Browsing Tag

auto accident

ଗଜପତି: ଆର.ଉଦୟଗିରି ଦୁଧମାଠିଆ ନିକଟରେ ଯାତ୍ରୀବାହୀ ଅଟୋ ଓଲଟି ଜଣେ ମୃତ ଛଅ ଆହତ

ମୋହନା(କେନ୍ୟୁଜ୍):  ଗଜପତି ଜିଲ୍ଲା ଆର.ଉଦୟଗିରି ନିକଟସ୍ଥ ରାମଗିରି ଥାନା ଅଧିନସ୍ଥ ଦୁଧମାଠିଆ ଗ୍ରାମରେ ଏକ ଯାତ୍ରୀବାହୀ ଅଟୋ ଓଲଟି ଜଣେ ମୃତ୍ୟୁବରଣ କରିଥିବାବେଳେ ଛଅ ଜଣ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ଏକ ଯାତ୍ରୀବାହୀ ଅଟୋ  ରାମଗିରି ଗ୍ରାମ ନିକଟସ୍ଥ କୁରୁମ ଗ୍ରାମରୁ ଛେଳିଗଡ଼…

ଅଜଣା ଗାଡି ସହ ଅଟୋ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଅଳ୍ପକେ ବର୍ତ୍ତିଲେ ମା’ ସହିତ ୩ ନାବାଳିକା

କେନ୍ଦୁଝର: ଓଡିଶା ସୀମା ଚମ୍ପୁଆ ନିକଟ ଝାଡ଼ଖଣ୍ଡ ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଛଣପଦା ନିକଟରେ ଯାତ୍ରୀ ବାହି ଅଟୋକୁ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅଟୋ ଚାଳକ ଗୁରୁତର ହୋଇ ରାସ୍ତା ଉପରକୁ ଛିଟିକି ପଡ଼ିଥିଲା ବେଳେ ଅଟୋ ବସିଥିବା ମା ସହିତ ୩ ନାବାଳିକା…

ପୁଣି ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ବିବାହ ସାରି ଫେରିଲା ବେଳେ ପୋଲ ତଳକୁ ଖସିଲା ଅଟୋ! ୨ମୃତ, ୭ଗୁରୁତର

ସମ୍ବଲପୁର: ପୁଣି ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ। ବରଯାତ୍ରୀ ହେଲା ଶେଷ ଯାତ୍ରା। ପୋଲ ତଳକୁ ଖସିପଡ଼ିଲା ଅଟୋ । ଆନନ୍ଦ ଉଲ୍ଲାସରେ ବିବାହ ସାରି ଫେରିଲା ବେଳକୁ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ। ଅନ୍ୟ ୭ଜଣଙ୍କୁ ଗୁରୁତର ଭାବେ ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ମେଡିକାଲରେ ଚିକିତ୍ସା…

ବୌଦ୍ଧ ଫଗୁନମାଲ ଛକ ନିକଟରେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ହାଇଓ୍ଵା, ଗୋଟିଏ ପରିବାରର ୩ ମୃତ

ବୌଦ୍ଧ : ମର୍ମନ୍ତୁଦ ସଡକ ଦୁର୍ଘଟଣା ନେଲା ୩ ଜୀବନ। ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ହାଇଓ୍ଵା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଫଗୁନମାଲ ଛକ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ…

ନବରଙ୍ଗପୁର ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୨ ମୃତ

ଉମରକୋଟ: ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୨ ମୃତ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଅଟୋ ଓଲଟି ପଡିବାରୁ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ୧୦ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଅଟୋରେ ୭ ଜଣ…

ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ନାଭାଲ ଛକ ନିକଟରେ ଦୁର୍ଘଟଣା: କାର୍‌ ସହ ରାସ୍ତା ପାର୍ଶ୍ୱରେ ଥିବା ୬ଟି ଅଟୋକୁ…

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ନାଭାଲ ଛକ ନିକଟରେ କାର ଓ ତେଲ ଟ୍ୟାଙ୍କର ମଧ୍ଯରେ ଧକ୍କା। ତେଲ ଟ୍ୟାଙ୍କରଟି‌ ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିବାବେଳେ ନାଭାଲ୍‌ ଛକ ନିକଟରେ କାର୍‌ ସହ ରାସ୍ତା ପାର୍ଶ୍ୱରେ ଥିବା ୬ ଗୋଟି ଅଟୋକୁ ମଧ୍ୟ ଧକ୍କା ଦେଇଥିଲା…

ମୋହନା : ଘାଟିରେ ଓଲଟିଲା ଅଟୋ, ୧୦ ଆହତ ଓ ୩ ଗୁରୁତର

ମୋହନା (କେ ନ୍ୟୁଜ୍‌) : ଗଜପତି ଜ଼ିଲ୍ଲା ଆର୍‌. ଉଦୟଗିରି ଥାନା ଵସ୍ତ୍ରୀଗୁଡା ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡ଼ିଲା । ଫଳରେ ଅଟୋରେ ଯାତ୍ରା କରୁଥୁବା ୧୨ ଜଣ ଲୋକଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଛନ୍ତି l ଏମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଅଛି…

ଦାରିଙ୍ଗବାଡ଼ି: ଚଳନ୍ତା ଅଟୋ ଉପରେ ପଡ଼ିଲା ପାଇନ ଗଛ, ଓ୍ବାର୍ଡସଭ୍ୟା ମୃତ, ଯୁବକ ଗୁରୁତର

କନ୍ଧମାଳ(କେନ୍ୟୁଜ୍): ଦାରିଙ୍ଗବାଡ଼ି ଥାନା ଡୁଲୁରୀ,କିଲାବାଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମୃତ ଜଣେ ଗୁରୁତର। । ଚଳନ୍ତା ଅଟୋରେ ଗଛ ପଡ଼ିଯିବାରୁ ଅଟୋରେ ଯାଉଥିବା ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ହେଲେ ପ୍ଳିହେରୀ…

ଟାଙ୍ଗୀ: ରେଳ ଫାଟକକୁ ଧକ୍କା ଦେଲା ଅଟୋ

ଟାଙ୍ଗୀ: ରେଳ ଫାଟକକୁ ଧକ୍କା ଦେଲା ଅଟୋ । ରେଳ ଡିଭିଜନ୍ ଅନ୍ତର୍ଗତ କାଳୁପଡା ଘାଟ ରେଳ ଫାଟକକୁ ଏକ ଅଟୋ ଧକ୍କା ଦେଇଥିବା ଜଣାପଡିଛି । ଫଳରେ ରେଳ ଫାଟକ ଭାଙ୍ଗିଯିବା ସହିତ ରେଳ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ଜନସାଧାରଣଙ୍କ ଯିବାଆସିବାରେ ମଧ୍ୟ ବାଧା ଉପୁଯିଥିଲା । ଏହାପରେ ରେଳ ବିଭାଗ…

ଉମରକୋଟ ମଥୁରାପଡ଼ା ଗାଁ ନିକଟରେ ଅଟୋ ଦୁର୍ଘଟଣା : ଜଣେ ମୃତ , ୧୦ ଆହତ

ନବରଙ୍ଗପୁର(କେନ୍ୟୁଜ୍) : ନବରଙ୍ଗପୁର ଜିଲ୍ଲା ଉମରକୋଟ ମଥୁରାପଡ଼ା ଗାଁ ନିକଟରେ ଅଟୋ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ୧୦ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ମଥୁରାପଡ଼ାର ଅକାଳ ଗୌଡ଼ । ସମସ୍ତ ଗୁରୁତରଙ୍କୁ ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତାହତମାନେ…