Browsing Tag

Assembly

ବିଧାନସଭାରେ କଙ୍କାଳ ଝଡ଼, କଂଗ୍ରେସ ବିଧାୟକଙ୍କ କକ୍ଷତ୍ୟାଗ

ଭୁବନେଶ୍ୱର : ବିଧାନସଭାରେ କଙ୍କାଳ ଝଡ଼ ।  ଜିତୁ ମୁଣ୍ଡା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲା କଂଗ୍ରେସ ।  ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନରେ କଂଗ୍ରେସ ବିଧାୟକଙ୍କ କକ୍ଷତ୍ୟାଗ ।  ଗୃହ ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ପ୍ରଥମେ ନାରାବାଜି କରିଥିଲା କଂଗ୍ରେସ ।  ଏହା ପରେ…

ମହିଳା ସଂରକ୍ଷଣ ବିତର୍କ : ବିଧାନସଭା ଅଧିବେଶନରେ ‘କଙ୍କାଳ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ…

ଭୁବନେଶ୍ୱର : ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି । ଆଜି ସବୁ କ୍ଷେତ୍ରରେ ଆଗରେ ଅଛନ୍ତି ମହିଳା । ମହିଳା ସଂରକ୍ଷଣ ପାଇଁ ବିରୋଧୀ ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କଂଗ୍ରେସ କ୍ଷମତାରେ ଥିବାବେଳେ କାହିଁକି ବିଲ୍ ପାରିତ କରିନଥିଲେ । ମହିଳାମାନଙ୍କୁ…

ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନ, ଜଗିବେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା କଡ଼ାକଡ଼ି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ଜଗିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ । ଆଜି ବିଧାନସଭା ସୁରକ୍ଷା ତଦାରଖ କଲେ ପୋଲିସ କମିସନର । ଅତିରିକ୍ତ ପୋଲିସ କମିଶନରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ…

ବିଧାନସଭା ସ୍ବତନ୍ତ୍ର ଅଧିବେଶନକୁ ନେଇ ସରଗରମ ରାଜନୀତି

ଭୁବନେଶ୍ୱର : ବିଧାନସଭା ଭିତରେ ମୁହାଁମୁହିଁ ହେବା ପୂର୍ବରୁ ବାହାରେ ସରଗରମ ରାଜନୀତି ।  ଆସନ୍ତା ୩୦ ତାରିଖରେ ବସିବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ।  ଦେଶର ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ପ୍ରସଙ୍ଗରେ ଆଲୋଚନା ହେବ । ବିରୋଧୀଙ୍କ କହିବା କଥା ଏହି ଅଧିବେଶନ କେବଳ ପ୍ରହସନ ପାଇଁ…

ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ୩୦ ରେ ବସିବ ସ୍ବତନ୍ତ୍ର ଅଧିବେଶନ

ଭୁବନେଶ୍ୱର : ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଓଡ଼ିଶାର ରାଜନୈତିକ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଇବାକୁ ନବୀନ ପଟ୍ଟନାୟକ…

ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍, ଫେବ୍ରୁଆରି ୨୦ରେ ଉପସ୍ଥାପିତ ହୋଇଥିଲା ବଜେଟ

ଭୁବନେଶ୍ବର: ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଫେବ୍ରୁଆରି ୨୦ରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ । ୩.୧୦ ଲକ୍ଷ କୋଟିର ବଜେଟ୍ ଉପସ୍ଥାପନ ହୋଇଥିଲା । ସେପଟେ SCB ଅଗ୍ନିକାଣ୍ଡ ଘଟଣାରେ…

ଆଜି ବି ଗୃହରେ SCB ଅଗ୍ନିକାଣ୍ଡ ତାତି, ଚାଲିପାରୁନି ବିଧାନସଭା

ଭୁବନେଶ୍ୱର : ଆଜି ବି ଗୃହରେ SCB ତାତି ।  ଚାଲିପାରୁନି ବିଧାନସଭା। SCB ଅଗ୍ନିକାଣ୍ଡ ତାତିରେ ସୁରୁଖୁର ହେଉନି ବିଧାନସଭା। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧୀ ।  ଗୃହ ମଧ୍ୟଭାଗକୁ ଆସି ବିରୋଧୀଙ୍କ ହୋହଲ୍ଲା ଓ ନାରାବାଜି ।  ଉଭୟ କଂଗ୍ରେସ ଓ ବିଜେଡି…

ଗୃହ ଆରମ୍ଭରୁ ବିରୋଧୀ ବିଧାୟକଙ୍କ ହଟଗୋଳ, ବିଧାନସଭାକୁ କଳା ଟି ସାର୍ଟ ପିନ୍ଧିକି ଆସିଲେ କଂଗ୍ରେସ ଓ ବିଜେଡି

ଭୁବନେଶ୍ୱର: ଗୃହ ଆରମ୍ଭରୁ ବିରୋଧୀ ବିଧାୟକଙ୍କ ହଟଗୋଳ l ବିଧାନସଭାକୁ କଳା ଟି ସାର୍ଟ ପିନ୍ଧିକି ଆସିଲେ ବିରୋଧୀ । ଏସସିବି ଘଟଣାକୁ ନେଇ ଉଭୟ କଂଗ୍ରେସ ବିଜେଡି ବିଧାୟକ ଅଭିନବ ପ୍ରତିବାଦ କରିଛନ୍ତି । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ଵାସ୍ଥ୍ୟ ମନ୍ତ୍ରୀ ଲେଖିାଥିବା ଟି ସାର୍ଟ ପିନ୍ଧି…

ବିଧାନସଭାରେ ଥମୁନି ଏସସିବି ତାତି, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ମୁଲତବି

ଭୁବନେଶ୍ୱର :  ବିଧାନସଭାରେ ଥମୁନି ଏସସିବି ତାତି ।  ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ।  ଚାଲିପାରିନଥିଲା ପ୍ରଶ୍ନକାଳ ।  ଆଜି ବିଧାନସଭା ଆରମ୍ଭ ହେବା ପରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରବଳ ହଟ୍ଟଗୋଳ କରିଥିଲେ ।  ପ୍ରବଳ…

ବିଧାନସଭାରେ ଉଠିଲା କୋକେଇ ପଡ଼ିଲା ଖଇ କଉଡି; ‘ରାମ ନାମ ସତ୍ୟ ହେ’ ଧ୍ବନିରେ କମ୍ପିଲା ଗୃହ

ଭୁବନେଶ୍ୱର : ବିଧାନସଭାରେ ଉଠିଲା କୋକେଇ । ପଡ଼ିଲା ଖଇ କଉଡି। ‘ରାମ ନାମ ସତ୍ୟ ହେ’ ଧ୍ବନିରେ କମ୍ପିଲା ବିଧାନସଭା । ଏସସିବି ଅଗ୍ନିକାଣ୍ଡକୁ ନେଇ ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରିଛନ୍ତି । ଏଥିରେ କଂଗ୍ରେସ ସଦସ୍ୟମାନେ ବି ସାଥ୍‌ ଦେଇଛନ୍ତି ।…

ଗ୍ୟାସକୁ ନେଇ ବିଧାନସଭାରେ ଆରମ୍ଭରୁ ହଟ୍ଟଗୋଳ, ଦିନ ୧୨ ଟା ୧୦ ଯାଏ ଗୃହ ମୁଲତବି

ଭୁବନେଶ୍ୱର  : ଗୃହରେ ଗ୍ୟାସ ତାତି  ।  ଚାଲିପାରିଲାନି ବିଧାନସଭା ବଜେଟ ଅଧିବେଶନ ପ୍ରଶ୍ନକାଳ ।  ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା ।  ଗ୍ୟାସ୍ ଅଭାବକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା ।  ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ନାରାବାଜି । …

ଆସନ୍ତାକାଲିଠୁ ସରଗରମ ହେବ ବିଧାନସଭା, ଚାଷୀ ମୃତ୍ୟୁ ଓ ଆଇନଶୃଙ୍ଖଳା ନେଇ ଘେରିପାରନ୍ତି ବିରୋଧୀ

ଭୁବନେଶ୍ୱର : ଆସନ୍ତାକାଲିଠୁ ସରଗରମ ହେବ ବିଧାନସଭା ।  ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ମୁହାଁମୁହିଁ ହେବ ଶାସକ ବିରୋଧୀ ।  ରାଜ୍ୟସଭା ନିର୍ବାଚନରେ କମନ କ୍ୟାଣ୍ଡିଡେଟ ନେଇ ଉଷ୍ଣ ହୋଇପାରେ ବାତାବରଣ ।  ବିଧାନସଭାରେ ଉଭୟ ଦଳ ଉଭୟଙ୍କ ପ୍ରସଙ୍ଗରେ ଲଢ଼ିବେ ବୋଲି କହିଛନ୍ତି ବିରୋଧୀ ଦଳ…