରଥମ ଦଳ ଭାବେ ଏସିଆ କପ୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରି ସାରିଛି ଭାରତ ।…

ପାକିସ୍ତାନକୁ ହରାଇ ଏସିଆ କପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ

ଦୁବାଇ(କେନ୍ଯୁଜ୍) : ଏସିଆ କପ୍‌  ଫାଇନାଲରେ ପହଁଞ୍ଚିଛି ଟିମ୍‌  ଇଣ୍ଡିଆ। ୯ୱିକେଟରେ ପାକିସ୍ତାନକୁ ହରାଇ ଧମାକାଦାର ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ଶିଖର ଧୱନ  ଓ ରୋହିତ ଶର୍ମାଙ୍କ ଧୂଆଁଦାର ଶତକ ବଳରେ ଭାରତ ସହଜ ବିଜୟ ହାସଲ କରିଛି। ୧୧୯ ଟି ବଲରୁ ୭ଟି ଚୌକ୍କା ଓ ୪ଟି ଛକ୍କା ବଳରେ…

ଏସିଆ କପରେ ଆଜି ହାଇଭୋଲଟେଜ୍ ମୁକାବିଲା, ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ

ଦୁବାଇ : ସୁପର ସଣ୍ଡେରେ ସୁପର ମୁକାବିଲା । ଏସିଆ କପରେ ଆଜି ପୁଣି ମୁହାଁମୁହିଁ ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଗତ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲା ପାକିସ୍ତାନ । ସମସ୍ତ…

ଆଜିଠୁ ଏସିଆ କପ୍‌ ସୁପର ଫୋର ମୁକାବିଲା

ଦୁବାଇ(କେନ୍ଯୁଜ୍) : ଆଜିଠୁ ଏସିଆ କପ୍‌ ସୁପର ଫୋର ମୁକାବିଲା ଆରମ୍ଭ ହେଉଛି ।  ପ୍ରଥମ ମ୍ୟାଚରେ ବାଲାଂଦେଶକୁ ଭେଟିବ ଟିମ ଇଣ୍ଡିଆ । ଭାରତୀୟ ସମୟ ଅପରାହ୍ନ ୫ଟାରେ ଦୁବାଇ ଇଣ୍ଟର ନ୍ୟାସନାଲ ପଡିଆରେ ଉଭୟ ଦଳ ମୁହାଁ ମୁହିଁ ହେବେ। ଲିଗରେ ଦମଦାର ଖେଳ ପ୍ରଦର୍ଶନ କରିଥିବା ଭାରତ ମ୍ୟାଚ…

ଏସିଆ କପ୍ କ୍ରିକେଟ୍ : ଭାରତର ବାଜିମାତ, ୮ ଓ୍ଵିକେଟ୍‌ରେ ହରିଲା ପାକିସ୍ତାନ

ନୂଆଦିଲ୍ଲୀ : ଏସିଆ କପ୍‌ରେ ହାଇଭୋଲଟେଜ୍‌ ମୁକାବିଲାରେ ସମ୍ନାସାମ୍ନି ହୋଇଥିଲେ ଭାରତ-ପାକିସ୍ତାନ। ପାଖାପାଖି ବର୍ଷେ ପରେ ମୁହାଁମୁହିଁ ହୋଇଥିଲେ ଏସିଆ ମହାଦେଶର ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ମୁକାବିଲାରେ ଭାରତ ୮ ଓ୍ଵିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି । Match 5. It's…

ବିନା କୋହଲିରେ ବିରାଟ ଅଭିଯାନରେ ଟିମ୍‌ ଇଣ୍ଡିଆ, ଏସିଆ କପ୍‌ରେ ଆଜି ଭାରତର ଅଭିଯାନ ଆରମ୍ଭ

ଭୁବନେଶ୍ୱର(କେନ୍ଯୁଜ୍) : ଏସିଆ କପ୍‌ରେ ଆଜି ଅଭିଯାନ ଆରମ୍ଭ କରିବ ଭାରତ । ହଂକଂ ସହ ହେବ ମୁକାବିଲା । ବିନା କୋହଲିରେ ବିରାଟ ଅଭିଯାନରେ ଟିମ୍‌ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ମେନ୍‌ ଇନ୍‌ ବ୍ଲୁ । ଶିଖର ଧଓ୍ଵନ, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, କେଦାର…

ଏସିଆ କପ୍ କ୍ରିକେଟ୍ : ଆଜି ଶ୍ରୀଲଙ୍କା ଭେଟିବ ଆଫଗାନିସ୍ତାନକୁ

ଦୁବାଇ : ଆଜି ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୩ୟ ମ୍ୟାଚ୍ ଖେଳାଯିବ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ । ଶ୍ରୀଲଙ୍କା ତାର ପ୍ରଥମ କ୍ୟାଚରେ ବାଂଲାଦେଶ ଠାରୁ ୧୩୭ ରନରେ ହାରି ସାରିଛି । ତେଣୁ ତାଠାରୁ ଅପେକ୍ଷାକୃତ ଦୁର୍ବଳ ଦଳ ଆଫଗାନିସ୍ତାନ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରି…

ଆଜିଠାରୁ ଏସିଆ କପ୍‌ କ୍ରିକେଟ, ଭାଗନେଉଛନ୍ତି ଭାରତ ସହ ଛଅଟି ଦେଶ

ୟୁଏଇ(କେନ୍ଯୁଜ୍): ଆଜିଠାରୁ ଏସିଆ କପ୍‌ କ୍ରିକେଟ । ଦୁଇ ବର୍ଷ ପରେ ମୁହାଁମୁହିଁ ହେବେ ଭାରତ ସହ ଛଅଟି ଦେଶ । ଉଦ୍‌ଘାଟନୀ ମ୍ୟାଚ୍‌ରେ ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ । ସିଂହଳୀ ଦଳ ଏବେ ଖାରାପ ଫର୍ମ ଦେଇ ଗତି କରୁଥିବା ବେଳେ ବାଂଲାଦେଶ ଏହାର ଫାଇଦା ନେବାକୁ ପଡିଆକୁ ଓହ୍ଲାଇବ…