Browsing Tag

astrology

ଭାଗ୍ୟ ବଦଳାଇବ ରାଶି ପରିବର୍ତ୍ତନ ଯୋଗ, ଜାଣନ୍ତୁ କେଉଁ ୪ ରାଶି ହେବେ ଲାଭବାନ

ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହମାନଙ୍କ ଚଳନ ଓ ରାଶି ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି । ଯେତେବେଳେ ଦୁଇଟି ପ୍ରମୁଖ ଗ୍ରହ ପରସ୍ପରର ରାଶିକୁ ପ୍ରବେଶ କରନ୍ତି, ସେତେବେଳେ ଏକ ଶୁଭ ରାଶି ପରିବର୍ତ୍ତନ ଯୋଗ ସୃଷ୍ଟି ହୁଏ । ଦୃକ ପଞ୍ଜିକା ଅନୁସାରେ, ଜୁଲାଇ ୨୬ରେ ଦେବଗୁରୁ ବୃହସ୍ପତି ଓ…

୨୦୨୬ରେ ରହିବ ୧୩ ମାସ, ଜାଣନ୍ତୁ କେମିତି ସମ୍ଭବ

ଖାସ୍ ହେବାକୁ ଯାଉଛି ଆଗାମୀ ବର୍ଷ । କାହିଁକି ନା ୨୦୨୬ରେ ୧୨ଟି ମାସ ନୁହେଁ ପଡ଼ିବ ୧୩ ମାସ । ୨୦୨୬ ନବବର୍ଷରେ ପଡ଼ୁଛି 'ଅଧିକ ମାସ' । ଭଗବାନ ବିଷ୍ଣୁଙ୍କ ସର୍ବାଧିକ ପ୍ରିୟ ହେଉଛି ଅଧିକମାସ । 'ଅଧିକ ମାସ'କୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ । ଶାସ୍ତ୍ର ଅନୁସାରେ, ପୁରୁଷୋତ୍ତମ ମାସକୁ…

କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଦୁର୍ବଳ ନା ବଳବାନ, ଜାଣନ୍ତୁ ଏହାର ଲକ୍ଷଣ କ’ଣ ?

ଶକ୍ତିଶାଳୀ ସୂର୍ଯ୍ୟର ଲକ୍ଷଣ: ଯେତେବେଳେ ସୂର୍ଯ୍ୟ ଶକ୍ତିଶାଳୀ କିମ୍ବା ଦୁର୍ବଳ ଥାଏ, ସେତେବେଳେ ବ୍ୟକ୍ତିର ଜୀବନରେ ଅନେକ ଲକ୍ଷଣ ଦେଖାଦିଏ । ତେଣୁ, ଆସନ୍ତୁ କୁଣ୍ଡଳୀରେ ଶକ୍ତିଶାଳୀ କିମ୍ବା ଦୁର୍ବଳ ସୂର୍ଯ୍ୟର ଲକ୍ଷଣଗୁଡ଼ିକୁ ଅନୁସନ୍ଧାନ କରିବା । ଜ୍ୟୋତିଷ ଶାସ୍ତ୍ରରେ, ଭଗବାନ…

ତାଳପତ୍ରରେ ଲେଖାଅଛି ଆପଣଙ୍କ ଭବିଷ୍ୟତ, ଜାଣିବା ପାଇଁ ଯାଆନ୍ତୁ ଏହି ମନ୍ଦିର

ଆମ ଜଗନ୍ନାଥ ସଂସ୍କୃତି ସହିତ ତାଳପତ୍ରର ଖୁବ୍ ନିବିଡ ସଂପର୍କ ରହିଛି । ଲୋକେ ତାଳପତ୍ର ପୋଥିକୁ ଠାକୁରଙ୍କ ଭଳି ପୂଜା କରନ୍ତି । ଏହି ତାଳପତ୍ରରେ ପୋଥି, ଜାତକ, ପାଣ୍ଡୁଲିପି, ପଟ୍ଟଚିତ୍ରର ଅଙ୍କନ କରାଯାଇଥାଏ । ପୂର୍ବ କାଳରେ ପାଠ୍ୟ ପୁସ୍ତକ ସେତେଟା ନଥିଲା । ତାଳପତ୍ର ପୋଥି ଉପରେ ସମସ୍ତେ…

୨୦୨୬ରେ ଚାରୋଟି ଗ୍ରହ ଗତିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି, ବଦଳିବ ଆପଣଙ୍କ ଭବିଷ୍ୟତ

ଭାରତୀୟ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଦଶା, ମହାଦଶା, ଅନ୍ତର୍ଦଶା ଏବଂ ପ୍ରତ୍ୟାନ୍ତର ଦଶା ବିଷୟରେ କୁହାଯାଇଛି । ଏହାଦ୍ୱାରା ଗ୍ରହମାନଙ୍କର ଗୋଚର ବି ଜଣାପଡେ।  ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୬ରେ ଚାରୋଟି ଗ୍ରହ ନିଜ ଗତିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଶନି,…

ଛିଣ୍ଡା ଜିନ୍ସ ଏବଂ ସାଇଡ୍ ରୋଲ୍… ପରେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ବଦଳାଇଲା ସ୍ମୃତିଙ୍କ ଜୀବନ

ଅଭିନେତ୍ରୀ-ରାଜନେତା ସ୍ମୃତି ଇରାନୀ ପୁଣି ଥରେ ତୁଳସୀ ବିରାନୀ ଭୂମିକାରେ ନଜର ଆସିବେ । କ୍ୟୁଙ୍କି ସାସ ଭି କଭି ବହୁ ଥି ପାର୍ଟ ୨ ଜୁଲାଇ ୨୯ ରୁ ପ୍ରିମିୟର ହେବାକୁ ଯାଉଛି । ସ୍ମୃତି ବହୁତ ଦିନ ପରେ ଅଭିନୟରେ ଫେରି ଆସୁଛନ୍ତି । କିନ୍ତୁ ଯେତେବେଳେ ସେ ଏହି ଶୋ’ ସହିତ ତାଙ୍କର କ୍ୟାରିଅର…

ବିମାନ ଦୁର୍ଘଟଣା ନେଇ ପୂର୍ବରୁ ସଂକେତ ଦେଇଥିଲେ ଜ୍ୟୋତିର୍ବିଦ ଶର୍ମିଷ୍ଠା !

ଭୟଙ୍କର ବିମାନ ଦୁର୍ଘଟଣା । ଟେକଅଫ୍ ପରେ ବିମାନ ବନ୍ଦର ନିକଟ ବିଲଡିଂରେ ବାଡ଼େଇ ହୋଇ ନିଆଁ ପିଣ୍ଡୁଳା ପାଲଟି ଗଲା ଏୟାର ଇଣ୍ଡିଆ ବିମାନ । ଏଭଳି ଅଚାନକ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବଧ କରି ଦେଇଛି । ଖୋଜା ଚାଲିଛି ଅହମଦାବାଦ ବିମାନ ଦୁର୍ଘଟଣାର କାରଣ । ହେଲେ ଏହାରି ଭିତରେ ଆସିଛି ଜଣେ…

ଭବିଷ୍ୟବକ୍ତା ୨୦୨୫କୁ ନେଇ କଣ କହୁଛନ୍ତି ଆସନ୍ତୁ ଜାଣିବା

ନୂଆ ବର୍ଷ ପାଖେଇ ଆସିଲେ ଆପେ ଆପେ ମନକୁ ଆସିଯାଏ ବର୍ଷଟି କେମିତି କଟିବ । ନାସ୍ତିକ ଲୋକଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ନିଜ ରାଶି ନକ୍ଷତ୍ର ଦେଖି ନିଜକୁ ମାନସିକ ଭାବେ ପ୍ରସ୍ତୁତ କରନ୍ତି ନୂଆ ବର୍ଷ ପାଇଁ । ତେବେ ଇଏ ତ ବ୍ୟକ୍ତିଗତ କଥା ତା ସହିତ ଦେଶ ଦୁନିଆରେ କଣ ଘଟିବ ତାକୁ ନେଇ ମଧ୍ୟ…

ବିବାହ ପୂର୍ବରୁ କରନ୍ତୁ ଏହି ଶୁଭ କାମ, ଦାମ୍ପତ୍ୟ ଜୀବନ ହେବ ସୁଖମୟ

ସନାତନ ଧର୍ମରେ ବିବାହ ଏକ ପବିତ୍ର ବନ୍ଧନ। ଏହି ବନ୍ଧନରେ ବାନ୍ଧି ହେବା ପରେ ବ୍ୟକ୍ତିର ଜୀବନରେ ଏକ ନୂଆ ମୋଡ଼ ଆସିଥାଏ । ଏହା ସହିତ ପରସ୍ପର ପ୍ରତି ଦାୟିତ୍ୱ ମଧ୍ୟ ବଢ଼ିଥାଏ । ଭାରତୀୟ ପରମ୍ପରାରେ ଉଭୟ ଧାର୍ମିକ ଏବଂ ଆଧ୍ୟାତ୍ମିକ ଦିଗରୁ ବିବାହର ବିଶେଷ ଗୁରୁତ୍ୱ ରହିଛି । ତେଣୁ ବିବାହ…

ଘରେ କଳା କୁକୁର ପାଳିବା ହୋଇଥାଏ ଶୁଭ, ଦେବା-ଦେବୀ ପ୍ରସନ୍ନ ହେବା ସହ ଗ୍ରହ ଦୋଷ ହୋଇଥାଏ ଦୂର

ସବୁ ପଶୁଙ୍କ ମଧ୍ୟରେ କୁକୁର ବହୁତ ବିଶ୍ୱାସୀ ହୋଇଥାଏ । ଆଜିକାଲି ଅଧିକାଂଶ ଲୋକ ଘରେ କୁକୁର ପାଳନ କରୁଛନ୍ତି । କେହି କେହି କୁକୁରକୁ ନା କେବଳ ସଉକରେ ପାଳୁଛନ୍ତି ବରଂ ଏ ଘରର ଜଣେ ସଦସ୍ୟ ଭାବେ ରହୁଥିବା ଦେଖାଯାଉଛି । କୁକୁର ପାଳନ ଦ୍ୱାରା କୁଣ୍ଡଳୀରେ କେତେକ ଗ୍ରହ ଦୋଷ ଦୂର ହେବା ସହ ବହୁ…

ଧନବାନ ଲୋକଙ୍କ ହାତରେ ରହିଥାଏ ଭାସ୍କର ଯୋଗ, ହୋଇଥାନ୍ତି ରାଜନେତା ଓ ଅମାପ ଧନ ସମ୍ପତ୍ତିର ମାଲିକ

ହସ୍ତରେଖା ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ହାତରେ ଥିବା ରେଖା ଓ ପର୍ବତକୁ ବିଶ୍ଲେଷଣ କରି ତାଙ୍କର ବ୍ୟକ୍ତିତ୍ୱ ଓ ଭବିଷ୍ୟତ ସମ୍ପର୍କରେ ଜାଣିପାରିବେ । ହାତାରେ ବହୁ ପର୍ବତ ଓ ରେଖା ପ୍ରମୁଖ ହୋଇଥାଏ । ଯେମିତି ଜୀବନ ରେଖା, ହୃଦୟ ରେଖା,ଧନ ରେଖା ଓ ଭାଗ୍ୟ ରେଖା । ଏହି ରେଖାରେ ବହୁ ପ୍ରକାର…

ଖାଦ୍ୟ ଦ୍ୱାରା ମଧ୍ୟ ବଦଳାଇ ପାରିବେ ଗ୍ରହର ଗତି, ଜାଣନ୍ତୁ କୁଣ୍ଡଳୀରେ ଗ୍ରହର ଶୁଭତା ବଢ଼ାଇବାର ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ଏମିତି ସବୁ ଉପାୟ ଦିଆଯାଇଛି,ଯାହାର ମାଧ୍ୟମରେ କୁଣ୍ଡଳୀରେ ଗ୍ରହକୁ ମଜବୁତ ସ୍ଥିତିକୁ ଅଣାଯାଇ ପାରିବ । ଅର୍ଥାତ ତା’ର ଶୁଭ ଫଳ ବଢ଼ାଇ ଦିଆଯାଇ ପାରିବ । ଯଦି ଗ୍ରହ ଦୁର୍ବଳ ସ୍ଥିତିରେ ରହିଥାନ୍ତି, ତେବେ ତାକୁ ମଜବୁତ କରିହେବ । ଏହାଛଡ଼ା ରତ୍ନ ଧାରଣ ଓ ପୂଜା ପାଠ…