Browsing Tag

attempt suicide

ପାଣିଟାଙ୍କି ଉପରକୁ ଚଢି ଯୁବକଙ୍କ ଆତ୍ମହତ୍ୟା ହାଇଡ୍ରାମା

ଦଶପଲ୍ଲା(କେନ୍ୟୁଜ୍‌): ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ହରିଡ଼ାବାଡ଼ି ନିକଟରେ ଥିବା ଏକ ପାଣିଟାଙ୍କି ଉପରେ ଯୁବକଙ୍କ ଆତ୍ମହତ୍ୟା ହାଇଡ୍ରାମା ଦେଖିବାକୁ ମିଳିଛି । ହାଇଡ୍ରାମା କରୁଥିବା ଯୁବକ ଜଣକ ନିକଟସ୍ଥ ହରିଡ଼ାବାଡ଼ି ଗ୍ରାମର ମନୋଜ କୁମାର ମୁଦୁଲି ବୋଲି ଜଣାପଡିଛି। ଯୁବକର…

ଜୀବନ ହାରିବାକୁ ପ୍ରେମୀ ଯୁଗଳଙ୍କ ଉଦ୍ୟମ: ପ୍ରେମିକ ମୃତ ଆଉ ପ୍ରେମିକା ଗୁରୁତର

ଢେଙ୍କାନାଳ(କେନ୍ୟୁଜ୍): ମୋ ଧନ ମୋ ସୁନା, ଗୋଟିଏ ମୁହୂର୍ତ୍ତ ବି ରହିପାରେନି ତୁମ ବିନା । ଆମକୁ ଏ ଦୁନିଆ କେବେବି ଏକାଠି ବଞ୍ଚାଇ ଦେବନି । ଚାଲ ଆମେ ସେଇ ଜହ୍ନ ରାଇଜକୁ ସବୁଦିନ ପାଇଁ ଚାଲିଯିବା । ସବୁଦିନ ପାଇଁ ଆମେ ଏ ସ୍ୱାର୍ଥପର ଦୁନିଆକୁ ପର କରି ଏକାଠି ହୋଇଯିବା । ଏକାଠି ସିନା…

ରେଳ ଧାରଣାରେ ଜୀବନ ହାରିବାକୁ ଉଦ୍ୟମ କରୁଥିଲେ ମହିଳା, ଉଦ୍ଧାର କଲେ ଲୋକେ

ବାଲେଶ୍ବର(କେନ୍ୟୁଜ୍):ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚୈତନ ସାହୁ ଗଳି ନିକଟସ୍ଥ ରେଳ ଧାରଣାକୁ ଆତ୍ମହତ୍ୟା ପାଇଁ ଆସିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରି ପୋଲିସ ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁଯାୟୀ ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ଗ୍ରାମର ସନ୍ତୋଷ ମୁଖି…

କାହିଁକି ମହାନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର ପରେ କଟକ ଏସସିବିକୁ କରାଗଲା ସ୍ଥାନାନ୍ତର

କଟକ(କେନ୍ୟୁଜ୍): ମହାନଦୀକୁ ପୁଣି ଡେଇଁଲେ ଯୁବତୀ। ଯୋବ୍ରା ବ୍ୟାରେଜ ନିକଟରେ ଚୌଦ୍ୱାର ଅଞ୍ଚଳର ଏହି ଯୁବତୀ ଜଣଙ୍କ ମହାନଦୀକୁ ଡେଇଁ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ଦିନ ଗୋଟାଏ ବେଳେ ଯୁବତୀ ଜଣଙ୍କ ହଠାତ ବ୍ୟାରେଜ ଉପରକୁ ଆସି ନଦୀ ଭିତରକୁ ଡେଇଁ ପଡିଥିଲେ।…

ରେଳ ଧାରଣାରେ ଶୋଇ ମାଆ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ, ପୁଅ ମୃତ, ମା’ ଗୁରୁତର

ବରଗଡ଼ : ବରଗଡ଼ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କଳାପାଣି ରେଳ ଧାରଣାରେ ଶୋଇ ମାଆ ପୁଅ କରିଥିଲେ ଆତ୍ମହତ୍ୟା ଉଦ୍ୟମ। ହେଲେ ଏଥିରେ ପାଞ୍ଚ ବର୍ଷର ପୁଅର ମୃତ୍ୟୁ ହୋଇଯାଇ ଥିଲାବେଳେ ମା' ଗୁରୁତର ଆହତ ହୋଇଛନ୍ତି । ମା'ଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲ ରେ ଭର୍ତ୍ତି…

ନଦୀକୁ ଡେଇଁ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ

ନଦୀକୁ ଡେଇଁ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ପାରାଦୀପର ଅଠରବାଙ୍କି ପୋଲ ଉପରୁ ଆତ୍ମହତ୍ୟା ପାଇଁ ନଦୀକୁ ଡେଇଁ ପଡିଲେ ନବମ ଶ୍ରେଣୀ ଛାତ୍ରୀ। ଦିନ ପ୍ରାୟ ଗୋଟାଏ ବେଳେ ଘରକୁ ନଯାଇ ପୋଲ ଉପରେ ସ୍କୁଲ ବ୍ୟାଗ ରଖି ନଦୀକୁ ଡେଇଁ ପଡ଼ିଥିଲେ। ଛାତ୍ରୀଙ୍କୁ ନଦୀକୁ ଡେଇଁ ପଡ଼ିବା ଦେଖି…

ନଦୀକୁ ଡେଇଁଲେ ଯୁକ୍ତ ୩ ଛାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି ରହିଛି

ପିପିଲି : ନଦୀକୁ ଡେଇଁ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ପୁରୀ ଜିଲ୍ଲା କଣାସ ଥାନା ଗଡବଡପୁଟ ଗାଁ ନିକଟରେ ରାଜୁଆ ନଦୀ ସେତୁ ଉପରୁ ଜଣେ ଛାତ୍ରୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନଦୀକୁ ଡେଇଁ ନିଖୋଜ ହେବା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗଡବଡପୁଟର…

ନିଜର ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ଦେଇ ନିଜେ ଡେଇଁ ପଡ଼ିଲେ ମହିଳା, ସାନ ଝିଅ ଓ ସାନ ପୁଅ ମୃତ

ଗଞ୍ଜାମ(କେନ୍ୟୁଜ୍): ପାରିବାରିକ କଳହର କରୁଣ ପରିଣତି। ୩ ପୁଅ ଓ ଝିଅକୁ ଫିଙ୍ଗି ନିଜେ କୂଅକୁ ଡେଇଁପଡିଲା ମାଆ। ଗଞ୍ଜାମ ଶେରଗଡ଼ ବ୍ଲକ ଲାଉଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ନିଜର ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ଦେଇ ନିଜେ ଡେଇଁ ପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ…

ଏକା ସାଙ୍ଗରେ ବିଷ ପିଇଲେ ଦୁଇ ନାବାଳିକା, ପରସ୍ପର ଥିଲେ ଅନ୍ତରଙ୍ଗ ବନ୍ଧୁ

ରାୟଗଡା (କେନ୍ୟୁଜ୍): ଏକାଠି ବିଷ ପିଇ ଦୁଇ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ । ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର। ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଉତୁକାପାଢୁ ଗାଁରେ ଅଭାବନୀୟ ଘଟଣା। ଦୁଇ ନାବାଳିକା ପରସ୍ପରର ଅନ୍ତରଙ୍ଗ ବନ୍ଧୁ ବୋଲି ଜଣାପଡିଛି। ମୃତ…

ଚାରି ପିଲାଙ୍କୁ ଧରି କୂଅକୁ ଡେଇଁଲେ ମହିଳା: ୩ ପିଲା ମୃତ, ଜଣେ ପିଲା ଓ ମହିଳା ଉଦ୍ଧାର

କେମିତି ଏ ମା’ । ନିଜ ପିଲାଙ୍କୁ ଧରି ମରିବା ପାଇଁ କୂଅକୁ ଡେଇଁପଡିଲେ ମହିଳା । ତା’ ପୁଣି ଜଣେ ନୁହେଁ ୪ ଜଣ ପିଲାଙ୍କୁ ଧରି କୂଅକୁ ଡେଇଁପଡିଥିଲେ । ଆଉ ଜଣେ ପିଲା ଏବଂ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ପିଲାଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ…

ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ

ନବରଙ୍ଗପୁର(କେନ୍ୟୁଜ) :  ନାକେଦମ କଲେ ମାନସିକ ବିକାରଗ୍ରସ୍ତ ଯୁବକ । ୨ମହଲା କୋଠାରୁ ଡେଇଁ କରୁଥିଲେ ଆତ୍ମହତ୍ୟା ଉଦ୍ୟମ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଠାରେ ଚଢି ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ପ୍ରାୟ ୩ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବିଭାଗ ଯୁବକଙ୍କୁ ଉଦ୍ଧାର…

ରାତିରେ ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା, ସକାଳୁ ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳର ଏକ ଭଡ଼ା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଯୁବତୀଙ୍କ ନାଁ ସ୍ନେହଲତା ସ୍ୱାଇଁ । ଘର ନୟାଗଡ଼ରେ ସେ…