Browsing Tag

attack

ପାରାଦୀପ: ଅଭିଯୁକ୍ତକୁ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲେ ଏଏସଆଇ, ୭ ଅଟକ

ପାରାଦୀପ : ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲେ ପୋଲିସ୍‌ ଅଧିକାରୀ । ପାରାଦୀପ ଅଭୟଚାନ୍ଦପୁର ପୋଲିସ୍‌ ଦଳେଇ ସାହିକୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଏଏସଆଇ । ସୂଚନା ଅନୁଯାୟୀ, ଗଡ ଦଳେଇ ସାହିର ତ୍ରିନାଇ ଲେଙ୍କାଙ୍କ…

ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ଉପରେ ଆକ୍ରମଣ ଉଦ୍ୟମ

କେନ୍ଦୁଝର (କେନିଉଜ ) : ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ଉପରେ ଆକ୍ରମଣ ଉଦ୍ୟମ । ଆଜି ରାତିରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କାଶୀପୁର ନିକଟରେ ଦୁର୍ବୃତ୍ତ ତାଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ । ସେମାନେ ନିରଞ୍ଜନଙ୍କ ପିଏସଓଙ୍କୁ ଆକ୍ରମଣ କରିଥିଲେ । ତେବେ ସେ ସୁରକ୍ଷିତ ଅଛନ୍ତି ।…

ଜୁଆ ଆଡ୍ଡାରେ ଚଢାଉ ବେଳେ ପୋଲିସ ଉପରେ ଆକ୍ରମଣ: ଓଆଇସିଙ୍କ ସମେତ ୪ ଜଣ କର୍ମଚାରୀ ଆହତ, ଗାଡ଼ି ଚୁରମାର୍

ଗଜପତି: ଜୁଆ ଆଡ୍ଡାରେ ଚଢାଉ ବେଳେ ପୋଲିସ ଉପରେ ଆକ୍ରମଣ । ଗତକାଲି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଖର୍ସଣ୍ଡା ଗାଁରେ ପୋଲିସ ଉପରେ ଆକ୍ରମଣ ହୋଇଛି । ଓଆଇସି ମମତା ପଣ୍ଡାଙ୍କ ସମେତ ୪ ଜଣ କର୍ମଚାରୀ ଆକ୍ରମଣର ଶୀକାର ହୋଇଛନ୍ତି । ଆହତ ପୋଲିସ ମାନେ ହେଲେ ଓଆଇସି ମମତା ପଣ୍ଡା, ଡ୍ରାଇଭର…

ଗଣ୍ଡଗୋଳ ନେଲା ଉଗ୍ରରୂପ: ଗୋଡାଇ ଗୋଡାଇ କାଠ ଫାଳିଆରେ ପଡୋଶୀକୁ କଲେ ଆକ୍ରମଣ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦା ଗ୍ରାମରେ ଜମି ବାଡି ବିବାଦକୁ କେନ୍ଦ୍ର କରି ଦୁଇ ପଡୋଶୀ ମଧ୍ୟରେ ଗଣ୍ଡଗୋଳ। ତେବେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ନାଚିନ୍ଦା ଗ୍ରାମର ଶ୍ରୀଧର ନାଗ ଓ ତାଙ୍କର ଦୁଇ ପୁଅ ପଡୋଶୀ ଗୌରାଙ୍ଗ ନନ୍ଦ କୁ ଏକ କାଠ ଫାଳିଆରେ…

ରକ୍ତର ହୋଲି ଖେଳିଲେ ଦୁର୍ବୃତ୍ତ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଆଖିରୁ ପାଟିକୁ କଲେ ଅଲଗା

ବାଲେଶ୍ୱର (କେନ୍ୟୁଜ୍‌) : ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ବାଲେଶ୍ୱର ଷ୍ଟେସନ ଅଞ୍ଚଳରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେି ହାଣିଲେ। ପୂର୍ବ ଶତୃତାକୁ କେନ୍ଦ୍ର କରି ଏପରି ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଯୁବକଙ୍କ ନାକ ପାଖରୁ ଆଖି ଏବଂ ପାଟି ଅଲଗା ହୋଇଯାଇଛି।…

ଜଳେଶ୍ବର : ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ୭ଜଣ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଭିଜୁଆଲ୍

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଛକ ନିକଟରେ ଥିବା ଲକ୍ଷ୍ମୀ ନାରାୟଣ ପେଟ୍ରୋଲ ପମ୍ପରେ ଗତକାଲି ବିଳମ୍ବିତ ରାତିରେ ୭ଜଣ ଦୁର୍ବୃତ୍ତ ଏକ କାରରେ ଆସି ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କୁ ଅଫିସର ତାଲା ଖୋଲିବାକୁ କହିଥିଲେ। ମାତ୍ର ଅଫିସର…

ପ୍ରେମ ସମ୍ପର୍କରୁ ବଚସା, ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ

ସମ୍ବଲପୁର (କେନ୍ୟୁଜ ବ୍ୟୁରୋ) : ପ୍ରେମ ସମ୍ପର୍କରୁ ବଚସାକୁ କେନ୍ଦ୍ର କରି ଟାଙ୍ଗିଆରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ । ଏହି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କାଣ୍ଡତୈଲା ଗାଁରେ । ଆକ୍ରମଣରେ ଆହତ ହୋଇଛନ୍ତି ଜଣେ ଯୁବକ । ତାଙ୍କ ନାଁ ରଞ୍ଜିତ । ତାଙ୍କ ବେକରେ…

କୁକୁର ଭୁକାକୁ ନେଇ ବୃଦ୍ଧଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମୃତ୍ୟୁ

ସାଲେପୁର : କୁକୁର ଭୁକାକୁ ନେଇ ବୃଦ୍ଧକୁ ଆକ୍ରମଣ। ଗୁରୁତର ଅବସ୍ଥାରେ ଜଗସିଂହପୁର ମେଡିକାଲ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତକ ହେଲେ କିଶନ ନଗର ଥାନା ବିଶ୍ୱାଳପଡା ଗ୍ରାମର ଉମେଶ ଭୋଇ। ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ କାଲି ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିବ ସୂଚନା ମିଳିଥିବା…

ଭୁବନେଶ୍ବର: ବ୍ଲେଡରେ ୩ ଜଣ ବେକ ଓ କାନ୍ଧକୁ କାଟି ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲା ଅଜଣା ଯୁବକ, ପୋଲିସ କଲା…

କେନ୍ୟୁଜ୍(ବ୍ୟୁରୋ): ବ୍ଲେଡରେ ୩ ଜଣ  ବେକ ଓ  କାନ୍ଧକୁ କାଟିଲା ଦୁର୍ବୃତ୍ତ ।  ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଧୀନସ୍ଥ ପ୍ରାଚୀ ବିହାରେ ଘଟିଛି  ଏହି ଘଟଣା। ଜଣେ ଅଜଣା ଯୁବକ ମିଥୁନ, ସାଗର,ଯଯାତି ନାମକ ତିନି ଜଣ ଯୁବକଙ୍କ ବେକକୁ କାଟିବା ପରେ ପୋଲିସ ଭୟରେ ହାଇଟେକ ହସ୍ପିଟାଲ…

ପିପିଲିତେଇଶପୁର ବଜାରରେ ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରି ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାଲଟିଛି ଲୁଟେରାଙ୍କ ଚରାଭୂଇଁ। ଗତକାଲି ରାଜପଥର ପିପିଲି ଥାନା ତେଇଶପୁର ବଜାର ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଖଣ୍ଡା ଦ୍ୱାରା ଅତର୍କିତ ଆକ୍ରମଣ କରି ଲୁଟ୍‌ କରିଛନ୍ତି। ବ୍ୟବସାୟୀ ଜଣକ ହେଲେ ତେଇଶପୁର ପୋଡ଼ଙ୍ଗ ଗାଁର…

ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ସ୍ପଷ୍ଟ ଦିବାଲୋକରେ କଟୁରୀରେ ଗୋଡେଇ ଗୋଡେଇ ହାଣିଲେ

ଭୁବନେଶ୍ବର: ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ସ୍ପଷ୍ଟ ଦିବାଲୋକରେ ଗୋଡେଇ ଗୋଡେଇ କଟୁରୀରେ ହାଣିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୂର୍ବ ଶ୍ରତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ତେବେ…