ଏଟିଏମରୁ ଟଙ୍କା କଟିବା ବ୍ୟାଙ୍କକୁ ପଡିଲା ମହଙ୍ଗା, ୧୦ ହଜାର ପାଇଁ ଦେଲା ୩ ଲକ୍ଷ ଟଙ୍କା କ୍ଷତିପୂରଣ
ସୁରଟ : ଏଟିଏମରୁ ଟଙ୍କା କଟିବା ବ୍ୟାଙ୍କକୁ ପଡିଲା ମହଙ୍ଗା । ୧୦ ହଜାର ଟଙ୍କା ଉଠାଇବାକୁ ଯାଇ ଗ୍ରାହକ ପାଇଲେ ୩ ଲକ୍ଷ ଟଙ୍କା । ୨୦୧୭, ଫେବୃୟାରୀ ୧୮ ତାରିଖରେ ସୁରଟର ଜଣେ ଗ୍ରାହକ ୧୦ ହଜାର ଟଙ୍କା ଉଠାଇବାକୁ ଏଟିଏମକୁ ଯାଇଥିଲେ । ହେଲେ ମେସିନରୁ ଟଙ୍କା ବାହାରି ନଥିଲା । ତେବେ…