ସଂପତ୍ତି ପାଇଁ ଡିୟୁ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ହତ୍ୟା, ପଶ୍ଚିମବଙ୍ଗରୁ ୨ ଜଣଙ୍କ ଗିରଫ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ : ଦିଲ୍ଲୀ ନ୍ୟୁ ଅଶୋକ ନଗର ଅଞ୍ଚଳରେ ଦିଲ୍ଲୀ ୟୁନିଭରସିଟିର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ହତ୍ୟା ମାମଲାରେ ପୋଲିସ ବଡ଼ ଖୁଲାସା କରିଛି । ଏହି ହତ୍ୟାକାଣ୍ଡ ସହିତ ଜଡିତ ଜଣେ ମହିଳା ଏବଂ ପୁରୁଷକୁ ପୋଲିସ ଗିରଫ କରିଛି । ହତ୍ୟା ପଛର କାରଣ ସଂପତ୍ତି ବିବାଦ ପ୍ରମୁଖ କାରଣ ବୋଲି…