ସତରେ କ’ଣ ଜୀବିତ ରହିଛନ୍ତି ଅଶ୍ୱତ୍ଥାମା, ଜାଣନ୍ତୁ ଏହା ପଛର ରହସ୍ୟ
ପୁରାଣରେ କୁହାଯାଇଛି ‘ଅଶ୍ୱତ୍ଥାମା ବଳିର୍ବ୍ୟାସୋ ହନୁମାନଶ୍ଚ ବିଭୀଷଣଃ କୃପଶ୍ଚ ପରଶୁରାମଶ୍ଚ ସପ୍ତୈ ତେ ଚିରଞ୍ଜୀବୀନଃ’
ଅଶ୍ୱଥମା, ବ୍ୟାସ, ବଳି, ହନୁମାନ, ପର୍ଶୁରାମ, ବିଭୀଷଣ, କୃପାଚାର୍ଯ୍ୟ ଏହି ସାତ ଜଣଙ୍କୁ ଚିରଞ୍ଜୀବୀ ଅର୍ଥାତ୍ ସେମାନେ ଏବେବି ଜୀବିତ ବୋଲି କୁହାଯାଏ। କୁହାଯାଇଥାଏ…