Browsing Tag

athagarh

ଦହିସରା ଗାଁରେ ଗୋଷ୍ଠୀ ସଂଘର୍ଷ, ୫ ଆହତ ମେଡିକାଲରେ ଭର୍ତ୍ତି

ଆଠଗଡ଼: ଦହିସରା ଗାଁରେ ଗୋଷ୍ଠୀ ସଂଘର୍ଷ ।  ଉଭୟ ଗୋଷ୍ଠୀରୁ ୫ ଆହତ ମେଡିକାଲରେ ଭର୍ତ୍ତି ।  ଆଠଗଡ଼ ଥାନା ଅନ୍ତର୍ଗତ ଦହିସରା ଗାଁରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇ ରକ୍ତାକ୍ତ ହୋଇଛନ୍ତି । ସମସ୍ତ ଆହାତଙ୍କୁ ଆଠଗଡ଼ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି ।…

ଅବକାରୀ ବିଭାଗ ; ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା ବିଦେଶୀ ମଦ ଜବତ

ଆଠଗଡ଼: ଅସଲି ବୋଟଲରେ ନକଲି ମଦ । ଏହି ଚୋରା କାରଖାନା ଚାଲିଥିଲା ଆଠଗଡ଼ ମୈତ୍ରିନଗର ଅଞ୍ଚଳରେ । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ଚୋରା ମଦ କାରଖାନା ଠାବ ହୋଇଛି । ତିନି ଶହ ପେଟିରୁ ଅଧିକ ନାମୀଦାମୀ  ବ୍ରାଣ୍ଡ କମ୍ପାନୀର ଚୋରା ବିଦେଶୀ ମଦ ଭର୍ତି ବୋତଲ…

ପ୍ରଶାସନ ଶୁଣିଲା ନାହିଁ ରାସ୍ତାକୁ ମରାମତି କଲେ ଯୁବକ ସଂଘ

ରାସ୍ତାରେ ଯା ଆସ କରି ହେଉ ନଥିଲା । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଲୋକେ । କିନ୍ତୁ ତାଙ୍କର ଏ ଦୁଃଖକୁ ଆଠଗଡ଼ ପ୍ରଶାସନ ଶୁଣିଲା ନାହିଁ । ଶେଷରେ ଯୁବକ ସଂଘ ପିଲା ମାନେ ମିଶି ମୁଖ୍ୟ ରାସ୍ତାକୁ କଲେ ମରାମତି । ଆଠଗଡ଼ରୁ ପଶ୍ଚିମା ଅଞ୍ଚଳକୁ ସଂଯୋଗ କରୁଥିବା ପୁରୁଣା କଟକ…

ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା, ୩୦ରୁ ଅଧିକ ଆହତ

ଆଠଗଡ଼ : ମୁଣ୍ଡଳୀ ରାସ୍ତା ଛତାବର ନିକଟରେ ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୧୦ ଜଣ ଅଧିକ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଆଠଗଡ଼ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ଓ ଆଠଗଡ଼ ଅଗ୍ନିଶମ ବିଭାଗ…

ମାଆ ହେଲେ ନାବାଳିକା ଦୁଷ୍କର୍ମ ପୀଡ଼ିତା, ଶାରୀରିକ ସମ୍ପର୍କ ରଖିଵା ପରେ ଫେରାର ହୋଇଯାଇଥିଲା ଯୁବକ

ଆଠଗଡ଼ : ଆଠଗଡ଼ରେ ଲଜ୍ଜା । ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ସନ୍ତାନ ପ୍ରସବ ।  କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା । କଟକ ବଡ ମେଡିକାଲରେ ପୁତ୍ର ସନ୍ତାନ ଜନ୍ମ କଲେ ପୀଡ଼ିତା ନାବାଳିକା ।  ଘଟଣାକୁ ନେଇ ପରିବାର ପକ୍ଷରୁ ଖୁଣ୍ଟୁଣୀ ଥାନାରେ ଏତଲା ଦିଆଯାଇଛି।…

ଆଠଗଡ଼: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀର ଗଳିତ ମୃତଦେହ ଉଦ୍ଧାର

ଆଠଗଡ଼: ପରିତ୍ୟକ୍ତ କୂଅରୁ ହାତୀର ମୃତଦେହ ଉଦ୍ଧାର ।  ଆଠଗଡ଼ କନ୍ଦରପୁର ବିଟ୍ କେନ୍ଦୁଟୋକଳି ନିକଟ କୂଅରୁ ଉଦ୍ଧାର ହୋଇଛି ଗଳିତ ମୃତଦେହ ।  ମୃତ ହାତୀଟିର ବୟସ ପ୍ରାୟ ୪ ବର୍ଷ ହେବ। ହାତୀଟି ପାଣି ପିଇବାକୁ ଆସି କୂଅ ଭିତରେ ଖସିପଡ଼ିଥିବା ସନ୍ଦେହ କରାଯାଉଛି । କୂଅ ଭିତରୁ ଦୁର୍ଗନ୍ଧ…

ଆଠଗଡ଼ରେ ବୁଲୁଛି ବାଘ, ଲୋକଙ୍କୁ ଭୟଭୀତ ନହେବାକୁ DFOଙ୍କ ଅପିଲ

ଆଠଗଡ଼: ଆଠଗଡ଼ରେ ବୁଲୁଛି ବାଘ । ନରସିଂହପୁର ଇଷ୍ଟ ରେଞ୍ଜର ରାସ୍ତା କଡ଼ରେ ଦେଖିବାକୁ ମିଳିଛି କଲରା ପତରିଆ ବାଘ। ବନଖଣ୍ଡର ତିଗିରିଆ ଠାରୁ ବଡମ୍ବା, ନରସିଂହପୁର ହିନ୍ଦୋଳ ପର୍ଯ୍ୟନ୍ତ ବାଘଟି ବୁଲୁଥିବା ଦେଖିବାକୁ ମିଳୁଛି । ରାସ୍ତାରେ ବୁଲୁଥିବା ବେଳେ କଲରାପତରିଆର ଭିଡିଓ ମୋବାଇଲରେ କଏଦ…

ପରକୀୟା ପ୍ରୀତିରୁ ନବବଧୂଙ୍କୁ ହତ୍ୟା, ଶାଶୁଘର ଲୋକ ମାରିଦେଇଥିବା ଅଭିଯୋଗ

ଆଠଗଡ଼: ପରକୀୟା ପ୍ରୀତିରୁ ନବବଧୂଙ୍କୁ ହତ୍ୟା ଅଭିଯୋଗ । ଝିଅକୁ ଶାଶୁଘର ଲୋକ ହତ୍ୟା କରିଥିବା ଆଠଗଡ଼ ତିଗିରିଆ ଥାନାରେ ବାପା ଅଭିଯୋଗ କରିଛନ୍ତି । । କଟକ ଜିଲ୍ଲା ତିଗିରିଆ ଥାନା ବନମାଳୀପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଗତ ବର୍ଷେ ତଳେ ତିଗିରିଆ ଥାନା…

ବିଶ୍ୱାସଘାତ କଲେ ଗାଁର ଝିଅ ଓ ବୋହୂ, ମହିଳାଙ୍କ ନାଁରେ ଲୋନ୍ ନେଇ ଟଙ୍କା ହଡ଼ପ ଅଭିଯୋଗ

ଆଠଗଡ଼: ବିଶ୍ୱାସରେ ବିଷ ଦେଲେ ଗାଁର ଝିଅ ବୋହୂ । ପ୍ରଥମେ ବିଶ୍ୱାସ ଜମାଇ ମହିଳାମାନଙ୍କ ନାଁରେ ନେଇଥିଲେ ଲୋନ୍ ପରେ ଟଙ୍କା ନେଇ ମାରିଲେ ଚମ୍ପଟ । ଆଠଗଡ଼ ଥାନା ଅନ୍ତର୍ଗତ କଟକିଆ ସାହି ପଞ୍ଚାୟତ ବନ୍ଧହଟା ଗାଁରୁ ଆସିଛି ଏଭଳି ସାଙ୍ଘାତିକ ମାମଲା । ମହିଳା ଗୋଷ୍ଠୀ ଓ ଗାଁ ମହିଳାଙ୍କ ଠାରୁ…

କାର୍ତ୍ତିକ ମାସର ଆଜି ଦ୍ୱିତୀୟ ସୋମବାର, ଚଳଚଞ୍ଚଳ‌ ଧବଳେଶ୍ୱର ପୀଠ

ଆଠଗଡ଼ : ଆଜି ହେଉଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ଚଳଚଞ୍ଚଳ‌ ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ୱର ଙ୍କ ପୀଠ ।  ଧାର୍ମିକ ବିଶ୍ବାସ ରହିଛି ଏହି ଦିନରେ ଦେବ ଦେବ ମହାଦବେଙ୍କୁ ର୍ଦଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ । କାର୍ତ୍ତିକ ସୋମବାରରେ ବାବା…

ବାତ୍ୟାକୁ ଦୃଷ୍ଟିରେ ରଖି ପରିବା ବଜାରରେ ଜମୁଛି ଭିଡ

ଆଠଗଡ଼ :  ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏବେ ପରିବା ବଜାରରେ ଭିଡ ଜମିଛି ।  ଆଠଗଡ଼ ସହରର ମୁଖ୍ୟ ପରିବା ବଜାର ହେଉଛି ପୂରୁଣା ବସଷ୍ଟାଣ୍ଡ ନିକଟ ଲକ୍ଷ୍ମୀ ବଜାର ପରିବା ମାର୍କଟେ ।  ସକାଳ ପାଉପାଉ ଲୋକମାନେ ପରିବା କିଣିବା ପାଇଁ ପରିବା ବଜାରରେ ଭିଡ଼ ଜମେଇବାରେ ଲାଗିଛନ୍ତି । କିଛି…

କାର୍ତ୍ତିକ ପ୍ରଥମ ସୋମବାର, ଚଳଚଞ୍ଚଳ ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠ

ଆଠଗଡ଼ : ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠ । କାର୍ତ୍ତିକ ସୋମବାରରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବା ସହିତ ପୀଠରେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ବ୍ରତଧାରୀ ଓ ଶ୍ରଦ୍ଧାଳୁ । ଭୋର ୪ଟାରୁ ମନ୍ଦିର ପହଡ ଖୋଲାଯାଇ ୧୦୮…