ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ ରହସ୍ୟରେ ଆଉ ଏକ ଟ୍ବିଷ୍ଟ, ଡାକ୍ତରଙ୍କ ନାଁରେ ଏତଲା
ବହୁଚର୍ଚ୍ଚିତ ପ୍ରଧାନ ଶିକ୍ଷୟିତ୍ରୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିବାର ନା ଧରୁନି l ଘଟଣାର ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି l ଏ ତଥ୍ୟ ବିଷୟରେ ଶୁଣିଲେ ଆପଣ ବି ଚିନ୍ତା କରିବାକୁ ବାଧ୍ୟ ହେବେ । …ଆସନ୍ତୁ ଜାଣିବା କଣ ସେ ଘଟଣା l ସେଦିନ ସକାଳ ସମୟ ଗଡି ଯାଇଥାଏ…