Browsing Tag

assembly budget session

ବିଧାନସଭା ଅଧିବେଶନ: ଆସନ୍ତାକାଲି ଆସିବ ଅନ୍ତରୀଣ ବଜେଟ୍, ଫୋସକରେ ରହିବ ଜନକଲ୍ୟାଣକାରୀ ଯୋଜନା

ଭୁବନେଶ୍ୱର (କେନ୍ୟୁଜ): ଆଜି ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ ।  ବେଶ ସରଗରମ ରହିବ ଗୃହ । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ସମ୍ଭବନା ରହିଛି । ଆସନ୍ତାକାଲି ଆସିବ ଅନ୍ତରୀଣ ବଜେଟ୍ । ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ନ ଆଣି କାମଚଳା ବଜେଟ୍ ଆଣିବେ ସରକାର ।…

ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ, ଉପସ୍ଥାପିତ ହେବ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ

ଭୁବନେଶ୍ୱର(କେନ୍ୟୁଜ୍) :ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ। ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପିତ ହେବ। ଜୁଲାଇ ୧୪ରୁ ୨୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର…

ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ: ପ୍ରଥମ ଦିନରେ ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌

ଭୁବନେଶ୍ୱର (କେନ୍ୟୁଜ୍): ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ । ପ୍ରତିଦିନ ୬ଘଣ୍ଟା ଲେଖାଏଁ ଗୃହ ଚାଲିବ । ପ୍ରଥମ ଦିନରେ ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ । ଏଥର ବଜେଟ ଆକାର ୨ଲକ୍ଷ କୋଟି ଟପିବାର ସମ୍ଭାବନା ରହିଛି । ବଜେଟ୍‌ରେ କିଛି ନୂଆ ଯୋଜନା…

ଆଜିଠୁ ବିଧାନସଭା ବଜେଟ୍‌ ଅଧିବେଶନ: ୩୦ରେ ବଜେଟ୍‌ ଉପସ୍ଥାପନ, ୩୧ରେ ପାରିତ ହେବ ବ୍ୟୟମଞ୍ଜୁରୀ ବିଲ୍‌

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ବିଧାନସଭା ବଜେଟ୍‌ ଅଧିବେଶନ । ସ୍ୱଳ୍ପ ସମୟ ପାଇଁ ଅଧିବେଶନ ବସୁଛି। ଏହା ଆସନ୍ତା ୩୧ ପର୍ଯ୍ୟନ୍ତ ଚାଲିବ । ୩୦ ତାରିଖରେ ବଜେଟ୍‌ ଉପସ୍ଥାପନ ହେବ । ୩୧ରେ ପାରିତ ହେବ ବ୍ୟୟମଞ୍ଜୁରୀ ବିଲ୍‌। କୋଭିଡ କଟକଣାରେ ପ୍ରତିଦିନ ୫ ଘଣ୍ଟା ବସିବ ଗୃହ । ଅଧିବେଶନରେ…