Browsing Tag

Assembly session

ଫେବୃୟାରୀ ୧୭ରୁ ଆରମ୍ଭ ହେବ ବିଧାନସଭା, ୨୦ ତାରିଖରେ ବଜେଟ୍ ଉପସ୍ଥାପନ

ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୧୭ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ। ବଜେଟ୍ ଅଧିବେଶନ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ଫେବୃୟାରୀ ୨୦ ତାରିଖରେ ବଜେଟ୍ ଉପସ୍ଥାପନ ହେବ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ…

ତାମିଲନାଡ଼ୁ ବିଧାନସଭା ଅଧିବେସନରେ ହାଇଡ୍ରାମା, ରାଜ୍ୟପାଳ ଅଭିଭାଷଣ ପୂର୍ବରୁ ବାରମ୍ବାର ମାଇକ୍ ସ୍ବିଚ୍ ଅଫ୍ ଅଭିଯୋଗ

ତାମିଲନାଡ଼ୁ ବିଧାନସଭା ଅଧିବେସନରେ ହାଇଡ୍ରାମା । ଜାତୀୟ ସଙ୍ଗୀତକୁ ଅପମାନ ଅଭିଯୋଗ। ଅଧିବେସନର ପ୍ରାରମ୍ଭିକ ଭାଷଣ ପୂର୍ବରୁ ଗୃହ ପରିତ୍ୟାଗ କରିଥିଲେ ତାମିଲନାଡ଼ୁ ରାଜ୍ୟପାଳ ଆର୍ ଏନ୍ ରବି । ଏହାସହ ନିଜର ଅଭିଭାଷଣ ପୂର୍ବରୁ ତାଙ୍କ ମାଇକ୍ ବାରମ୍ବାର ଅଫ୍ କରାଯାଇଥିବାରୁ କ୍ଷୋଭ ପ୍ରକାଶ…

ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର ଟ୍ରାଫିକ୍ କଟକଣା ଜାରି

ଭୁବନେଶ୍ୱର :  କମିଶନରେଟ୍ ପୋଲିସ ଆଜି ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ପାଇଁ ଏକ ଟ୍ରାଫିକ୍ ପରାମର୍ଶ ଜାରି କରିଛି, ଯାହା ନଭେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି । କମିଶନରେଟ୍ ପୋଲିସ ଏକ  କଟକଣା ଜାରି କରି  ସହର ପୋଲିସ ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ, ୨୦୦୩ର ଧାରା ୨୮ ଏବଂ…

ଆଜି ବିଜେଡି ଘେରିବ ବିଧାନସଭା; ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଷଡ଼ଯନ୍ତ୍ର ଅଭିଯୋଗ

ଭୁବନେଶ୍ୱର : ଆଜି ବିଧାନସଭା ଘେରିବ ବିଜେଡି । ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗାଁ ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ଆନ୍ଦୋଳନରେ ସାମିଲ ହେବେ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ…

ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦ, ଆଜି ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର : ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ବିଧାନସଭା ଘେରାଉ କରିବ ଦଳ । ସକାଳ ଦିନ ୧୦ଟାରେ ଭୁବନେଶ୍ବର ରାମମନ୍ଦିର ଠାରୁ କଂଗ୍ରେସଭବନ ପର୍ଯ୍ୟନ୍ତ ରାଲି ବାହାରିବ । ଏଥିରେ ପିସିସି ସଭାପତି, ଦଳର ବରିଷ୍ଠ ନେତା, ବିଧାୟକ, ଛାମୁଆ ସଂଗଠନର…

ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନ, ଆଜି ପ୍ରଶ୍ନକାଳରେ ରହିଛି ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ

ଭୁବନେଶ୍ୱର : ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନ । ରାଜ୍ଯପାଳଙ୍କ ଅଭିଭାଷଣ ଉପରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ଆଜି ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଉପରେ ଆଲୋଚନା ରହିଛି । ବିରୋଧୀ ଗୃହରେ କେଉଁ…

ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶ, ସୁରକ୍ଷା ପାଇଁ ନିୟୋଜିତ ହେବେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତ କାଳିନ ଅଧିବେଶନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥ କଡାକଡି କରାଯାଇଛି । ବିଧାନସଭାରେ ନିୟୋଜିତ ହେବେ ୩୦ ପ୍ଲାଟୁନ ଫୋର୍ସ । ଡିସିପିଙ୍କ ନେତୃତ୍ୱରେ ୮ ଜଣ ଆଡିସିନାଲ ଡିସିପି , ୨ କମ୍ପାନୀ ସିଆରପିଏଫ, ୨ ୟୁନିଟ ସ୍ପେସାଲ ଟାକ୍ଟିକାଲ…

‘ଦୁଷ୍କର୍ମକାରୀଙ୍କୁ ୧୦ ଦିନ ମଧ୍ୟରେ ଫାଶୀଦଣ୍ଡ’, ମମତା ବାନାର୍ଜୀ ବିଧାନସଭାରେ ଉପସ୍ଥାପନ କରିବେ ବିଲ୍

କୋଲକାତା ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏପରି ଜଘନ୍ୟ ଘଟଣାକୁ ରୋକିବା ପାଇଁ କଠୋର ଆଇନ ଆଣିବାକୁ ଦାବି ହେଉଛି । ସେପଟେ ସୋମବାରଠାରୁ ପଶ୍ଚିମବଙ୍ଗ ବିଧାନସଭାରେ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ।…

ବିଧାନସଭା ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ: ଆଜି ଗୃହ ସ୍ୱାଭାବିକ ହେବ ନା ହଟ୍ଟଗୋଳ ..ରହିଛି ସମସ୍ତଙ୍କ ନଜର

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଆଜି ଦ୍ବିତୀୟ ଦିନ। ଆଜି ଗୃହ ସ୍ୱାଭାବିକ ହେବ ନା ପୁଣି ଅଚଳାବସ୍ଥା ସୃଷ୍ଟି ହେବ। ଗତକାଲି ପ୍ରଥମ ଦିନରେ ଗୃହ ସ୍ବାଭାବିକ ଚାଲିପାରିନାହିଁ । ଛାତ୍ର ସଂସଦ ନିର୍ବାଚନ ଦାବିରେ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରି ଗୃହକୁ ଅଚଳ…

ଆଜିଠାରୁ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ, ପୁଣି ମୁହାଁମୁହିଁ ହେବେ ଶାସକ-ବିରୋଧୀ

ଭୁବନେଶ୍ଵର: ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ।  ପୁଣି ମୁହାଁମୁହିଁ ହେବେ ଶାସକ-ବିରୋଧୀ ।  ସରକାରଙ୍କୁ ଘେରିବାକୁ ସଜବାଜ ହୋଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସୁଭଦ୍ରା ଯୋଜନା,ମହାନଦୀ ଟ୍ରିବ୍ୟୁନାଲରେ ଅଧ୍ୟକ୍ଷ ପଦବୀ, ଏଏସଓ ଅଧିକାରୀଙ୍କୁ ଆକ୍ରମଣ…

ପାଠ ପଢିବେ ବିଧାନସଭାର ନବ ନିର୍ବାଚିତ ବିଧାୟକ

ଭୁବନେଶ୍ୱର : ନୂଆ ବିଧାୟକ ପଢିବେ ପାଠ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ସେମାନଙ୍କୁ ପାଠ ପଢ଼ାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୫ ଥର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ…

ସରିଲା ପ୍ରଥମ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନ, ଅଗଷ୍ଟ ୨୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ସରିଲା ପ୍ରଥମ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନ । ଅଗଷ୍ଟ ୨୦ ତାରିଖ ଯାଏଁ ଗୃହ ମୁଲତବୀ ରଖାଯାଇଛି। ବିଧାନସଭାରେ ୯୫ ହଜାର କୋଟି ଲେଖାନୁଦାନ ପାରିତ ହେବା ପରେ ଆସନ୍ତା ଅଗଷ୍ଟ ୨୦ ତାରିଖ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ସେହିପରି ୨୦ରୁ ସେପ୍ଟେମ୍ବର ୧୩…