Odisha News
.
Browsing Tag

atal bihari vajpayee

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ବାଜପେୟୀଙ୍କ ସମାଧି ସ୍ଥଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଧି ସ୍ଥଳରେ ପହଞ୍ଚି ତାଙ୍କୁ…

ବାଜପେୟୀଙ୍କ ଅସ୍ଥି ବିସର୍ଜନ ବେଳେ ଓଲଟିଲା ଡଙ୍ଗା : ନଦୀରେ ପଡିଲେ ନେତା

ଉତ୍ତରପ୍ରଦେଶ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ସମୟରେ ଅଘଟଣ । ଡଙ୍ଗା ଓଲଟିପଡିବାରୁ ନଦୀରେ ପଡିଲେ ମନ୍ତ୍ରୀ ଏବଂ ସାଂସଦ । ଘଟଣାଟି ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଘଟିଛି । ସୂଚନା ଅନୁଯାୟୀ, କିନ୍ତୁ କୁଆନୋ ନଦୀରେ ଅସ୍ଥି ବିସର୍ଜନ ବେଳେ…

ଜୀଇଁଥିବା ଥାଏ ଯୋଡ଼ିଲେ, ମୃତ୍ୟୁ ପରେ ବି ଏକାଠି କଲେ ଅଟଳ

ଭୁବନେଶ୍ବର : ଜୀଇଁଥିବା ଥାଏ ଯୋଡ଼ିଲେ । ମୃତ୍ୟୁ ପରେ ବି ଏକାଠି କଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିସଭାରେ ଏକାଠି ହେଲେ ସବୁ ଦଳର ବରିଷ୍ଠ ନେତା । ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିକ ସ୍ମୃତିସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା, ହରିଦ୍ବାରରେ ପହଞ୍ଚିଲେ ଅମିତ ଶାହ ଓ ରାଜନାଥ ସିଂହ

ବାରାଣସୀ : ଆରମ୍ଭ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା । ତାଙ୍କର ଅସ୍ଥି ଗଙ୍ଗାରେ ବିସର୍ଜନ କରାଯିବ । ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର…

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ କିଟ୍‌ ଓ କିସର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ କିଟ୍‌ ଓ କିସ୍‌ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କିସ୍‌ ପରିସରରେ ଆୟୋଜିତ ହୋଇଥିଲା ଶ୍ରଦ୍ଧାଞ୍ଜଳି ସଭା । ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ…

ଚିରନିଦ୍ରାରେ ଅଟଳ ବିହାରୀ ବାଜପେୟୀ

ନୂଆଦିଲ୍ଳୀ : ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିଲ୍ଲୀ ଏମ୍‌ସରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।  ଅସୁସ୍ଥତା କାରଣରୁ ଗତ ଜୁନ୍‌ ୧୧ ତାରିଖରୁ ସେ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିଲେ ।…

ଡ୍ରିମଗର୍ଲଙ୍କୁ ପ୍ରଥମ ଥର ଦେଖି ଲାଜେଇ ଯାଇଥିଲେ ଅଟଳ ବିହାରୀ : ୨୫ ଥର ଦେଖିଥିଲେ ହେମାଙ୍କ ଗୋଟିଏ ସିନେମା

୮୦ ଦଶକର ସୁପରହିଟ୍ ଅଭିନେତ୍ରୀ ହେମାମାଳିନୀ । ନିଜ ନିଖୁଣ ଅଭିନୟ ଏବଂ ମତୁଆଲା ଅନ୍ଦାଜରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟର ଡ୍ରିମଗର୍ଲ ବନିଯାଇଛନ୍ତି ହେମାମାଳିନୀ । ହେମାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟରୁ ଜଣେ ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଜାଣି…

ବାଜପେୟୀଙ୍କ ୫ ଅଟଳ ପଦକ୍ଷେପ : ଯାହା ତିଆରି କରିଛି ନୂଆ ଭାରତର ନୂଆ ପଥ

ସଙ୍କଟାପନ୍ନ ଅଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା । ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଛି । ଗତ ୩୬ ଘଣ୍ଟା ଭିତରେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନାହିଁ । ଏମ୍ସ ମେଡିକାଲ କର୍ତ୍ତୃପକ୍ଷ ଜାରି…

ବାଜପେୟୀଙ୍କ ସ୍ବାସ୍ଥ୍ଯାବସ୍ଥାରେ ସୁଧାର : ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାଚ୍ଚର୍ନା

ନୂଆଦିଲ୍ଲୀ : ପୂବର୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଯେଉଁ ଚିକିତ୍ସା ପ୍ରଦାନ କରାଯାଉଛି ସେଥିରୁ ସୁଫଳ ମିଳିଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ଏମ୍‌ସ କର୍ତ୍ତପକ୍ଷ । ତେବେ ଚିକିତ୍ସା ପାଇଁ ବାଜେପୟୀଙ୍କୁ ଏବେ ଏମ୍ସର ରହିବାକୁ ପଡ଼ିବ ।…