ଏଟିଏମ୍ ରୁ ଟଙ୍କା ନୁହେଁ ବାହରୁଛି ପିଜା, ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ମେସିନ୍
ଏଟିଏମ୍ ନାଁ ଶୁଣିଲେ ଟଙ୍କା କଥା ମନକୁ ଆସେ । କିନ୍ତୁ ଏବେ ଆସିଛି ଏକ ନୂଆ ଏଟିଏମ୍ । ଯେଉଁଥିରୁ ଟଙ୍କା ନୁହେଁ ବାହରୁଛି ପିଜା । ଏଭଳି ଏକ ଏଟିଏମ୍ ଚଣ୍ଡିଗଡ଼ରେ ଇନଷ୍ଟଲ କରାଯାଇଛି । ଚଣ୍ଡିଗଡ଼ର ସୁଖନା ହ୍ରଦ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ଏଠାରେ ଏକ ନୂଆ ପିଜା…