Mamata Banerjee: ମମତା ବାନାର୍ଜୀଙ୍କ ଗାଡ଼ି ଉପରକୁ ପଥର ଓ ଜୋତା ମାଡ଼
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପୁଣି ରାଜନୈତିକ ଉତ୍ତେଜନା । ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଗାଡ଼ି ଉପରକୁ ପଥର-ଜୋତା ମାଡ଼ ହୋଇଛି । ପଶ୍ଚିମବଙ୍ଗରେ ଟିଏମ୍ ସି-ବିଜେପି ରାଜନୈତିକ ଲଢ଼େଇ ମଧ୍ୟରେ ଏଭଳି ଘଟଣା ସାମ୍ନାକୁ ଆସିଛି । ମମତା…