Browsing Tag

Assembly

ମୌସୁମୀ ଅଧିବେଶନ: ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ, ଅପରାହ୍ଣ ୫ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର (କେନ୍ୟୁଜ): ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।…

ଆଜିଠୁ କମ୍ପିବ ବିଧାନସଭା, ୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ ଆଗତ ହେବ ଅତିରିକ୍ତ ବଜେଟ୍

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ଆଜି ପ୍ରଥମ ଦିନରେ ଆଗତ ହେବ ୨୦୨୩-୨୦୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ । ଅକ୍ଟୋବର ୪ ତାରିଖ ଯାଏ ଚାଲିବ ମୌସୁମୀ ଅଧିବେଶନ । ଏହି ସଂକ୍ଷିପ୍ତ ଅଧିବେଶନ ଆରମ୍ଭରୁ ଶେଷ ଯାଏ ସରଗରମ ରହିବ । ପ୍ରସଙ୍ଗର ପାହଡ଼ ଧରି ସରକାରଙ୍କୁ…

ଆସନ୍ତା ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ

ଆସନ୍ତା ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ । ଏହାପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ । ଏଥିପାଇଁ ୧୮ ତାରିଖରେ ନାମାଙ୍କନ ଦାଖଲ ହେବ । ଏବେ ଖାଲି ପଡ଼ିଛି ବାଚସ୍ପତି ଆସନ । ବାଚସ୍ପତି ରେସରେ ଅଛନ୍ତି ପ୍ରଫୁଲ୍ଲ ସାମଲ, ଅମର ଶତପଥୀ ଓ ନୃସିଂହ ସାହୁ…

ସେପ୍ଟେମ୍ବର ୨୧ ରେ ବାଚସ୍ପତି ନିର୍ବାଚନ, ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର (କେନ୍ୟୁଜ୍)  : ସେପ୍ଟେମ୍ବର ୨୧ରେ ବିଧାନସଭା ବାଚସ୍ପତି ନିର୍ବାଚନ। କିଏ ହେବେ ବାଚସ୍ପତି ? ବାଚସ୍ପତି ନିର୍ବାଚନ ପାଇଁ ୧୮ରେ ନାମାଙ୍କନ ଦାଖଲ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ରହିଛି ବାଚସ୍ପତି ପଦ। ତେବେ ଏହି ଦୌଡ଼ରେ ଅନେକ ନାମ ସାମିଲ ଥିବାବେଳେ ୨୧ ତାରିଖର…

କିଏ ହେବେ ନୂଆ ବାଚସ୍ପତି ? ରେସ୍‌ରେ ଅଛନ୍ତି ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ ସାମଲ ଓ ବଦ୍ରିନାରାୟଣ ପାତ୍ର

ଭୁବନେଶ୍ଵର (କେନ୍ୟୁଜ): କିଏ ହେବେ ବିଧାନସଭାର ନୂଆ ବାଚସ୍ପତି । ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡିଛି । ନୂଆ ବାଚସ୍ପତିଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଖୁବଶୀଘ୍ର ନାଁ ଘୋଷଣା ହୋଇପାରେ । ରେସ୍‌ରେ ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ ସାମଲ ଓ ବଦ୍ରିନାରାୟଣ…

ବିଧାନସଭାରେ କଳା ପୋଷାକ ପିନ୍ଧି କଂଗ୍ରେସ ବିଧାୟକଙ୍କ ହୋ-ହଲ୍ଲା , ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର (କେନ୍ୟୁଜ): ଚାଲି ପାରିଲାନି ବିଧାନସଭା ପ୍ରଶ୍ନକାଳ । ଆରମ୍ଭରୁ କଂଗ୍ରେସ ବିଧାୟକ ପ୍ରବଳ ହଟ୍ଟଗୋଳ କରିଥିଲେ । ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗରେ କଳା ପୋଷାକ ପିନ୍ଧି କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗରେ ପ୍ରତିବାଦ ଓ ନାରାବାଜି କରିଥିଲେ । ମୋଦୀ ସରକାରଙ୍କ…

ମହାନଦୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି

ଭୁବନେଶ୍ୱର (କେନ୍ୟୁଜ): ମହାନଦୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା। ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ପ୍ରସଙ୍ଗ ଆଲୋଚନା ହେଉ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଦାବି ରଖିଥିଲେ। ବିଜେପି ମଧ୍ୟ କଂଗ୍ରେସ ସହିତ ସ୍ୱର ମିଳାଇଥିଲା। ଉଭୟ ଦଳର ସଦସ୍ୟ ଗୃହରେ ହଟ୍ଟଗୋଳ କରିବା କାରଣରୁ…

ବିଧାନସଭାରେ ଉଠିଲା ଲୋୟର ପିଏମ୍‌ଜି ଖଣ୍ଡଯୁଦ୍ଧ ପ୍ରସଙ୍ଗ: ଚାଲି ପାରିଲାନି ପ୍ରଶ୍ନକାଳ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ…

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ଉଠିଲା ଲୋୟର ପିଏମ୍‌ଜିରେ ଖଣ୍ଡଯୁଦ୍ଧ ପ୍ରସଙ୍ଗ । ଚାଲି ପାରିଲାନି ପ୍ରଶ୍ନକାଳ । ଆଜି ଗୃହକାର୍ଯ୍ୟ ଆରମ୍ଭରୁ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ବିଜେପି କର୍ମୀଙ୍କ ପ୍ରତି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସେମାନେ…

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଓ ତଦନ୍ତ ଘଟଣା: ଆଜି ଗୃହରେ ୩ ଘଣ୍ଟା ପାଇଁ ଚାଲିବ ‘ମୋସନ୍‌’ ଆଲୋଚନା

ଭୁବନେଶ୍ୱର (କେନ୍ୟୁଜ): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଓ ତଦନ୍ତ ଘଟଣାରେ ଆଜି ଗୃହରେ ମୋସନ୍‌ ଆଲୋଚନା। ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ମୋସନ ଆଲୋଚନା ଦାବି କରିଥିବାବେଳେ ଏହାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗ୍ରହଣ କରିଛନ୍ତି। ଆଜି ଗୃହ କାର୍ଯ୍ୟର ସମୟ ଆଉ ଅତିରିକ୍ତ ୨…

ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି : କହିଲେ – ଆମେରିକାର FBIର ସହାୟତା ଚାହୁଁଛି…

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଛନ୍ତି । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରଖିଛନ୍ତି ବିବୃତି। ମାମଲା ସମ୍ବେଦନଶୀଳ ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ…

ଚାକିରି ପାଇଁ ଅଭିନବ ପ୍ରତିବାଦ: ବିଧାନସଭା ଆଗରେ କାନ ଧରି ଆଣ୍ଠେଇଲେ ଶହ ଶହ ଯୁବକ

ଭୁବନେଶ୍ବର(କେନ୍ୟୁଜ୍): ଚାକିରି ପାଇଁ ଅଭିନବ ପ୍ରତିବାଦ। କାନ ଧରି ଆଣ୍ଠେଇ ବିଧାନସଭା ଆଗରେ ପ୍ରତିବାଦ। ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟମାନେ ପ୍ରତିବାଦ କରିଛନ୍ତି। ମୃତକଙ୍କ ସ୍ଥାନରେ ଚାକିରିରେ ଥଇଥାନ ଦାବିରେ ଆନ୍ଦୋଳନ କରିଛନ୍ତି। ଓଡ଼ିଶା ବେସାମପରିକ ସେବା- ପୁନଃ ଥଇଥାନ…

ଗୁଜରାଟର ଜାମନଗରରୁ ନିର୍ବାଚନ ଲଢିବେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା, ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ହେଲେ ନଣନ୍ଦ…

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ ବାଜିସାରିଛି । ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି । ଗତ ୬ଥର ପାଇଁ ଏଠାରେ କ୍ଷମତାରେ ରହିଆସୁଛି ବିଜେପି । ଏହା ମଧ୍ୟରେ ଗୁଜରାଟର ଜାମନଗର ନିର୍ବାଚନ ସିଟ୍‌କୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି। ଆଉ ଏହି ସିଟରୁ…