Browsing Tag

aso aspiriant

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ASO ଆଶାୟୀ, ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନେଇ ଦାୟର ହେଲା ମାମଲା

କଟକ(କେନ୍ୟୁଜ୍):ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଏଏସଓ ଆଶାୟୀ। ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ନେଇ ମାମଲାରେ ଉଲ୍ଲେଖ। ଚୟନ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ଆଶାୟୀ ହାଇକୋର୍ଟରେ ରୁଜ୍ଜୁ କଲେ ମାମଲା। ଚୟନ ପ୍ରକ୍ରିୟାରେ ତ୍ରୁଟି ଦର୍ଶାଇ ହାଇକୋର୍ଟରେ ଏକାଧିକ ମାମଲା ଦାୟର।…