ପଣ୍ଡ ହେଲା ATM ଲୁଟ୍ ଉଦ୍ୟମ, ଘର ମାଲିକଙ୍କ ପାଟି ଶୁଣି ଦୁର୍ବୃତ୍ତ ଫେରାର
ଆନନ୍ଦପୁର (କେନ୍ୟୁଜ): ପଣ୍ଡ ହେଲା ATM ଲୁଟ୍ ଉଦ୍ୟମ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଚିମିଲା ସ୍ଥିତ SBI ATMରୁ ଲୁଟ୍ ବେଳେ ଘର ମାଲିକଙ୍କ ପାଟି ଶୁଣି ଦୁବୃର୍ତ୍ତଙ୍କ ଉଦ୍ୟମ ଫେଲ ମାରିଛି । ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି।
ଗତକାଲି ରାତିରେ କିଛି ଦୁର୍ବୃତ୍ତମାନେ…