Browsing Tag

athagarh

ବୟସର ଅପରାହ୍ନରେ ପହଞ୍ଚିଲେଣି ସ୍ୱାମୀ ସ୍ତ୍ରୀ, ହେଲେ ବର୍ଷ ବର୍ଷଧରି ଭଙ୍ଗା କୁଡିଆ ଚାଳ ଘରେ ବିତୁଛି ଜୀବନ

ଆଠଗଡ (କେନ୍ୟୁଜ): ମାଉସୀ କହୁ କହୁ କେମିତି କାନ୍ଦି ପକାଉଛନ୍ତି । କଣ କରିବେ ବା ସେ କୋହ କଣ ସମ୍ଭାଳି ହେଉଛି । ଦାରିଦ୍ର୍ୟ ଏମିତି ତାଙ୍କୁ ମାରୁଛି ଯେ ସେ ହୋଇଯାଇଛନ୍ତି ଉପାୟଶୂନ୍ୟ । ଦେଖନ୍ତୁ ଏ ଘରକୁ ,ଘର ନୁହେଁ ତ ଗୁହାଳ। ଯେଉଁ ଘରେ ପଶୁ ରହିବାକୁ ରାଜି ହେବେନି ସେ ଘରେ ରହୁଛି ମଣିଷ।…

ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ଧବଳେଶ୍ବର ପୀଠ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଆଠଗଡ (କେନ୍ୟୁଜ): ଆଜି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ଧବଳେଶ୍ବର ପୀଠ । ଆଠଗଡରେ ବାବା ଧବଳେଶ୍ଵରଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଭୋର ୪ଟାରୁ ମନ୍ଦିର ଦ୍ଵାର ଫିଟାଯାଇ ବାବାଙ୍କ ନୀତିକାନ୍ତି କରାଯାଇଥିଲା । ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାର…

ଆଠଗଡ଼ରେ ବ୍ୟାପୁଛି ଡାଇରିଆ, ବିଷ୍ଣୁପୁର ମୁଣ୍ଡିଆ ସାହିରେ ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଆଠଗଡ଼ (କେନ୍ୟୁଜ୍‌): ରାଉରକେଲା, କଣ୍ଟାବାଞ୍ଜି ପରେ ଏବେ କଟକ ଜିଲ୍ଲା ଆଠଗଡ଼ରେ ଡାଇରିଆ ବ୍ୟାପିଛି। ତିଗିରିଆ ବିଷ୍ଣୁପୁର ମୁଣ୍ଡିଆ ସାହିରେ ଡାଇରିଆରେ ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି । ଆଠଗଡ଼ ମେଡିକାଲରେ ୬ ଜଣ ଚିକିତ୍ସା ପାଇଁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ…

ନିଜେ ଟଙ୍କା ନେଇ ଟଙ୍କା ଛଡାଇ ନେବାର ନାଟକ ରଚିଥିଲେ, ଅଭିଯୋଗକାରୀ ହେଲେ ଗିରଫ

ଆଠଗଡ଼ (କେନ୍ୟୁଜ୍‌) : ରବରି ଯୋଜନା। ନିଜେ ଟଙ୍କା ନେଇ ନିଜେ ଗିରଫ । ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ କରିଥିଲେ ହେଲେ ଅଭିଯୋଗକାରୀ ନିଜେ ଗିରଫ ହୋଇଛନ୍ତି । ଆଠଗଡ଼ରେ ଫାଇନାସ କର୍ମଚାରୀଙ୍କ ନୂଆ ନାଟକ । ନିଜେ ଟଙ୍କା ନେଇ ଟଙ୍କା ଛଡାଇ ନେବାର ନାଟକ ରଚିଥିଲେ । ସୁନା ମୁତାବିକ୍‌, ଆଠଗଡ…

ଦୁଇ ସାହି ଭିତରେ ଗଣ୍ଡଗୋଳରୁ ବୋମାମାଡ଼; ୧୦ ଆହତ, ୪ ଗୁରୁତର

ଆଠଗଡ଼ (କେନ୍ୟୁଜ): ଦୁଇ ସାହି ଭିତରେ ଗଣ୍ଡଗୋଳରୁ ବୋମାମାଡ଼ । କଟକ ଜିଲ୍ଲା ଆଠଗଡ଼ ଥାନା ବଡଭୂଇଁ ପଞ୍ଚାୟତରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ସହ ଢେଲାମାଡ କରି ଘରଦ୍ୱାର ଭଙ୍ଗାରୁଜା ହୋଇଛି । ବୋମାମାଡ଼ରେ ୧୦ଜଣ ଆହତ ହୋଇଛନ୍ତି । ଏମାନଙ୍କ ଭିତରେ ଗୁରୁତର…

ଆଠଗଡ଼ରେ ଦୁଇ ଶିଶୁଙ୍କୁ ଅକଥନୀୟ ନିର୍ଯାତନା ଦେବା ମାମଲା, ବନ୍ଧା ହେଲେ ସାବତ ମାଆ ଓ ବାପା

ଆଠଗଡ଼(କେନ୍ୟୁଜ୍):  ଗିରଫ ହେଲା ନିଷ୍ଠୁର ସାବତ ମାଆ । ଆଠଗଡ଼ରେ ଭାଇ ଭଉଣୀଙ୍କୁ ଅକଥନୀୟ ନିର୍ଯାତନା ଘଟଣାରେ ବାପା ଓ ସାବତ ମାଆ ଗିରଫ ହୋଇଛନ୍ତି । ଦୁଇ ଜଣଙ୍କୁ ଗିରଫ କରିଛି ଆଠଗଡ଼ ଥାନା ପୋଲିସ । ସେମାନେହେଲେ ଆଠଗଡ଼ ଅଶୋକ ନଗରର ସୁନୀଲ ନନ୍ଦ ଓ ସାବତ ମାଆ ପୁଷ୍ପଲତା । ଦୁଇ ଶିଶୁଙ୍କୁ…

ସାବତ ମା’ ମାଡ଼ରେ ଭାଇଭଉଣୀ ଗୁରୁତର ଆହତ, ଆଠଗଡ଼ ମେଡିକାଲରେ ଭର୍ତ୍ତି

ଆଠଗଡ଼(କେନ୍ୟୁଜ୍): ସାବତ ମା ର ମାଡ଼ ରେ ଦୁଇ ଶିଶୁ ଗୁରୁତର ଆହତ।ଆଠଗଡ଼ ମେଡିକାଲରେ ଭର୍ତ୍ତି। ଏଭଳି ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକ ନଗର ଅଞ୍ଚଳରେ। ଆଜି ଗୁରୁତର ଶିଶୁ ଘରୁ ଲୁଚି ଆସିଥିବାବେଳେ  ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଛି। ଶିଶୁ ଦୁଇଟିର ଅବସ୍ଥା ଗୁରୁତର ଥିବା…

ରେଡ୍‌ ବେଳେ ମଦ ମାଫିଆଙ୍କ ଦୌରାତ୍ମ୍ୟ, ଅବକାରୀ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଆଠଗଡ଼(କେନ୍ୟୁଜ୍): ରେଡ୍‌ ବେଳେ ମଦ ମାଫିଆଙ୍କ ଅତର୍କିତ ଆକ୍ରମଣ । ଖଣ୍ଡାରେ ଆକ୍ରମଣ ସହ ଅବକାରୀ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ମରଣାନ୍ତକ ଆକ୍ରମଣରେ ଆଠଗଡ଼ ଅବକାରୀ ବିଭାଗର ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଅବକାରୀ କର୍ମଚାରୀ କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଡାଳୁଆ ଜଙ୍ଗଲରେ ଚଢ଼ାଉ…

ଟୋଲ୍‌ ଗେଟ୍‌ କର୍ମଚାରୀଙ୍କ ଔଦ୍ଧତ୍ୟ: ଛତିଶଗଡ଼ର ପର୍ଯ୍ୟଟକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ, ୪ ଜଣଙ୍କୁ ଗିରଫ କଲା ଆଠଗଡ଼…

ଆଠଗଡ଼(କେନ୍ୟୁଜ୍):ଅତିଥିଙ୍କୁ ଏମିତି ଆତିଥ୍ୟ । ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ । ଟୋଲ୍‌ ଗେଟ୍‌ କର୍ମଚାରୀଙ୍କ ଔଦ୍ଧତ୍ୟ । ଗୋଡ଼େଇ ଗୋଡ଼େଇ ପିଟିଲେ । ଠେଙ୍ଗା ଓ ପାଇପ୍‌ରେ ମାଡ଼ ମାରି ଲହୁଲୁହାଣ କଲେ । ମହିଳା, ପୁରୁଷ, ପିଲା କି ବୁଢ଼ା କାହାକୁ ବି ଛାଡିଲେନି । କାହା ମୁଣ୍ଡ ଫଟାଇଲେ ତ କାହାର…

ଯାତ୍ରା କଳାକାରଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଯାତ୍ରା ପେଣ୍ଡାଲରେ ପିଟାପିଟି

ଆଠଗଡ଼(କେନ୍ୟୁଜ୍): ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ । ସାମାନ୍ୟ ବଚସାକୁ କେନ୍ଦ୍ର କରି ଯାତ୍ରା ପେଣ୍ଡାଲରେ ପିଟାପିଟି । ଚେୟାର୍‌ ଫିଙ୍ଗା ଫୋପଡା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ନୂଆପାଟଣା ତଳ ସାହିର । ଚନ୍ଦନ ଯାତ୍ରାରେ ଗାଁରେ ଅପେରା ପଡିଥିଲା । ଯାତ୍ରା କଳାକାରଙ୍କୁ…

ବିବାହ ଭୋଜି ଖାଇବାକୁ କେନ୍ଦ୍ର କରି ଖଣ୍ଡାରେ ଆକ୍ରମଣ, ଗୁରୁତର ଅବସ୍ଥାରେ ଯୁବକ ଏସସିବି ମେଡିକାଲକୁ ସ୍ଥାନାନ୍ତର

କେନ୍ୟୁଜ୍(ବ୍ୟୁରୋ): ବିବାହ ଭୋଜି ଖାଇବାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର। ଆଠଗଡ଼ ରଥଗଡା ଛକରେ ବିବାହ ଭୋଜି ଖାଇବାକୁ କେନ୍ଦ୍ର କରି ଆକ୍ରମଣ। ଆଠଗଡ଼ ଥାନା ଗୌଡଝରି ମନ୍ଦିରରେ ଏକ ବିବାହ ଭୋଜିକୁ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଲିରେ ବୁଲିଲା ଖଣ୍ଡା, ସଂଘବଦ୍ଧ ଭାବେ ଗୋଟିଏ ପରିବାରର ତିନି ଜଣଙ୍କୁ ଆକ୍ରମଣ

ଆଠଗଡ(କେନ୍ୟୁଜ): ତିଗିରିଆ ଥାନା ଅନ୍ତର୍ଗତ ନୁଆପାଟଣା ବାଲିସାହି ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖଣ୍ଡା ଓ କଟୁରୀ ଦ୍ଵାରା ସଙ୍ଗବଦ୍ଧ ଭାବେ ଗୋଟିଏ ପାରିବାରର ତିନି ଜଣଙ୍କୁ ଆକ୍ରମଣ କରା ଯାଇଛି । ଆକ୍ରମଣରେ ଜଣେ ଘଟଣା ସ୍ଥଳରେ ମୃତ।  ମୃତକ ଜଣକ ହେଲେ ଚିନ୍ତାମଣି ବେହେରା। ଏହି ଘଟଣାରେ…