Browsing Tag

asia cup

ଆଜି ରୋହିତ ଶର୍ମାଙ୍କ ନେତୃତ୍ୱରେ ଏସିଆ କପ୍‌ ଅଭିଯାନ ପାଇଁ ପୂରା ତୟାର ଭାରତ, ପାକିସ୍ତାନ ସହ ହେବ ମୁହାଁମୁହିଁ

ଆଜି ଭାରତ-ପାକିସ୍ତାନ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଏସିଆ କପ୍‌ ଅଭିଯାନ ପାଇଁ ପୂରା ତୟାର ଭାରତ । ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଶକ୍ତିଶାଳୀ ଟିମ୍‌ ଇଣ୍ଡିଆ ଏବର୍ଷ ଏସିଆ କପ୍‌ ଟାଇଟାଲ୍‌ ଦାବିଦାର ରହିଛି ।…

ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ଆଫଗାନିସ୍ତାନ ବିଜୟୀ

ଦୁବାଇ: ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି ଆଫଗାନିସ୍ତାନ କ୍ରିକେଟ ଦଳ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୫ ରନ୍‌ କରିଥିବାବେଳେ , ଆଫଗାନିସ୍ତାନ ଦଳ ୧୦.୧ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି…

ଆଜିଠାରୁ ୟୁଏଇରେ ଆରମ୍ଭ ହେଉଛି ଏସିଆ କପ୍‌ କ୍ରିକେଟ, ଭାଗ ନେଉଛନ୍ତି ଭାରତ ସମେତ ଏସିଆର ୬ଟି ଦେଶ

ଆଜିଠାରୁ ୟୁଏଇରେ ଆରମ୍ଭ ହେଉଛି ଏସିଆ କପ୍‌ କ୍ରିକେଟ । ଏଥିରେ ଭାଗ ନେଉଛନ୍ତି ଭାରତ ସେମତ ଏସିଆର ୬ଟି ଦେଶ ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍ଗା, ବାଂଲାଦେଶ ଓ ହଂକଂ । ଆଜି ଆଫଗାନିସ୍ତାନ ଓ ଶ୍ରୀଲଙ୍କା ଭିତରେ ଖେଳାଯିବ ପ୍ରଥମ ମ୍ୟାଚ୍‌ । ଗ୍ରୁପ୍‌ ଏରେ ଭାରତ ସହ ଅଛନ୍ତି ପାକିସ୍ତାନ ଓ…

ଆସନ୍ତାକାଲିଠୁ ଆରମ୍ଭ ହେବ ଏସିଆ କପ୍‌: ଅଗଷ୍ଟ ୨୮ରେ ପାକିସ୍ତାନ ସହ ନିଜର ପ୍ରଥମ ମ୍ୟାଚ ଖେଳିବ ଭାରତ

ଆସନ୍ତାକାଲିଠୁ ଆରମ୍ଭ ହେବ ଏସିଆ କପ୍‌ । ୟୁଏଇରେ ଆରମ୍ଭ ହେବାକୁ ଯାଉଛି ବହୁଦିବସୀୟ ଟୁର୍ଣ୍ଣାମେଣ୍ଟ। ଅଗଷ୍ଟ ୨୮ରେ ଭାରତ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ସହ ଖେଳିବ । ଏହି ମ୍ୟାଚ ଉପରେ ସାରା ବିଶ୍ୱର ନଜର ରହିଛି । ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ଚଳିତବର୍ଷ…

ଏସିଆ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା: ରାହୁଲ କରୋନା ସଂକ୍ରମିତ, ଧୋନୀ ନେଇପାରନ୍ତି ଦାୟିତ୍ୱ !

ଏସିଆ କପ୍ ପୂର୍ବରୁ ଭାରତୀୟ ଟିମକୁ ଲାଗିଛି ବଡ଼ ଝଟକା। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସେ ଭାରତୀୟ ଟିମ୍ ସହିତ ଏସିଆ କପ୍ ପାଇଁ ଗସ୍ତ କରିପାରିବେ କିମ୍ବା ନାହିଁ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏଥିପାଇଁ ଧୋନୀ ପ୍ରସ୍ତୁତ…

ଭାରତୀୟ ଟିମର ଟପ୍‌ ବ୍ୟାଟରଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ ଓ୍ଵାକର ୟୁନିସ, ଇରଫାନ ପଠାନ ଦେଲେ ମୁହଁତୋଡ ଜବାବ

ଏସିଆ କପ୍‌ ୨୦୨୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ୨୮ ଅଗଷ୍ଟରେ ହେବାକୁ ଯାଉଛି। ଫ୍ୟାନ୍ସ ଏହି ମ୍ୟାଚକୁ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି। ଏହାପୂର୍ବରୁ ଭାରତ ଏବଂ ପାକିସ୍ତାନର ବରିଷ୍ଠ କ୍ରିକେଟର୍ସଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ତାନର ଦ୍ରୁତ ବୋଲର…

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, ଗତ ବିଶ୍ୱକପରେ ଭାରତୀୟ ଖେଳାଳିଙ୍କୁ ଅଡୁଆରେ ପକାଇଥିବା ଶାହିନ ଆଫ୍ରିଦି ଏସିଆ କପରୁ…

ଏସିଆ କପ ୨୦୨୨ ଆରମ୍ଭ ପୂର୍ବରୁ ପାକିସ୍ତାନ ଟିମକୁ ଲାଗିଛି ଶକ୍ତ ଝଟକା । ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି । ଏସିଆ କପରୁ ବାଦ୍‌ ପଡିବା ଯୋଗୁଁ ଟିମ୍‌ ଇଣ୍ଡିଆ ପାଇଁ ଏହା ଆଶ୍ୱସ୍ତିକର ଖବର ବୋଲି ଜଣାପଡିଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ଫିଲଡିଂ…

ଏସିଆ କପ୍ ୨୦୨୨: ଅଗଷ୍ଟ ୧୫ରୁ ଆରମ୍ଭ ହେବ ଟିକେଟ୍‌ ବୁକିଂ; ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଟିକେଟ୍‌ ଡିମାଣ୍ଡ ଅଧିକ

ଏସିଆ କପ୍ ୨୦୨୨ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ସପ୍ତାହରୁ କମ୍ ସମୟ ବାକି ଅଛି। ଏସିଆନ କ୍ରିକେଟ୍ ପରିଷଦ (ଏସିସି) ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡ଼ିକ ପାଇଁ ଟିକେଟ୍ ବିକ୍ରିକୁ ନେଇ ରବିବାର ଏକ ସୂଚନା ପ୍ରଦାନ କରିଛି। ଦୀର୍ଘ ସମୟର ଅପେକ୍ଷା ପରେ ଏସିସି କହିଛି କି, ଏସିଆ କପ୍ ପାଇଁ ଅଗଷ୍ଟ ୧୫…

ଏସିଆ କପ୍‌ ପୂର୍ବରୁ ରୋହିତ ବାହିନୀର ହେବ ଫିଟନେସ ଟେଷ୍ଟ, ଦୀପକ ଏବଂ ଆଭେଶ ଦେବେନାହିଁ ଟେଷ୍ଟ

ଏସିଆ କପ୍‌ ୨୦୨୨ ଅଗଷ୍ଟ ୨୭ରୁ ଦୁବାଇରେ ଆରମ୍ଭ ହେବାକୁ ଯାଉଛି। ଏହା ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ। ଅଗଷ୍ଟ ୨୭ରେ ଶ୍ରୀଲଙ୍କା ଓ ଆଫଗାନୀସ୍ତାନ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ୧୮ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ଟକ୍କର। କିନ୍ତୁ ଏସିଆ କପ୍‌ ପୂର୍ବରୁ ରୋହିତଙ୍କ…

Asia Cup ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ପିଠିରେ ଯନ୍ତ୍ରଣା ଯୋଗୁଁ ବାଦ୍‌ ପଡିଲେ ଯଶପ୍ରୀତ ବୁମରା

ଏସିଆ କପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ । ୧୫ ଜଣିଆ ଟିମକୁ ଫେରିଛନ୍ତି ବିରାଟ କୋହଲି ଓ କେଏଲ ରାହୁଲ । ହେଲେ ଟିମରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରା। ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଏସିଆ କପରୁ ବିଶ୍ରାମ ଦିଆଯାଇଛି । ବୁମରା ଗତ କିଛି ମ୍ୟାଚରେ…

ଆର୍ଥିକ ସଙ୍କଟ ପରେ ବି ଶ୍ରୀଲଙ୍କାରେ ଆୟୋଜିତ ହେବ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ, ଅଗଷ୍ଟ ୨୪ରେ ପ୍ରଥମ ମ୍ୟାଚ୍‌

ଏଥରକ ଶ୍ରୀଲଙ୍କାରେ ଆୟୋଜିତ ହେବ ଏସିଆ କପ୍‌। ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ୍‌ (ACC) ପକ୍ଷରୁ ଆୟୋଜିତ ହେଉଥିବା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ୨୦୨୨ ସିଜନ୍‌ର ଆୟୋଜନ ପୂର୍ବ ନିର୍ଦ୍ଧାରିତ ସିଡ୍ୟୁଲ ମୁତାବକ ଶ୍ରୀଲଙ୍କାରେ ହିଁ ହେବ। ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୭ ମଧ୍ୟରେ ଶ୍ରୀଲଙ୍କାରେ…

ଏସିଆ କପ୍‌ ହକିର ସୁପର ଫୋରରେ ପହଞ୍ଚିଲା ଭାରତ, ଇଣ୍ଡୋନେସିଆକୁ ୧୬-୦ ଗୋଲ୍‌ରେ ହରାଇଲା

କେନ୍ୟୁଜ୍(ବ୍ୟୁରୋ):ଏସିଆ ହକି କପ୍‌ର ସୁପର ଫୋରରେ ପହଞ୍ଚିଛି ଭାରତ । ଇଣ୍ଡୋନେସିଆକୁ ୧୬-୦ ଗୋଲ୍‌ରେ ହରାଇ ସୁପର ଫୋର୍‌ ସ୍ଥାନ ପକ୍କା କରିଛି। ଭାରତ ପାକିସ୍ତାନ ସହ ମ୍ୟାଚ୍‌ ଡ୍ର ରଖିଥିଲା ଏବଂ ଜାପାନଠାରୁ ହାରିଥିଲା ମ୍ୟାଚ୍‌ । ଗ୍ରୁପ-ଏରୁ ସୁପର ଫୋର୍‌ରେ ସ୍ଥାନ ପାଇବାକୁ ହେଲେ ଭାରତକୁ…