Browsing Tag

assembely session

ବିଧାନସଭାରେ ଥମୁନି ଚାଷୀ ଝଡ଼, ଆଜି ତୁମ୍ବିତୋଫାନ କରିପାରନ୍ତି ବିରୋଧୀ

ଭୁବନେଶ୍ୱର : ବିଧାନସଭାରେ ଥମୁନି ଚାଷୀ ଝଡ଼ । ଗୃହ ଭିତରେ ଓ ବାହାରେ ଧାନ ତାତି । ଧାନ କିଣା ଅବ୍ୟବସ୍ଥାକୁ ନେଇ ତାତିଲେ ବିରୋଧୀ । ବିଧାନସଭା ବଜେଟ ଧିବେଶନର ତୃତୀୟ ଦିନରେ ଆଜି ବି ଚାଷୀ ଝଡ ଦେଖିବାକୁ ମିଳିପାରେ । ଗତକାଲି ଭଳି ଆଜି ଚାଷୀ ପ୍ରସଙ୍ଗରେ ତୁମ୍ବିତୋଫାନ କରିପାରନ୍ତି ବିରୋଧୀ ।…

ବଢିପାରେ ବିଧାୟକ ଓ ମନ୍ତ୍ରୀଙ୍କ ଦରମା, ଭତ୍ତା : ବିଲ୍ ଆଣୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ବଢିପାରେ ବିଧାୟକ ଓ ମନ୍ତ୍ରୀଙ୍କ ଦରମା, ଭତ୍ତା । ପୂର୍ବତନ ବିଧାୟକଙ୍କ ବୃଦ୍ଧି ହୋଇପାରେ ପେନସନ । ଆଜି ବିଧାୟକ, ମନ୍ତ୍ରୀ, ଉପ ବାଚସ୍ପତି, ବାଚସ୍ପତି ଓ ପୂର୍ବତନ ବିଧାୟକ ମାନଙ୍କର ଦରମା, ଭତ୍ତା ଓ ପେନସନ ବଢ଼ିପାରେ । ବିଧାନସଭାରେ ଏ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍…

ତାରା ବାହିନୀପତି ଓ ରମେଶ ଜେନା ସସ୍‌ପେଣ୍ଡ, ଗୃହକୁ ୭ ଦିନ ପାଇଁ ଯିବା ମନା

ଭୁବନେଶ୍ୱର : ଆଉ ଦୁଇ କଂଗ୍ରେସ ବିଧାୟକ ନିଲମ୍ବିତ । ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ନିଲମ୍ବନ କଲେ ବାଚସ୍ପତି । ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ବେ ଉଭୟ ବିଧାୟକ ଗୃହରେ ଘଣ୍ଟ ପିଟିଥିଲେ । ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକଙ୍କୁ ଗୃହରୁ ୭ ଦିନ ପାଇଁ ସସ୍‌ପେଣ୍ଡ କରାଯାଇଛି ।…

ଓଡ଼ିଶାରେ ୫ ବର୍ଷରେ ପଞ୍ଜିକୃତ ହୋଇଛି ୧.୫ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ୍ ଯାନ, ୨୩୨.୪୫ କୋଟି ମିଳିଛି ସବସିଡି

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଗୁରୁବାର ଦିନ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସବସିଡି ବଣ୍ଟନ ତଥ୍ୟରୁ ଜଣାପଡିଛି ଯେ ଓଡ଼ିଶାରେ ପଞ୍ଜିକୃତ ଇଲେକ୍ଟ୍ରିକ୍ ଯାନ (ଇଭି) ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୧,୫୫,୦୬୮…

ବିଧାନସଭା ଆରମ୍ଭରୁ ବିଜୁ ବାବୁଙ୍କୁ ଅସମ୍ମାନ ନେଇ ଝଡ଼, ୧୨ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭା ଅଧିବେଶନ ଆରମ୍ଭରୁ ବିଜୁ ବାବୁଙ୍କୁ ଅସମ୍ମାନ ନେଇ ଝଡ଼ । ଚାଲିପାରିଲାନି ଗୃହ । ଦିନ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଆଜି ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଅସମ୍ମାନ ପ୍ରସଙ୍ଗରେ ବିଜେଡି ବିଧାୟକମାନେ…

ଆଜି ବସିବ ରାଜ୍ୟ ପ୍ରାକ୍ ବଜେଟ ବୈଠକ, ୨୦୨୫-୨୬ ବର୍ଷର ବଜେଟ ପାଇଁ ହେବ ବିଚାରବିମର୍ଶ

ଭୁବନେଶ୍ୱର : ଆଜି ବସିବ ରାଜ୍ୟ ପ୍ରାକ୍ ବଜେଟ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥନୀତି ବିଶାରଦ ଓ ବିଭିନ୍ନ ମହଲର ପ୍ରତିନିଧି ସାମିଲ ହେବେ । ୨୦୨୫-୨୬ ବର୍ଷର ବଜେଟ ପାଇଁ ହେବ ବିଚାରବିମର୍ଶ ।…

ବିଧାୟକଙ୍କ ଆସ୍କା 40 ଚିନ୍ତା, କାହିଁକି ୫ ବର୍ଷରେ ଦର ବୃଦ୍ଧି ହୋଇନାହିଁ ଗୃହରେ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର : ବିଧାନସଭାରେ ଆସ୍କା ASKA - 40କୁ ନେଇ ପାଞ୍ଚ ବର୍ଷ ହେଲା କାହିଁକି ବଢିନି ଦର ବୋଲି ଲିଖିତ ପ୍ରଶ୍ନ କରିଥିଲେ ବିଧାୟକ ସରୋଜ ପାଢ଼ୀ ।  ତ୍ତରରେ ସମବାୟ ମନ୍ତ୍ରୀ କହିଛନ୍ତି ଆସିକା ଠାରେ ପ୍ରତିଷ୍ଠିତ ଆସିକା ସମବାୟ ଚିନି ଶିଳ୍ପ ନିଃ ମୂଖ୍ୟତଃ ଚିନି ଉତ୍ପାଦନ କରୁଥିଲେ ମଧ୍ଯ…

ବିଧାନସଭାରେ ଗନ୍ଧମାର୍ଦ୍ଦନ ତାତି: ଆଦାନୀକୁ କାରଖାନା କରିବାକୁ ଦେବୁନାହିଁ କହିଲେ ସିଂହଦେଓ

ଭୁବନେଶ୍ୱର : ବିଧାନସଭାରେ ଗନ୍ଧମାର୍ଦ୍ଦନ ତାତି । ଗୃହରେ ଶୂନ୍ୟକାଳରେ ଉଠିଲା ଗନ୍ଧମାର୍ଦ୍ଦନ ପ୍ରସଙ୍ଗ । ମୁହାଁମୁହିଁ ହେଲେ ପ୍ରସନ୍ନ ଆଚାର୍ଯ୍ୟ ଓ କେଭି ସିଂହଦେଓ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଉଠାଇଲେ ପ୍ରସଙ୍ଗ । ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଭରପୁର ରହିଛି । ସରକାର ଆଦାନୀକୁ…

ଚାଷୀଙ୍କ ପାଇଁ ଖୁସି ଖବର: ରାଜ୍ୟର ୫୮ ଟି ସବଡିଭିଜନରେ ହେବ ଶୀତଳ ଭଣ୍ଡାର

ଭୁବନେଶ୍ୱର :  ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ।  ଦ୍ବିତୀୟ ଦିନରେ ସ୍ବାଭାବିକ ରହିଛି ପ୍ରଶ୍ନକାଳ ।  ଆଜି ବୈଠକ ଆରମ୍ଭରେ ଚାଲିଥିବା ପ୍ରଶ୍ନକାଳରେ ଏକ ଭଲ ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ ।  ଏକ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ…

ଗୃହରେ ଛତୁଆ ଦୁର୍ନୀତି ନେଇ ଚର୍ଚ୍ଚା, ମନ୍ତ୍ରୀ କହିଲେ ପ୍ରସ୍ତୁତି ବେଳେ ମାନ ଯାଞ୍ଚ କରିବେ ସୁପରଭାଇଜର

ଭୁବନେଶ୍ୱର : ଆଜି ବିଧାନସଭା ପ୍ରଶ୍ନକାଳରେ ଛତୁଆ ଦୁର୍ନୀତି ନେଇ ଏକାଧିକ ବିଧାୟକମାନେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ।  ଛତୁଆ ଦୁର୍ନୀତି ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ…

ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିନ, ପାରିତ ହେବ ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ

ଭୁବନେଶ୍ୱର: ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିନ । ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ଆଜି ପାରିତ ହେବ । ପୂର୍ବ ସରକାର କାମଚଳା ବଜେଟ୍ ଆଣିଥିଲେ । ଆସନ୍ତା ଦୁଇ ମାସ ପାଇଁ ଲେଖାନୁଦାନ ଆଜି ଗୃହରେ ପାରିତ ହେବ । ସେପଟେ ବିରୋଧୀ କେଉଁ ପ୍ରସଙ୍ଗ ଆଜି ବିଧାନସଭାରେ ଉଠାଇବେ? ଗତକାଲି ଗୃହରେ…