Browsing Tag

astaranga

ବିବାହିତା ମହିଳାଙ୍କ ଘରେ ପଶି ଯୁବକଙ୍କ ଦୁଷ୍କର୍ମ ଉଦ୍ୟମ, କାବୁ କରିବାକୁ ଯାଇ ଭାଙ୍ଗିଗଲା ମାଆଙ୍କ ହାତ

କାକଟପୁର (କେନ୍ୟୁଜ ବ୍ୟୁରୋ): ବିବାହିତା ମହିଳାଙ୍କ ଘରେ ପଶି ଯୁବକଙ୍କ ଦୁଷ୍କର୍ମ ଉଦ୍ୟମ। ଯୁବକକୁ କାବୁ କରିବାକୁ ଯାଇ ମହିଳାଙ୍କ ମାଆଙ୍କ ହାତ ଭାଙ୍ଗିଲା। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ବାଲିଡିଆ ଗାଁରୁ। ଗତକାଲି ବିଳମ୍ବିତ ରାତିରେ ମହିଳା ଜଣକ ଘରେ ସୋଇଥିବା ବେଳେ…

ପୁରୀ: ଭିଜିଲାନ୍ସ ହାତରେ ଅସ୍ତରଙ୍ଗ R.I ଅଫିସର ଅମିନ, ଆମ୍ପନ ବାତ୍ୟା ସହାୟତା ପାଇଁ ନେଉଥିଲେ ଲାଞ୍ଚ

କାକଟପୁର(କେନ୍ୟୁଜ୍): ଲାଞ୍ଚ ନେଉଥିବା ବେଳେ ପୁରୀଭିଜିଲାନ୍ସ ହାତରେ ଧରାପଡିଲେ ଅସ୍ତରଙ୍ଗ ଆର ଆଇ ଅଫିସର ଅମିନ। ଆମ୍ପନ ବାତ୍ୟା ସହାୟତା ଯୋଗାଇଦେବା ନାମରେ ଅସ୍ତରଙ୍ଗ ଆର ଆଇ ଅଫିସର ଅମିନ ପ୍ରଫୁଲବେହେରା ୧୨୦୦୦ ଟଙ୍କା ଦାବିକରି ସର୍ବେଶ୍ବର ଓଝାଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ…

ଅସ୍ତରଙ୍ଗ:ସାହା ହେଲେ ୪ ସାହସୀ ଯୁବକ, ସମୁଦ୍ରରେ ଭାସିଯାଉଥିବା ଦୁଇ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣଙ୍କୁ କଲେ ଉଦ୍ଧାର

ପୁରୀ (କେନ୍ୟୁଜ୍):  ଅସ୍ତରଙ୍ଗରେ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଜଣେ ପର୍ଯ୍ୟଟକ । ଆଉ ଜଣଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଅଞ୍ଚଳର ୪ ଜଣ ସାହସୀ ଯୁବକ । ଭୁବନେଶ୍ୱରରୁ ଟେକ ମହିନ୍ଦ୍ରା କଂପାନୀର ୨୮ ଜଣ କର୍ମଚାରୀ ପିକନିକ ପାଇଁ ଗତକାଲି ପୀର ଜାହାନିଆ ପୀଠକୁ ଆସିଥିଲେ । ସମୁଦ୍ରରେ କିଛି…

ଅସ୍ତରଙ୍ଗ: କୂଳ ଲଂଘୁଛି ସମୁଦ୍ର, ଆତଙ୍କିତ ଅବସ୍ଥାରେ ୫ଟି ଗାଁର ବାସିନ୍ଦା

ପୁରୀ(କେନ୍ୟୁଜ୍): ଅସ୍ତରଙ୍ଗ ବ୍ଲକ୍‌ ଉଦୟକଣିରେ କୂଳ ଲଂଘୁଛି ସମୁଦ୍ର । ଆତଙ୍କିତ ଅବସ୍ଥାରେ ଆଖପାଖ ୫ଟି ଗାଁର ବାସିନ୍ଦା । ଶିଶୁଆ ପଞ୍ଚାୟତର ଉଦୟକଣି, ତଣ୍ଡହାର, କଲମକନି, ଛେନୁ ଓ ଶିଙ୍ଗାରପାଳ ଗାଁକୁ ଏବେ ଭୟ ଘାରିଛି । ଉଦୟକଣିରୁ ଛେନୁ ପର୍ଯ୍ୟନ୍ତ ୨ କିଲୋମିଟର ବ୍ୟାପୀ ସମୁଦ୍ର କୂଳ…