Browsing Tag

attacked to death

ଗୋଠଛଡ଼ା ଦନ୍ତାର ଆତଙ୍କ, ଘର ଭାଙ୍ଗିବା ସହ ନେଲା ବୃଦ୍ଧାଙ୍କ ଜୀବନ

କେନ୍ଦୁଝର: ଆତଙ୍କ ଖେଳାଇଛି ଗୋଠ ଛଡ଼ା ଦନ୍ତା । ଦିନରେ ଲୁଚୁଛି, ରାତିରେ ଭାଙ୍ଗୁଛି । ହାତୀ ଆକ୍ରମଣରେ ପୁଣି ଜଣଙ୍କ ମୃତ୍ୟୁ । ଶୋଇଥିବା ବେଳେ ଘର ଭାଙ୍ଗି ଆକ୍ରମଣ କଲା ଗୋଠଛଡା ଦନ୍ତା । ଚିକିତ୍ସିତ ଅବସ୍ଥାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଚମ୍ପୁଆ ବ୍ଲକ ବର୍ଧନା ଗାଁରେ ଦେଖା ଯାଇଛି…

ଅଙ୍କଲ ପ୍ରେମରେ ବାୟା ହୋଇ ଛୁଆକୁ କଲା ବାପ ଛେଉଣ୍ଡ

ଅଲୱରରେ ବନ୍ଧା ହେଲା ଆଉ ଜଣେ ସୋନମ । ଅଙ୍କଲ ପ୍ରେମରେ ବାୟା ହୋଇ ଛୁଆକୁ କଲା ବାପ ଛେଉଣ୍ଡ । ଆଜ୍ଞା ହଁ, ପୁଣି ଥରେ ରାଜସ୍ଥାନରୁ ଆସିଛି ଛାତି ଥରା ଘଟଣା । କିଛିଦିନ ପୂର୍ବରୁ ଘଟିଥିବା ସୋନମ ରଘୁବଂଶୀ ଘଟଣା ଏବେବି ଚର୍ଚ୍ଚାରେ ଥିବା ବେଳେ ପୁଣି ଜଣେ ସୋନମ ଉଭା ହୋଇଛନ୍ତି । ରାକ୍ଷସୀ ସାଜି…

ୟୁକ୍ରେନରେ ପୁଣି ତାଣ୍ଡବ ରଚିଲା ଋଷ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଧୂଆଁ ସୃଷ୍ଟି କଲା

ୟୁକ୍ରେନର ଭୟଙ୍କର ଡ୍ରୋନ ଆକ୍ରମଣ ପରେ ରୁଷ ପ୍ରତିଶୋଧ ନେଇଛି । ଶନିବାର ଦିନ ରୁଷ ପୂର୍ବ ୟୁକ୍ରେନର ଖାରକିଭ ସହର ଉପରେ ଏକ ଭୟଙ୍କର ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୧ ଜଣ ଆହତ ହୋଇଛନ୍ତି । ୟୁକ୍ରେନର ସ୍ଥାନୀୟ କର୍ତ୍ତୃପକ୍ଷ ଏହା…

କଇଁଚି ଭୁସି ହତ୍ୟା, ମୃତ ଦେହ ଜବତ କଲା ପୋଲିସ

ଅନୁଗୋଳ : ଅନୁଗୁଳ - ବଅଁରପାଳ ଥାନା ସନ୍ତ୍ରୀ ଗାଁରେ ଘଟିଛି ହତ୍ୟାକାଣ୍ଡ । ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ କଲେଜ ନିକଟରେ ଥିବା  ଏକ ଦୁଇ ମହଲା ଘରୁ ଏକ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଜବତ କରିଛି ବଅଁରପାଳ ପୋଲିସ । ସୂଚନା ଯେ, ଯାଜପୁର ରୋଡ ଅଞ୍ଚଳର ମଧୁସୂଦନ ନାୟକ…

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଲୁଣଚାଟି ଗାଁରେ । ରବିବାର ଦିନ ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜାଗା ବିବାଦକୁ ନେଇ ବଡ଼ ଭାଇ…

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲା ଦୁର୍ବୃତ୍ତ

ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ରାୟଗଡା ସହରର ଗୌତମ ନଗରର ହତ୍ୟାକାଣ୍ଡ । ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁର ଭୁସି ହତ୍ୟା କରାଯାଇଛି । ମୃତକ ଖିଲିମିଶିଗୁଦ ଗାଁର ପ୍ରମୋଦ କୋଲାକା । ସମ୍ପର୍କୀୟ ପୁତୁରାଙ୍କୁ ସ୍କୁଲରେ ଛାଡି ଘରକୁ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ…