ବର୍ଷାରେ ବେହାଲ ପୂର୍ବୋତ୍ତର ରାଜ୍ୟ, ୪୮ ମୃତ, ୬୦୦ ଭୂସ୍ଖଳନ, ୧୫୦୦ ଗାଁ ଜଳମଗ୍ନ
ପ୍ରବଳ ବର୍ଷାରେ ବେହାଲ୍ ଆସାମ ଏବଂ ପୂର୍ବୋତ୍ତର ରାଜ୍ୟ । ପ୍ରବଳ ବର୍ଷା ଯୋଗୁଁ ଏଠାରେ ବନ୍ୟା ସ୍ଥିତି ଉପୁଜିଛି । ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆସାମରେ ବନ୍ୟା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଆସାମରେ ବନ୍ୟା ଯୋଗୁଁ ୬, ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁ…