Browsing Tag

aul

ଆଳି: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଆଳି (କେନ୍ୟୁଜ): ଜାତୀୟ ରାଜପଥ ଉପରେ ଯୁବକଙ୍କୁ ଗଳାକାଟି ହତ୍ୟା ଅଭିଯୋଗ।କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚନ୍ଦନପୋଖରୀ-ଜୟନଗର ରାସ୍ତାର ଚେରଣ୍ଟପଡ଼ା ଛକ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ହେଉଛନ୍ତି କାଳିକାପୁର ଗାଁର ସୁଧାଂଶୁ…

ମା ନା ଡାଆଣୀ? ଦେଢ଼ ମାସର ଶିଶୁ କନ୍ୟାକୁ ତଣ୍ଟି ଚିପି ମାରିଥିବା ଅଭିଯୋଗ

ଆଳି(କେନ୍ୟୁଜ୍): ପୁଣି ଆସିଲା ଶିଶୁ କନ୍ୟାକୁ ହତ୍ୟା ଭଳି ସଙ୍ଗିନ ଅଭିଯୋଗ।  ନିଜ ଜନ୍ମ କରିଥିବା ମାଆ ସାଜିଲା ଡାଆଣି । ମାଆ ନାମରେ ଲାଗିଛି କଳଙ୍କ । ଦେଢ଼ ମାସର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରିଥିବା ସୂଚନ ମିଳିଛି।  ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ…

ଚାନ୍ଦବାଲିରୁ ଆସୁଥିବା ବସ ଓଲଟିଲା, ୨୦ରୁ ଅଧିକ ଆହତ

କଟକ (କେନ୍ୟୁଜ): ଚାନ୍ଦବାଲି ରାସ୍ତାର ଗଞ୍ଜା ଗାଁ ନିକଟରେ ଓଲଟିଲା ଦୟାଲ ବସ । ବସରେ ଥିଲେ ୪୦ଜଣ ଲେବର । ୨୦ରୁ ଅଧିକ ଲେବର ଆହତ ହୋଇଛନ୍ତି ବୋଲି କୁହାଯାଉଛି । ସେମାନଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ମୋଟ ୨୦ ଜଣ ଆହତ ହୋଇଥିବା ଖବର…

ଦୁର୍ଘଟଣାର ଦୁଇ ଦିନ ପରେ ବି ମା‘ବାପାଙ୍କ ଆଖିରୁ ଶୁଖିନି ଲୁହ, ଗାଁକୁ ଶୋକାକୁଳ କରିଛି ୩ ସାଙ୍ଗଙ୍କ ପରଲୋକ

ଆଳି(କେନ୍ୟୁଜ୍):  କାନ୍ଦୁଛି ପରିବାର, ଝୁରୁଛନ୍ତି ସାଙ୍ଗସାଥୀ । ଦୁର୍ଘଟଣାର ଦୁଇ ଦିନ ପରେ ବି ଆଖିରୁ ଶୁଖିନି ଲୁହ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଜାମୁଦଣ୍ଡା ଗାଁର ଏ ହେଉଛି ଦୃଶ୍ୟ । ଗାଁକୁ ଶୋକାକୁଳ କରିଛି ୩ ସାଙ୍ଗଙ୍କ ପରଲୋକ । କଟକ-ଚାନ୍ଦବାଲି ରାସ୍ତା ଯମଧରଠାରେ ଏକ ଅଜଣା ଗାଡି…

ମା ହେଉଛନ୍ତି ପ୍ରଧାନ ଶିକ୍ଷୟତ୍ରୀ, କିନ୍ତୁ ସ୍କୁଲରେ ପାଠ ପଢ଼ାଉଛନ୍ତି ଝିଅ

ଆଳି(କେନ୍ୟୁଜ୍):ମା ହେଉଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ।ହେଲେ ସେ ସ୍କୁଲ ଯାଉନାହାନ୍ତି। ଆଉ ତାଙ୍କ ବଦଳରେ ସ୍କୁଲ ଯାଇ ପାଠ ପଢ଼ାଉଛନ୍ତି ଝିଅ।ଆଉ ମାସ ଶେଷରେ ମୋଟା ଆଙ୍କର ଦରମା ପାଉଛନ୍ତି ମା।ଏ ଭଳି ଶିକ୍ଷା ବିଭାଗର ବିଚିତ୍ର ବ୍ଯବସ୍ଥାର ଚିତ୍ର ସାମ୍ନା ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା…

ବୋହୁ ଆଣିଥିଲା ଋଣ, ସୁଝିନପାରିବାରୁ ଶୁଶୁକୁ ପିଟିଲେ ମହିଳା ସମିତି ସଭାପତି

ଆଳି(କେନ୍ୟୁଜ୍): ବୋହୁ ଋଣ ଆଣି ସୁଝିବାରେ ଅସମର୍ଥ ଯେଉଁଥିପାଇଁ ଶାଶୁ ଖାଇଲେ ମାଡ଼। ଖାଲି ମାଡ଼ ନୁହେଁ,ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଏକ ନିବୁଜ କୋଠରୀରେ ପୁରାଇ ତାଲା ପକାଇ ରଖିଲେ ମହିଳା ସମିତିର ସଭାପତି।ଖବର ପାଇ ରାଜକନିକା ପୋଲିସ ପହଞ୍ଚି ଅଟକ ବୃଦ୍ଧାଙ୍କୁ ଉଦ୍ଧାର କରି ମେଡିକାଲରେ…