Browsing Tag

Assam flood

ଆସାମରେ ବନ୍ୟା ବିତ୍ପାତ, ୧୯ ଜିଲ୍ଲାର ୫ ଲକ୍ଷ ଲୋକ ପ୍ରଭାବିତ

ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଅସ୍ତବ୍ୟସ୍ତ ଆସାମର ଜନଜୀବନ । ବନ୍ୟା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଭାବିତ ହୋଇଛନ୍ତି ପାଖାପାଖି ୧୯ ଜିଲ୍ଲାର ୫ ଲକ୍ଷ ଲୋକ । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ରିପୋର୍ଟ ଅନୁଯାୟୀ ବହୁ ଲୋକ ଏବେ ବି ବନ୍ୟା ଘେରରେ ଫସି ରହିଛନ୍ତି ।…

ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଅମୀର ଖାଁ

ବର୍ତ୍ତମାନ ସମୟରେ ଆସାମରେ ବନ୍ୟା ସ୍ଥିତି ଖୁବ ଗମ୍ଭୀର ରୂପ ନେବାରେ ଲାଗିଛି  । ସୂଚନାରୁ ଯାହା ଜଣାଯାଇଛିଯେ ପ୍ରାୟ ୨୧ ଲକ୍ଷ ଲୋକ ବନ୍ୟା ସ୍ଥିତିର ଶିକାର ହୋଇଛନ୍ତି | ଏହି କାରଣରୁ ଦେଶର ଅନ୍ୟାନ ରାଜ୍ୟ ମାନଙ୍କରୁ ଆସାମକୁ ସହାୟତାର ହାତ ବଢ଼ିବାରେ ଲାଗିଛି  । ଏଭିତରେ ଅନେକ ସହାୟତା ରାଶି…

ଆସାମରେ ବନ୍ୟା ସ୍ଥିତି ଗମ୍ଭୀର: ଚଳିତବର୍ଷ ୧୧୭ ଟପିଲା ମୃତକଙ୍କ ସଂଖ୍ୟା, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି

ଦେଶର ପୂର୍ବୋତ୍ତର ରାଜ୍ୟ ଆସାମର ଅନେକ ଜିଲ୍ଲାରେ ନଦୀର ଜଳ ସ୍ତର ବିପଦ ସଙ୍କେତ ଉପରେ ଚାଲିଛି। ଫଳରେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଛି। ଆସାମରେ ବନ୍ୟା ଯୋଗୁ ଶୁକ୍ରବାର ଦିନ ୪୫.୩୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଆସାମରେ ବନ୍ୟା କାରଣରୁ ୧୦ ଜଣଙ୍କ…

ଆସାମରେ ବନ୍ୟା: ମଝି ନଈରେ ବୁଡ଼ି ଯାଉଥିଲେ ବ୍ୟକ୍ତି, NDRF ଟିମ୍‌ ଏମିତି ବଞ୍ଚାଇଲା ଜୀବନ…ଦେଖନ୍ତୁ ଉଦ୍ଧାର ବେଳର…

ଆସାମର ଉଫ୍‌ନତି ନଦୀରେ ବୁଡ଼ି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବ୍ୟକ୍ତିଙ୍କୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କରିଛି। ଏହି ଘଟଣା କାମରୁପ୍‌ ଜିଲ୍ଲାର ବୋଲି ଜଣାପଡ଼ିଛି। ଏଠାରେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ରିଲିଫ୍‌ ସାମଗ୍ରୀ ଦେବା ପାଇଁ…

ଆସାମରେ ଜଳ ପ୍ରଳୟ: ଗତ ୨୪ ଘଣ୍ଟାରେ ୧୧ ଜଣଙ୍କ ମୃତ୍ୟୁ, ୪୩ ଲକ୍ଷ ଲୋକ ପ୍ରଭାବିତ

ଆସାମ: ଆସାମରେ ଜଳ ପ୍ରଳୟ । ଗତ ୨୪ ଘଣ୍ଟାରେ ୧୧ ଜଣଙ୍କ ମୃତ୍ୟୁ । ୩୩ ଜିଲ୍ଲାର ପ୍ରାୟ ୪୩ ଲକ୍ଷ ଲୋକ ପ୍ରଭାବିତ । ମୃତ୍ୟୁସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାହାଯ୍ୟ ପହଞ୍ଚାଇବା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା…

ଆସାମରେ ବନ୍ୟାସ୍ଥିତି ସାଂଘାତିକ: ୩୨ ଜିଲ୍ଲାରେ ୩୧ ଲକ୍ଷ ଲୋକ ପ୍ରଭାବିତ; ୨୫ ମୃତ, ୮ ନିଖୋଜ

ନୂଆଦିଲ୍ଲୀ : ଆସାମରେ ବନ୍ୟା ପରିସ୍ଥିତି ଶନିବାର ଦିନ ଏକ ଭୟାନକ ସ୍ତରରେ ପହଞ୍ଚିଛି। ବନ୍ୟାରେ ଚାରି ଜଣ ପିଲାଙ୍କ ସମେତ ଆଉ ଆଠ ଜଣଙ୍କ ଜୀବନ ଯାଇଛି। ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୫ କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୬୨ କୁ ବୃଦ୍ଧି ପାଇଛି।…

ବନ୍ୟା ପ୍ରପୀଡିତଙ୍କୁ ନେଇ ଯାଉଥିବା NDRF ଡଙ୍ଗା ଓଲଟିଲା, ୩ ଶିଶୁ ନିଖୋଜ

ଆସାମର ହୋଜଇ ଜିଲ୍ଲାରେ ବନ୍ୟା ପ୍ରପୀଡିତକୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟିବା କାରଣରୁ ୩ ଜଣ ପିଲା ନିଖୋଜ ରହିଛନ୍ତି । ଏହି ଡଙ୍ଗାରେ ୨୪ ଲୋକ ରହିଥିଲେ। ବାକି ୩ ଜଣ ଶିଶୁଙ୍କୁ ଛାଡି ଅନ୍ୟ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ୨୪ ଗ୍ରାମୀଣକୁ ଧରି ଶୁକ୍ରବାର ରାତିରେ ଏକ ଡଙ୍ଗା ସୁରକ୍ଷିତ…

ପାକ୍‌ ମୌସୁମୀ ପ୍ରଭାବ: ବିହାର ସମେତ ୩ ରାଜ୍ୟରେ ୫୭ ଲୋକଙ୍କ ମୃତ୍ୟୁ; ଆସାମରେ ୭ ଲକ୍ଷ ଲୋକ ବନ୍ୟା କ୍ଷତିଗ୍ରସ୍ତ

ମୌସୁମୀ ପୂର୍ବରୁ କିଛି ରାଜ୍ୟରେ ଘଡ଼ଘଡ଼ି, ବିଜୁଳି ସହ ଝଡ଼ତୋଫାନ ବର୍ଷା ଧ୍ୱଂସର ତାଣ୍ଡବ ରଚିଛି। ବିହାର, ଆସାମ ଏବଂ କର୍ଣ୍ଣାଟକରେ ବଜ୍ରପାତ ଓ ବନ୍ୟା ସଂସ୍ପର୍ଶରେ ଆସି ପ୍ରାୟ ୫୭ ଲୋକଙ୍କ ମୃତ୍ୟୁ ଘଟିଛି। ଆସାମରେ ପରିସ୍ଥିତି ସବୁଠାରୁ ଅଧିକ ଜଟିଳ ରହିଛି। ଏଠାରେ ବ୍ରହ୍ମପୁତ୍ର ଏବଂ ଅନ୍ୟ…

ଆସାମରେ ବନ୍ୟା ବିଭୀଷିକା! ୨ ଲକ୍ଷ ଲୋକ ପ୍ରଭାବିତ; ୮ ଜଣଙ୍କ ମୃତ୍ୟୁ…ଦେଖନ୍ତୁ ଭୟଙ୍କର ବନ୍ୟାର କିଛି ଫଟୋ

ଆସାମରେ ମୁଷଳଧାରାରେ ବର୍ଷା ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁ ରାଜ୍ୟର ୨୦ଟି ଜିଲ୍ଲାରେ ପାଖାପାଖି ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେପଟେ ପ୍ରାୟ ୨୨୨ରୁ ଅଧିକ ଗାଁ ବନ୍ୟା ଘେରରେ ରହିଛି। ଏଥି ସହିତ ଅନେକ ଗାଁରେ ଭୂସ୍ଖଳନ ମଧ୍ୟ ହୋଇଛି। ଏ ପର୍ଯ୍ୟନ୍ତ ୮ ଜଣ ଲୋକଙ୍କ…

ଆସାମରେ ବନ୍ୟା ବିଭୀଷିକା, ପାଣି ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛି ବାୟୁସେନା

କେନ୍ୟୁଜ୍(ବ୍ୟୁରୋ): ଆସାମରେ ବନ୍ୟା ବିଭୀଷିକା। ପାଣି ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛି ବାୟୁସେନା। ମାଟି ଅତଡା ଖସିବା ଯୋଗୁଁ ଅନେକ ସ୍ଥାନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିତୋକ୍‌ଚେରାରେ ଗତକାଲିଠାରୁ ଅଟକି ରହିଥିଲା ସିଲଚର-ଗୁଆହାଟୀ ଏକ୍ସପ୍ରେସ । ଟ୍ରେନରେ ପ୍ରାୟ ୧୩ଶହ…