ଓଡ଼ିଶାରେ ନିବେଶ ପାଇଁ ବଢୁଛି ଆଗ୍ରହ, ଆଜି ଭୁବନେଶ୍ୱରରେ ପହଞ୍ଚିବେ ଆସିଆନ୍ ପ୍ରତିନିଧି ଦଳ
ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶାରେ ନିବେଶ ପାଇଁ ବଢୁଛି ଆଗ୍ରହ। ଆଜି ଭୁବନେଶ୍ୱରରେ ପହଞ୍ଚିବେ ଆସିଆନ୍ ପ୍ରତିନିଧି ଦଳ। ଓଡ଼ିଶାକୁ ଦେଶର ଶିଳ୍ପାୟନର କେନ୍ଦ୍ରସ୍ଥଳ ରୂପେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଦେଶ ବିଦେଶରେ ରାଜ୍ୟ ସରକାର…