Browsing Tag

Assistant Engineer

ବନ୍ଧା ହେଲେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ, ମନରେଗା ଯୋଜନାରେ ଟଙ୍କା ହେରଫେର ଅଭିଯୋଗ

କନ୍ଧମାଳ : ବନ୍ଧା ହେଲେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ । ମନରେଗା ଯୋଜନାରେ ୪୨ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଗିରଫ କରାଯାଇଛି । କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ…

ଭିଜିଲାନ୍ସ ଜାଲରେ ରାୟଗଡ଼ାର ସହକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ାର ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ କୋଲନରା ବ୍ଲକରେ କାର୍ଯ୍ଯରତ ଅଛନ୍ତି । ରାୟଗଡା ସହରର ରାଉତ କଲୋନୀ ସ୍ଥିତ ବାସଭବନ, କୋଳନରା କାର୍ଯ୍ୟାଳୟ ଓ ବ୍ରହ୍ମପୁରର ୬ଟି…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ୍

ମାର୍ଶାଘାଇ : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କେନ୍ଦ୍ରାପଡ଼ା ଛତା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଡେରାବିଶ ଛତାଛକ ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ୫ ଜଣିଆ…

ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଶୋକ ପଣ୍ଡାଙ୍କ ଅଚଳାଚଳ ସଂପତ୍ତି, ବାବୁଙ୍କର ରହିଛି ୯ଟି ଫ୍ଲାଟ ଓ ୪ଟି ଦୋକାନ ଘର

ଭୁବନେଶ୍ବର: ଭୁବନେଶ୍ବର R&B ଡିଜିଜନ-୩ର ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଶୋକ ପଣ୍ଡାଙ୍କ ଆଖି ଖୋସି ହୋଇଗଲା ଭଳି ସଂପତ୍ତି ।  ରେଡ୍ ବେଳେ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା । ଇଞ୍ଜିନିୟରଙ୍କ ମାଳ ମାଳ ପ୍ଲଟ୍ ଆଉ ପୁଳାପୁଳା ଫ୍ଲାଟ୍ ।  ତାଙ୍କର ୨ ବିଲଡିଂ ଏବଂ ୯ଟି ପ୍ଲଟ ଠାବ କରିଛି…

ଭିଜିଲାନ୍ସ ସ୍କାନରରେ ରାଜକିଶୋର ଜେନାଙ୍କ ସହଯୋଗୀ, ଭୟରେ ଫୋପାଡି ଦେଇଥିଲେ ଟଙ୍କା ଭର୍ତ୍ତି ବ୍ୟାଗ

ଭୁବନେଶ୍ଵର : ଭିଜିଲାନ୍ସ ସ୍କାନରରେ ରାଜକିଶୋର ଜେନାଙ୍କ ସହଯୋଗୀ ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ କୁମାର ପଣ୍ଡା । ରାଜକିଶୋରଙ୍କ ସହ ଅଶୋକଙ୍କର ଘନିଷ୍ଠତା ରହିଛି । ଉଭୟଙ୍କର ଯୁଗ୍ମ ସମ୍ପତ୍ତି ଥିବା ଜଣାଯାଇଛି । ଗତକାଲି ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକଙ୍କର କସମୋପଲିରେ ଥିବା ତାଙ୍କ…

ସହକାରୀ ଯନ୍ତ୍ରୀଙ୍କ ପୁଳା ପୁଳା ଘର, ୧୩ଟି ବହୁ ମୂଲ୍ୟବାନ ପ୍ଲଟ ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର : ଯନ୍ତ୍ରୀ ବାବୁଙ୍କ ମାଳ ମାଳ ପ୍ଲଟ ଓ ପୁଳା ପୁଳା ଘର। ଏପର୍ଯ୍ୟନ୍ତ ୧୩ଟି ବହୁ ମୂଲ୍ୟବାନ ପ୍ଲଟ ଠାବ କରିଛି ଭିଜିଲାନ୍ସ । ଭୁବନେଶ୍ବରର ୯, ନୟାଗଡ଼ରେ ୩ ଓ ଖୋର୍ଦ୍ଧାରେ ରହିଛି ଗୋଟେ ବହୁ ମୂଲ୍ୟ ପ୍ଲଟ । ଏହାସହ ଭୁବନେଶ୍ବର ନୀଳାଦ୍ରିବିହାରରେ ଥିବା ୩ ମହଲା କୋଠାରେ ରେଡ୍ ଚାଲିଛି…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ , ଭୁବନେଶ୍ବର ଓ ନୟାଗଡର ୧୦ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ୱର :  ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ।  ଭୁବନେଶ୍ବର R&B ଡିଭିଜନ-୩ର ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜକିଶୋର ଜେନାଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ବର ଓ ନୟାଗଡର ୧୦ଟି ସ୍ଥାନରେ ଚାଲିଛି ରେଡ୍ ।  ଭୁବନେଶ୍ବର…

ଦିଲେଶ୍ବର ମାଝୀଙ୍କ ଅମାପ ସମ୍ପତ୍ତି: ବାବୁଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା ସହ ପୁଳା ପୁଳା ସୁନା

ଦିଲେଶ୍ବର ମାଝୀଙ୍କ ଅମାପ ସମ୍ପତ୍ତି ।  ସରକାରୀ ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା, ପୁଳା ପୁଳା ସୁନା । ଫ୍ଲାଷ୍ଟିକ ଡବା ଭିତରେ ପୁଳା ପୁଳା ସୁନା ଗହଣା ଥାକ ମାରି ରଖାଯାଇଛି । ଏତେ ସୁନା ଓ ଟଙ୍କା ଦେଖି ଭିଜିଲାନସ ଆଖି ଟେରା । ବେଡ ତଳେ ଥିବା ସିକ୍ରେଟ ଚାମ୍ବରରୁ ମିଳିଲା ୬ଲକ୍ଷ ୫୭ହଜାର…

ଆସିଷ୍ଟାଣ୍ଟ ଇଞ୍ଜିନିୟର ନିଯୁକ୍ତି ପାଇଁ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଗୁଜୁରାଟ ଲୋକ ସେବା ଆୟୋଗ ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦବୀ ଭର୍ତ୍ତି ପାଇଁ ଘୋଷଣା କରିଛନ୍ତି । ଏହି ନିଯୁକ୍ତି ପାଇଁ ୧୦୦ ପଦବୀ ଖାଲି ପଡିଛି । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ଇଚ୍ଛୁକ ପ୍ରାର୍ଥୀ ବର୍ତ୍ତମାନ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର…

ଆସିଷ୍ଟାଣ୍ଟ ଇଞ୍ଜିନିୟର ନିଯୁକ୍ତି ପାଇଁ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଚାକିରି କରିବାକୁ ଚାହୁଁଥିଲେ ଆପରଙ୍କ ପାଇଁ ଖୁସି ଖବର । ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦବୀ ପାଇଁ ବିହାର ଲୋକ ସେବା ଆୟୋଗ ଘୋଷଣା କରିଛି । ବର୍ତ୍ତମାନ ନିଯୁକ୍ତି ପାଇଁ ଆପ୍ଲିମେସନ ପ୍ରକ୍ରିୟା ଚାଲୁ ରହିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ । ପଦବୀ…

RITES ଇଂଜିନିୟରି ପ୍ରଫେସନାଲ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ରେଲ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ସ ସର୍ଭିସ ଲିମିଟେଡ (RITES) ରେଗୁଲାର ବେସିସରେ ଇଂଜିନିୟର ପ୍ରଫେସନାଲ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଭର୍ତ୍ତି ପାଇଁ ୨ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୬…

ବିଲ୍ କରୁନଥିବାରୁ ଶେଷରେ ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଗୋଡ ଧରି ମୁଣ୍ଡିଆ ମାରିଲେ ସରପଞ୍ଚ

ଆଠମଲ୍ଲିକ: ବିନା ଲାଞ୍ଚ କାରବାରରେ ସତରେ କଣ କିଛିବି ହଉନି। ଦୌଡି ଦୌଡି ସାଧାରଣ ଲୋକଙ୍କର ଚପଲ ସରିଯାଉଛି, ତଥାପି କାମ କିନ୍ତୁ ହବାର ନା ଧରୁନି । ଏଭଳି ଅନେକ ସମୟରେ ଶୁଣିବାକୁ ଏବଂ ଦେଖିବାକୁ ବି ମିଳେ କି, ସରକାରୀ ବାବୁମାନେ ବିନା ପିସିରେ କିଛି ବି କାମ କରନ୍ତି ନାହିଁ । ଯାହାଫଳରେ…