ପାଣିଟାଙ୍କି ଉପରକୁ ଚଢି ଯୁବକଙ୍କ ଆତ୍ମହତ୍ୟା ହାଇଡ୍ରାମା
ଦଶପଲ୍ଲା(କେନ୍ୟୁଜ୍): ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ହରିଡ଼ାବାଡ଼ି ନିକଟରେ ଥିବା ଏକ ପାଣିଟାଙ୍କି ଉପରେ ଯୁବକଙ୍କ ଆତ୍ମହତ୍ୟା ହାଇଡ୍ରାମା ଦେଖିବାକୁ ମିଳିଛି । ହାଇଡ୍ରାମା କରୁଥିବା ଯୁବକ ଜଣକ ନିକଟସ୍ଥ ହରିଡ଼ାବାଡ଼ି ଗ୍ରାମର ମନୋଜ କୁମାର ମୁଦୁଲି ବୋଲି ଜଣାପଡିଛି। ଯୁବକର…