ଧୱନ ଦେଖାଇଲେ ଟିମ୍ ଇଣ୍ଡିଆର ନୂଆ ଜର୍ସି, ଅଷ୍ଟ୍ରେଲିଆ ସିରିଜରେ ଏହାକୁ ପିନ୍ଧିବ ଇଣ୍ଡିଆ ଟିମ୍
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଠିକ୍ ପୂର୍ବରୁ ଭାରତୀୟ ଦଳକୁ ନୂତନ ଜର୍ସି ମିଳି ଯାଇଛି। ଅଷ୍ଟ୍ରେଲିଆ ସିରିଜରେ ଟିମ୍ ଇଣ୍ଡିଆ ଏହି ନୂଆ ଜର୍ସି ପିନ୍ଧିବ। ଦଳର ଓପନର ଶିଖର ଧଓ୍ଵନ ଟ୍ଵିଟ୍ ରେ ନୂତନ ଜର୍ସି ସହ ଫଟୋ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ନୂତନ ଜର୍ସି, ନୂତନ ଉତ୍ସାହ,…