ଅଷ୍ଟ୍ରେଲିଆରେ କ୍ରାସ୍ ହେଲା ସାମୁଦ୍ରିକ ବିମାନ, ୩ ଗୁରୁତର, ୩ ନିଖୋଜ
ଅଷ୍ଟ୍ରେଲିଆରେ କ୍ରାସ୍ ହେଲା ସାମୁଦ୍ରିକ ବିମାନ । ଅଷ୍ଟ୍ରେଲିଆର ଏକ ପର୍ଯ୍ୟଟନ ଦ୍ୱୀପ ନିକଟରେ ଏକ ସାମୁଦ୍ରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ ଅଛନ୍ତି । ମଙ୍ଗଳବାର ଅପରାହ୍ନରେ ରୋଟନେଷ୍ଟ ଦ୍ୱୀପରୁ ଟେକ୍…