Asus ଲଞ୍ଚ କରିବ ସ୍ମାର୍ଟଫୋନର ନୂଆ ସିରିଜ୍, ଜାଣନ୍ତୁ ଡିଟେଲ୍ସ
ନୂଆ ବର୍ଷ ଅବସରରେ ୯ ଜାନୁଆରୀ ଦିନ CES ଇଭେଣ୍ଟ ବା କନଜ୍ୟୁମର ଇଲେକ୍ଟ୍ରୋନିକ୍ ସୋ’ ଆୟୋଜିତ ହେବ । ଏହି ଇଭେଣ୍ଟରେ Asus ନିଜର ଆଗାମୀ Rog 8 ସିରିଜ୍ ଲଞ୍ଚ କରିବ । ଲଞ୍ଚ ପୂର୍ବରୁ Asus Rog 8 ସିରିଜର ସ୍ପେସିଫିକେସନ୍ ସାମ୍ନାକୁ ଆସିଛି । ଏହି ସିରିଜ୍ ଅଧୀନରେ କମ୍ପାନୀ Asus Rog 8…