Browsing Tag

australia win

ବିଶ୍ୱକପ୍‌ : ମାର୍ଶଙ୍କ ଅପରାଜିତ ୧୭୭, ବାଂଲାଦେଶକୁ ୮ ଓ୍ଵିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ

ପୁଣେ : ବିଶ୍ୱକପ୍‌ର ଆଜି ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୮ ଓ୍ଵିକେଟ୍‌ ହରାଇଛି ଅଷ୍ଟ୍ରେଲିଆ । ମିଚେଲ ମାର୍ଶଙ୍କ ଅପରାଜିତ ଶତକ ବଳରେ ସହଜରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଏହି ବିଜୟ ସହ କଙ୍ଗାରୁ ଦଳ ୯ଟି ମ୍ୟାଚ୍‌ରୁ ୧୪ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି ।…

ଇଂଲଣ୍ଡ ବିପକ୍ଷରେ ୩୩ ରନରେ ଜିତିଲା ଅଷ୍ଟ୍ରେଲିଆ

ଅହମଦାବାଦ: ଆଇସିସି ଦିନିକିଆ ବିଶ୍ବକପରରେ ଶନିବାର ଇଂଲଣ୍ଡକୁ ଅଷ୍ଟ୍ରେଲିଆ ୩୩ ରନ୍ରେ ପରାସ୍ତ କରିଛି। ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୨୮୭ ରନ୍ର ବ୍ୟାଟିଂ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୫୩ ରନ୍ରେ ଖେଳ ସମାପ୍ତ କରିଛି ।…

ବିଶ୍ୱକପ୍‌ : ଖୁବ୍‌ ଲଢ଼େଇ କରି ୫ ରନ୍‌ରେ ଅଷ୍ଟ୍ରେଲିଆ ଠାରୁ ହାରିଗଲା ନ୍ୟୁଜିଲାଣ୍ଡ

ଧର୍ମଶାଳା : ଘମାଘୋଟ ଲଢ଼େଇ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ । ଶେଷ ଓଭରରେ ୧୯ ରନ୍‌ ଦରକାର ଥିଲା ଜିତିବାକୁ । ନ୍ୟୁଜିଲାଣ୍ଡର ୭ ନମ୍ବର ବ୍ୟାଟର ଜେମ୍ସ ନିଶମ ଜୋରଦାର ଚେଷ୍ଟା କରିଥିଲେ । ଶେଷ ୩ ବଲ୍‌୍‌ରେ ଆବଶ୍ୟକ ଥିଲା ୯ ରନ୍‌ । ରୋମାଞ୍ଚର ଶେଷ ସୀମାରେ ଥିଲା ମ୍ୟାଚ୍‌ । ଦର୍ଶକ…