ହଷ୍ଟେଲ ଛାଡିଲେ ଅନ୍ତେବାସୀ, ଥାନାରେ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ
ଗଞ୍ଜାମ: ପ୍ରଧାନ ଶିକ୍ଷକ ତାଗିଦ୍ କରିବାରୁ ହଷ୍ଟେଲ ଛାଡିଲେ ଅନ୍ତେବାସୀ । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ସର୍ବ ପୁରାତନ ସଂସ୍କୃତ ଟୋଲ କବିସୂର୍ଯ୍ୟନଗର ବିଦ୍ୟାପୀଠରେ ଦେଖିବାକୁ ମିଳିଛି । ବିଦ୍ୟାପୀଠ ହଷ୍ଟେଲରେ ରହି ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ମୋଟ ୪୪…