Browsing Tag

austrelia

ନୂଆବର୍ଷରେ ଓ୍ଵାର୍ଣ୍ଣରଙ୍କ ଘୋଷଣା, ଟେଷ୍ଟ ପରେ ଦିନିକିଆରୁ ନେଲେ ସନ୍ନ୍ୟାସ

ଅଷ୍ଟ୍ରେଲିଆ ବ୍ୟାଟର ଡେଭିଡ ଓ୍ଵାର୍ଣ୍ଣର ଟେଷ୍ଟ ସହିତ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଓ୍ଵାର୍ଣ୍ଣର ପାକିସ୍ତାନ ବିପକ୍ଷରେ ତୃତୀୟ ଟେଷ୍ଟ ପୂର୍ବରୁ ପ୍ରେସ କନଫରେନ୍ସ କରି ସୂଚନା ଦେଇଥିଲେ । ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ତାଙ୍କ ଟେଷ୍ଟ କ୍ୟାରିଅରର ଶେଷ…

ଆଇପିଏଲ୍‌ ୨୦୨୪ : ପାଟ୍‌ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆ ଖେଳାଳି ମିଚେଲ ଷ୍ଟାର୍କ, ୨୪.୭୫ କୋଟି ଟଙ୍କାରେ…

ଆଇପିଏଲ ଇତିହାସରେ ରେକର୍ଡ । ଚଳିତବର୍ଷ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ପାଟ୍‌ କମିନ୍ସ ରହିଥିବା ବେଳେ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ମିଚେଲ ଷ୍ଟାର୍କ । ପାଟ କମିନ୍ସଙ୍କୁ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଥିବା ବେଳେ କୋଲକତା ନାଇଟ ରାଇଡର୍ସ ମିଚେଲ ଷ୍ଟାର୍କଙ୍କୁ ୨୪.୭୫ କୋଟିରେ କିଣିଛି…

ୱାର୍ଲଡ କପ୍ ଇତିହାସରେ ଅଷ୍ଟ୍ରେଲିଆର ବୃହତ ବିଜୟ, ନେଦରଲାଣ୍ଡସକୁ ୩୦୯ ରନରେ ହରାଇଛି

କେନ୍ୟୁଜ୍(ବ୍ୟୁରୋ): ଚଳିତ ବିଶ୍ବକପରେ ଇତିହାସ ରଚିଲା ଅଷ୍ଟ୍ରେଲିଆ । ୱାର୍ଲଡ କପ୍ ଇତିହାସରେ ବୃହତ ବିଜୟ । ନେଦରଲାଣ୍ଡସକୁ ୩୦୯ ରନରେ ହରାଇଛି । ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଏକପାଖିଆ ଭାବରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି…

ମହିଳାଙ୍କ ମୁଣ୍ଡରୁ ମିଳିଲା ଅଜଗର ଦେହରେ ରହୁଥିବା ଜୀବନ୍ତ ପୋକ, ଡାକ୍ତର ଆଶ୍ଚର୍ଯ୍ୟ

ଅଜଣା ରୋଗରେ ଛଟପଟ ହେଉଥିଲେ ମହିଳା । ଦିନ ହେଉ ଅବା ରାତି ଶାନ୍ତିରେ ଟିକେ ଶୋଇପାରୁନଥିଲେ । ନିମୋନିଆ ଭଳି ଲକ୍ଷଣ ରହିଥିଲା । ଏହାଛଡା ପେଟ ଯନ୍ତ୍ରଣା, ଝାଡା ଏବଂ ଶୁଖିଲା କାଶ ଭଳି ସମସ୍ୟାରେ ପୀଡିତ ଥିଲେ । ମହିଳାଙ୍କ ମସ୍ତିଷ୍କ ଏମଆରଆଇ କରି ଦେଖିବା ପରେ ଡାକ୍ତରଙ୍କ ହୋସ ଉଡିଯାଇଥିଲା ।…

ପାତାଳ ରାସ୍ତା ଖୋଜିଲେ ବୈଜ୍ଞାନିକ, ୫ ଶହ କିମି ଚଉଡ଼ାର ରହିଛି ଦ୍ୱାର

ଦୁନିଆରେ ଏପରି ଅନେକ ଅଦ୍ଭୁତ ଜିନିଷ ଅଛି ଯାହା ଏବେ ବି ରହସ୍ୟ ଘେରରେ ରହିଛି । ଏହି ରହସ୍ୟର ସମାଧାନ ପାଇଁ ଅନେକ ବୈଜ୍ଞାନିକ ଦିନରାତି ପରିଶ୍ରମ କରୁଛନ୍ତି । ପୃଥିବୀ କିପରି ସୃଷ୍ଟି ହେଲା ଠାରୁ ଆରମ୍ଭ କରି ଅନ୍ୟ ଗ୍ରହମାନଙ୍କର ପ୍ରଭାବ ପର୍ଯ୍ୟନ୍ତ, ଏହି ସବୁ ଜିନିଷ ପଛରେ ଥିବା ସିକ୍ରେଟ…

ଇଂଲଣ୍ଡର ‘ବାଜ୍‌ ବଲ୍‌’ ଗର୍ବକୁ ଭାଙ୍ଗିଲା ଅଷ୍ଟ୍ରେଲିଆ, ୨ ୱିକେଟରେ ଜିତିଲା ଆସେସ୍‌ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌

ଆସେସ୍ ସିରିଜ ୨୦୨୩ ର ପ୍ରଥମ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ଟିମ୍‌  ଜିତିଛି । । ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ୍‌ରେ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୨ ୱିକେଟରେ ମ୍ୟାଚ୍‌ ଜିତିନେଇଛି । ଆଉ ଟେଷ୍ଟ କ୍ରିକେଟରେ ପରିବର୍ତ୍ତନ ଆଣିଥିବା ଦାବି କରୁଥିବା ଇଂଲଣ୍ଡର ବାଜ୍ ବଲ୍ ଶେଷରେ…

ବିବାହ ଉତ୍ସବକୁ ଯାଉଥିବା ବସ୍‌ ଖାଇକୁ ଓଲଟିଲା, ୧୦ ମୃତ ଏବଂ ୧୧ ଗୁରୁତର

ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହଣ୍ଟର ୱାଇନ ଅଞ୍ଚଳରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୧୧ ଜଣ ଆହତ ହୋଇଥିବା ଖବର ମିଳିଛି । ଗ୍ରେଟା ସହର ନିକଟରେ ଥିବା ଜଙ୍କସନରେ ଗୋଟାଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ…

ସବୁଠୁ ବିଷାକ୍ତ ବୁଢ଼ିଆଣୀ Funnel Web Spider

ଦୁନିଆରେ ଅନେକ ଜୀବଜନ୍ତୁ ଅଛନ୍ତି । କିଛି ଆମେ ଦେଖିଛେ ଅନ୍ୟ କିଛି ଏବେ ବି ଦୃଷ୍ଟି ଆଢୁଆଳରେ ଅଛନ୍ତି । ବିଶ୍ୱରେ ଏପରି ମାରାତ୍ମକ ଜୀବ ବି ଅଛନ୍ତି ଯେଉଁମାନେ ଭୟଙ୍କର ସ୍ଥାନରେ ରୁହନ୍ତି । ସେଠାକୁ ଯିବାକୁ କାହାର ସାହସ ହୋଇନଥାଏ । ପୃଥିବୀ ରେ ଦୃଶ୍ୟମାନ ହେଉଥିବା ଜୀବ ଜଗତରେ ବିଭିନ୍ନ…