Browsing Tag

assembly poll results

ଆଜି ମହାରାଷ୍ଟ୍ର ପାଇଁ ମହାପରୀକ୍ଷା, ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି

ଆଜି ଆସିବ ମହାଫୈସଲା । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ଜଣା ପଡ଼ିବ ମହାରାଷ୍ଟ୍ରରେ ମହାୟୁତି ନା ମହାଅଘାଡ଼ି ବାଜି ମାରିବ । ମହାରାଷ୍ଟ୍ର ରେଜଲ୍ଟ ନିର୍ଦ୍ଧାରଣ କରିବ, ସିନ୍ଦେ ଓ ଉଦ୍ଧବ ସେନା ସହ…